ଆଜିକା ଦୁନିଆରେ କାହା ପାଖରେ ସମୟ ନାହିଁ କାହିଁକିନା ସମସ୍ତେ ନିଜ କାମରେ ବ୍ୟସ୍ତ ରହୁଛନ୍ତି ଓ କାମ ସମାପ୍ପ୍ତ ହବା ପରେ ସେ ନିଜ ଫୋନରେ ବୀଜୀ ରହୁଛନ୍ତି ତେବେ ଇଅରଫୋନ ଆଜିକା ସମୟରେ ସମସ୍ତଙ୍କ ସାଥି ହୋଇଯାଇଛି ଓ ଲୋକଙ୍କୁ ସମସ୍ତଙ୍କ ଠାରୁ ବହୁତ ଦୂରେଇ ରଖିଛି ।
ସମସ୍ତଙ୍କୁ କେବଳ ତାଙ୍କ ଫୋନ ଓ ଇଅରଫୋନ ଦରକାର କାହାକୁ ବି ପରିବାର ଓ ସାଙ୍ଗ ଏବେ ଆବଶ୍ୟକ ହେଉ ନାହାନ୍ତି । କଣ ଆପଣ ଜାଣିଛନ୍ତି ଯଦି ଆପଣ ଇଅରଫୋନ ଅଧିକ ବ୍ୟବହାର କରିବେ ତେବେ ଆପପଣଙ୍କୁ ରିଆଳିତୀ ଡିଟାଚ ସିନଡ୍ରୋମ ଭଳି ସମସ୍ଯା ହୋଇଯିବ ।

ଯଦି ଆପଣଙ୍କୁ ଆଗ ଅପେକ୍ଷା ଏବେ ବହୁତ ଚିନ୍ତାପୂର୍ଣ୍ଣ ଲାଗୁଛି ଆପଣଙ୍କୁ ଏହା ଅନୁଭବ ହେଉଛି ଯେ ଆପଣ ନିଜକୁ ସମ୍ଭାଳି ପାରୁ ନାହାନ୍ତି ତେବେ ଆପଣଙ୍କୁ ନିଜ ଇଅରଫୋନ ଠାରୁ ଦୂରେଇ ରହିବା ଉଚିତ ନଚେତ କମ ବ୍ୟବହାର କରିବା ଉଚିତ । ଆଜି ଆମେ ଆପଣଙ୍କୁ ଆପଣଙ୍କ ଇଅରଫୋନ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ବହୁତ କମ ଲୋକେ ଜାଣି ଥାନ୍ତି । ତେବେ ଆଜିକା ସମୟରେ ବହୁତ ପ୍ରକାର ଇଅରଫୋନ ମାର୍କେଟରେ ଆସି ଯାଇଛି ଏହି ଇଅରଫୋନ ଗୁଡିକ ଲଗାଇଲା ପରେ ଆମେ ସେହି ଦୁନିଆରେ ଚାଲି ଯାଇଥାଉ ଯାହା ଗୀତ ଆମେ ଶୁଣୁଥାଉ କିନ୍ତୁ ଆମୀ ରିଆଲିଟିକୁ ସତ ଭାବିବା ବନ୍ଦ କରିଥାଉ ଯାହା ଆମ ପାଇଁ ଅସୁବିଧା କରିଥାଏ ।

ଇଅରଫୋନରେ ଗୀତ ଶୁଣିଲା ବେଳେ ଆମେ ଯେତେ ଭିଡରେ ଥିଲେ ମଧ୍ୟ ଆମକୁ ଜଣା ପଡେ ନାହିଁ । ତେବେ ଇଅରଫୋନରେ ଗୀତା ବା ଅନ୍ୟ କିଛି ଶୁଣିବା ପରେ ଯଦି ଆପଣ ସ୍କୁଲରେ କ୍ଳାସ ପାଇଁ ଯାଇଛନ୍ତି ବା ଅଫିସରେ କାମ କରିବା ପାଇଁ ବସନ୍ତି ବା କଲେଜରେ କ୍ଳାସ ପାଇଁ ଯାଇଛନ୍ତି ବା କୌଣସି କମ୍ଫରେନ୍ସରେ ଯାଇଛନ୍ତି ତେବେ ଆପଣଙ୍କ ମାଇଣ୍ଡ ଏକତ୍ର ହୋଇନଥାଏ ଆପଣଙ୍କ କାମ ଭଲ ଭାବରେ ହୋଇନଥାଏ । ଆପପଣଙ୍କ ମାଇଣ୍ଡ ଦାଇଭର୍ଟ ହୋଇଥାଏ ଯାହା ଦ୍ଵାରା ଆପଣଙ୍କ କାମ ସବୁ ଖରାପ ହବାକୁ ଲାଗିଥାଏ ।

ତେବେ ଇଅରଫୋନ ଆପଣଙ୍କୁ ଅସଲ ଦୁନିଆରୁ ଭାବନାତ୍ମକ ଦୁନିଆକୁ ନେଇଯାଇଥାଏ ଯାହା ପରେ ଆପଣ ଫେରିବାକୁ ଚେଷ୍ଟା କରନ୍ତି କିନ୍ତୁ ଆପଣଙ୍କ ସଂପୂର୍ଣ୍ଣ ମାଇଣ୍ଡ ସେଠାରୁ ଫେରି ପାରେ ନାହିଁ ଓ ଆପଣଙ୍କୁ ବହୁତ ପ୍ରକାର ଚିନ୍ତା ଓ ଅସଫଳତା ସାମ୍ନା କରିବାକୁ ପଡିଥାଏ ତେବେ ଧ୍ୟାନ ରଖନ୍ତୁ ବହୁତ ଆବଶ୍ୟକ ହେଲେ ଇଅରଫୋନ ବ୍ୟବହାର କରନ୍ତୁ ନଚେତ ଏହା ଠାରୁ ଦୂରେଇ ରହିବା ଉଚିତ ଏହା ଦ୍ଵାରା ଯେଉଁ ଚିନ୍ତା ହୋଇଥାଏ ତାକୁ ରିଆଲିଟି ଡିଟାଚ ସିନଡ୍ରୋମ କୁହାଯାଏ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।