Limited Offer: ଏବେ ହିଁ ନେଇ ଆସନ୍ତୁ 0 ଟଙ୍କାରେ iPhone, କେବଳ ଆଧାର କାର୍ଡ ଓ ପ୍ୟାନ କାର୍ଡ ଦେଇ ନେଇପାରିବେ ନିଜ ପସନ୍ଦର iPhone! ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆଜିର ସମୟରେ ସମସ୍ତେ ଆଇଫୋନ ଧରିବାକୁ ଆଗ୍ରହୀ ହେଉଛନ୍ତି । ଆଉ ଆଇଫୋନ କଥା ଯଦି ଦେଖିବା ବିଭିନ୍ନ ଫିଚର ର ଆସୁଛି । ଏହି ଫୋନ କିଣିବା ପାଇଁ ଲୋକ ମାନେ ଯେତେ ଟଙ୍କା ପଡିଲେ ବି କିଣିଥାନ୍ତି । ଆଉ ଏବେ ଏବେ ଆଇଫୋନ-୧୪ ମଧ୍ୟ ଲଞ୍ଚ ହୋଇଛି । ତେବେ ଏହାର ଫିଚର କଣ ରହିଛି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ତେବେ ଏହା ୪ ପ୍ରକାର ର ଆସିଛି ଯଥା ଆଇଫୋନ-୧୪, ଆଇଫୋନ-ପ୍ରୋ, ଆଇଫୋନ-୧୪+ ଓ ଆଇଫୋନ- ପ୍ରୋ ମ୍ୟାକ୍ସ ।

ଏହାର ସାଇଜ ୬.୧ ଇଞ୍ଚ ର ଡିଶପ୍ଲେ ଦେଇଛି ତା ପରେ ଯଦି ଆପଣଙ୍କର କୌଣସି ଦୁର୍ଘଟଣା ହେଉଛି ଆଉ ସେହି ଆପଣଙ୍କର ଏମର୍ଜେନ୍ସି କଲ ଫରୱାର୍ଡ ହୋଇଯିବ ଏମର୍ଜେନ୍ସି ୱାର୍ଡ କୁ । ଆଇଫୋନ-୧୪ ପ୍ରୋ ରେ ଯେଉଁ କ୍ୟାମେରା ଦେଇଛି ୧୪ ମେଗା ସହ ଲଞ୍ଚ ହୋଇଛି ଯାହା କି ସମସ୍ତେ ଆଗ୍ରହୀ ହେଉଛନ୍ତି ଆଇଫୋନ-୧୪ କିଣିବା ପାଇଁ । ତେବେ ଏହି ଆଇଫୋନ-୧୪ କିଣିବା ପାଇଁ ବନଶ୍ରୀ ଷ୍ଟୋର ରେ ଆଣିଛି ବଡ ଅଫର । ଏଥିପାଇଁ ଏହି ଷ୍ଟୋର ତରଫରୁ କେବଳ ଆଧାର କାର୍ଡ ଓ ପ୍ୟାନ କାର୍ଡ ଦେଇ କିଣି ପାରିବେ ତାହା ଫାଇନାନ୍ସ ରେ ।

ଏଥିପାଇଁ ମାସିକ ୩୦୦ ଟଙ୍କା ଭିତରେ ଫାଇନାନ୍ସ ପଡିବ । ପ୍ରଥମ ଇନଷ୍ଟଲମେଣ୍ଟ କିଛି ନାହି ବୋଲି ଷ୍ଟୋର ମାଲିକ କହିଛନ୍ତି । ଏଥିପାଇଁ ଷ୍ଟୋର ତରଫରୁ ୦ ଡାଉନ ପେମେଣ୍ଟ ଦିଆ ଯାଇଛି ଆଉ ୨୪ ମାସ EMI କରି ପାରିବେ । ଓଡିଶା ସମେତେ ଓଡିଶା ବାହାରୁ ମଧ୍ୟ ଲୋକେ ଆସି ଏହି ଅଫର ର ଫାଇଦା ଉଠାଇ ପାରିବେ । ସେମିତି କିଛି ନାହି । ତେବେ ଜୟଦେବ ବିହାର ଛକ ରେ ଏହି ଷ୍ଟୋର ଟି ରହିଛି । ଏହି ଫୋନ ରେ ଗ୍ରାହକ ମାନେ ଇଂସୁରାନ୍ସ କରି ପାରିବେ ।

ଯଦି ଆପଣ ଆଜି ଫୋନ ନେଇଛନ୍ତି ଆଉ କାଲି ହଠାତ ଭାଙ୍ଗି ଯାଉଛି ତେବେ ଆପଣ ଫୋନ କିଣିବା ସମୟରେ ଇଂସୁରାନ୍ସ କରିଥିଲେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହି । ଆଇଫୋନ କେବେ ବି ହ୍ୟାକ ହେବ ନାହାଇ ଯାହା ପାଇଁ ସମସ୍ତେ ଏହାକୁ କିଣିବା ପାଇଁ ଆଗ୍ରହୀ ହେଉଛନ୍ତି । ଏହି ଫୋନ ୬ଟି ରଙ୍ଗର ଲଞ୍ଚ ହୋଇଛି ଯେମିତି କି ବ୍ଲୁ, ପରପଲ, ଧଳା, କଳା, ଷ୍ଟାର ଲାଇଟ ଇତ୍ୟାଦି । ସବୁ ବେଳେ ଏହି ଷ୍ଟୋର ରେ ଆଇଫୋନ-୧୪ ଷ୍ଟକ ରହୁଛି ।

ତେବେ ଷ୍ଟୋର ମାଲିକ କହିଛନ୍ତି ୦ ଟଙ୍କା ଦିଅନ୍ତୁ ଆଉ ଆଇଫୋନ-୧୪ ନିଅନ୍ତୁ । ଯଦି ଆପଣ ଚାହିଁବେ ତେବେ ପୁରା କ୍ୟାସ ଦେଇ ମଧ୍ୟ ନେଇ ପାରିବେ । ତେବେ ଆପଣ ମାନେ ମଧ୍ୟ ଏହି ଷ୍ଟୋର କୁ ଜାଣନ୍ତୁ ଆଉ ଆଇଫୋନ-୧୪ ନେଇ ଆସନ୍ତୁ । ଏଭଳି ସୁବର୍ଣ୍ଣ ସୁଯୋଗ କେବେ ବି ହାତ ଛଡା କରିବ କଥା ନୁହେଁ । ବନ୍ଧୁଗଣ ଆପଣ ମାନଙ୍କର ଆଇଫୋନ-୧୪ ର ଫିଚର କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *