ଏବେ ବିନା ପ୍ରେସ ରେ ହିଁ ଏମିତି ଦୂର କରିପାରିବେ କପଡାର ଭାଙ୍ଗ- କେମତି ଜାଣନ୍ତୁ

କାର୍ଯ୍ୟକାରୀ ଲୋକମାନଙ୍କ ପାଇଁ ସକାଳର ସମୟ ସବୁଠାରୁ ଅଧିକ ମୁଣ୍ଡ ବିନ୍ଧିବାର କାମ ହୋଇଥାଏ ନିଜ କପଡାକୁ ଆଇରନ କରିବା । ଅଧିକାଂଶ ଲୋକ ନିଜର ଏହି କାମକୁ ଘର ଆଖପାଖରେ ଥିବା ଆଇରନ କରୁଥିବା ଲୋକ ପାଖରେ କରିନେଇଥାନ୍ତି କିନ୍ତୁ କେତେ ଥର ଏମିତି ବି ହୋଇଥାଏ କି ଆପଣ ଭୁଲିଯାଇଥାନ୍ତି କପଡା ଆଇରନ କରିବାକୁ ଦେବା ପାଇଁ ଏବଂ ଅଫିସ ଯିବା ସମୟରେ ସବୁଠାରୁ ବଡ କାମ ହୋଇଥାଏ ନିଜେ କପଡାକୁ ଆଇରନ କରିବା ।

ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏକ ଏମିତି ଖାସ ଉପାୟ କହିବୁ ଯାହାକୁ ବ୍ୟବହାର କରି ଏକ ମିନିଟରେ ବିନା ଆଇରନରେ ବି ଆପଣଙ୍କ କପଡାର ଭାଙ୍ଗକୁ ଦୂର କରିପାରିବେ । ଆସନ୍ତୁ ଜାଣିବା କଣ ସେହି ଉପାୟ ।

କପଡାର ଭାଙ୍ଗକୁ ବିନା ଆଇରନରେ ଦୂର କରିବାର କଥା ଶୁଣିବା ପାଇଁ ଆପଣଙ୍କୁ ଅଜିବ ଲାଗିବ କିନ୍ତୁ ଏହା ସତରେ ସମ୍ଭବ ଅଟେ । ଆପଣଙ୍କ କପଡା ଉପରେ ପଡିଥିବା ଭାଙ୍ଗକୁ ବହୁତ କମ ସମୟରେ ଏବଂ ବିନା କୌଣସି ପରିଶ୍ରମରେ ଆପଣ ଆପଣଙ୍କ ୱାସିଙ୍ଗ ମେସିନର ଡ୍ରାୟର କମପାର୍ଟମେଣ୍ଟ ର ବ୍ୟବହାର କରି ଏହାକୁ ଦୂର କରି ପାରିବେ । ଆପ ଏବେ ଏହା ଭାବୁଥିବେ କି ଏହା କିପରି ସମ୍ଭବ ଅଟେ ,ଯଦି ଆପଣ ଜଲଦିରେ ଅଛନ୍ତି ଏବଂ ଆପଣଙ୍କୁ ନିଜ କପଡାକୁ ଆଇରନ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆପଣ ସେହି କପଡାକୁ କିଛି ସମୟ ପାଇଁ ଡ୍ରାୟରରେ ପକାଇଦିଅନ୍ତୁ ଏବଂ ସେଥିରେ କିଛି ବରଫ ପକାଇ ଦିଅନ୍ତୁ । ଏହି ଉପାଯରେ ଆପଣ ବିନା ଆଇରନରେ ବି ନିଜ କପଡାର ଭାଙ୍ଗକୁ ଦୂରେଦେଇ ପାରିବେ ।

ଏବେ ଏହି ପ୍ରଶ୍ନ କାହାର ମାନେରେ ବି ଆସିପାରେ କି ଡ୍ରାୟରରେ ବରଫ ପକାଇଲେ ତାହା କପଡାର ଭାଙ୍ଗକୁ କିପରି ଦୂର କରିପାରିବ । ଯେତବେଳେ ଆପଣ ଡ୍ରାୟର ରେ କପଡା ରଖିଥାନ୍ତି ସେତବେଳେ କମପାର୍ଟମେଣ୍ଟ ହିଟ ଉତ୍ପର୍ନ କରିଥାଏ ଏବଂ ଏଥିରେ କିଛି ବରଫ ଖଣ୍ଡ ପକାଇଲେ ସେ ଷ୍ଟିମ ରେ ତମ୍ବିଲ ହୋଇଯାଇଥାଏ ଲିହାଯା କପଡାରେ ପଡିଥିବା ଭାଙ୍ଗ ଦୂର ହୋଇଯାଇଥାଏ ।

ଏହି ଉପାୟ କରିବା ପୂର୍ବରୁ କିଛି ଖାସ କଥାର ଧ୍ୟାନ ରଖିବାକୁ ପଡିଥାଏ କି ଯଦି ଆପଣ ଏହି ଉପାୟ କପଡାର ଭାଙ୍ଗ ଦୂରକରିବା ପାଇଁ କରୁଛନ୍ତି ତାହେଲେ ଡ୍ରାୟର ରହିବା ପରେ ତୁରନ୍ତ କପଡାକୁ ସେଥିରୁ ବାହାର କରି ହ୍ୟାଙ୍ଗର ରେ ଟଙ୍ଗାଇ ଦିଅନ୍ତୁ ,କାରଣ ଯଦି ଅଧିକ ସମୟ କପଡା ସେଥିରେ ରହିବ ତାହେଲେ କପଡାରେ ପୁଣି ଠାରେ ଭଙ୍ଗ ପଡିଯିବ । ଏହାଛାଡ ମେସିନରୁ କପଡା ବାହାର କରିସାରିବା ପରେ ତାହାକୁ କୌଣସି ତାରରେ ଶୁଖାନ୍ତୁ ନାହିଁ କାରଣ ଏମିତି କଲେ ବି କପଡାରେ ଆଉଥରେ ଭାଙ୍ଗ ପଡିଯାଇଥାଏ ।

Leave a Reply

Your email address will not be published. Required fields are marked *