ୱ୍ହାଟ୍ସଆପ ୟୁଜରଙ୍କ ପାଇଁ ବଡ ସୂଚନା, ଏଣିକି ଆପଣଙ୍କୁ ମିଳି ପାରିବ Delete ହୋଇଥିବା ଚାଟ… ଜାଣନ୍ତୁ କେମିତି

ଆଜିକାଲି ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟ ଫୋନ । ସୋସିଲା ମିଡିଆରେ କାହାର ଫଳକ ମଧ୍ୟ ହଟୁନି । ସୋଇସ୍ଲା ମିଡିଆର ଆପ ଗୁଡିକ ଏତେ ବଢିବାରେ ଲାଗିଛି ଯାହା ପାଇଁ ଏହାର ଗୁରୁତ୍ଵ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ହିଁ ସଜାଇ ହୋଇ ଯାଇଛି ସବୁ ସମ୍ପର୍କର ମାଧ୍ୟମ । ଯଦି ୱ୍ହାଟସପ କଥା ଉଠେ ତେବେ ଏହାର ସମସ୍ତେ ଉପୋଭୋକ୍ତା ଅଛନ୍ତି । ପ୍ରାୟତ ଅନେକ ଲୋକ ମାନେ ୱ୍ହାଟସପ ଜରିଆରେ ଚ୍ୟାଟ କରିଥାନ୍ତି ।

ଅନେକ ସମୟରେ କିଛି ଡକୁମେଣ୍ଟ ୱ୍ହାଟସପ ଜରିଆରେ ଆମେ ଘରେ ବସି ପାଇପାରୁ । କିଛି ଦରକାରୀ ହେଉ ବା ଅଦରକାରୀ ଡକୁମେନ୍ଟ ହେଉ ଏହାକୁ ଆମେ ସାଇତି ରଖିବାକୁ ଚେଷ୍ଟା କରିଥାଉ । କିନ୍ତୁ କିଛି ସମୟରେ ଏମିତି ହୁଏ କି କିଛି ଭୁଲ ଯୋଗୁ ୱ୍ହାଟସପରେ ଥିବା ଡକୁମେଣ୍ଟ ଦିଲିତ ହୋଇଯାଏ ।

ଏଥିପାଇଁ ଆମେ ଆମର ଡ଼ିଲିଟ ହୋଇଥିବା ଡକୁମେଣ୍ଟ ଗୁଡିକୁ ଫେରି ପାଇବାକୁ ଚେଷ୍ଟା କରିଥାଉ କିନ୍ତୁ କିଛି ଉପାୟ ମିଳେ ନାହି । ଯଦି ଆପଣଙ୍କ ସହ ଏମିତି କେବେ ହୋଇଛି ତେବେ ଆପଣ କିଛି ଏମିତି ତଥ୍ୟ ଅନୁସରଣ କରିଲେ ଆପଣ ୱ୍ହାଟସପ ରେ ନିଜର ଡ଼ିଲିଟ ହୋଇଥିବା ଡକୁମେଣ୍ଟ ଫେରି ପାଇବେ ।

ଯଦି ଆପଣ ନିଜର ଚ୍ୟାଟକୁ କ୍ଲାଉଡ ଡ୍ରାଇଭରେ ବ୍ୟାକଅପ ରେ ରଖୁଥିବେ ତେବେ ଆପଣ କ୍ଲାଉଡରୁ ପୁନ ଉଦାହାର କରି ପାରିବେ । ସେହିପରି ଆଣ୍ଡ୍ରୋ ଡିଭାଇସ କ୍ଷେତ୍ର ରେ ଗୁଗୁଲ ଡ୍ରାଇଭ ଓ ଆଇଫୋନ କ୍ଷେତ୍ର ରେ ଆଇ କ୍ଲବ ବ୍ୟବହାର ହୋଇଥାଏ ।

ତେବେ ଆପଣଙ୍କ ଡିଭାଇସ ନିୟମିତ ଭାବେ ହେଉଛି କି ନାହି ତାହା ଜାଣିବାକୁ ଆପଣ ୱ୍ହାଟସପ ସେଟିଂକୁ ଯାଇ ତାହା ପରେ ଚ୍ୟାଟ ବ୍ୟାକସ୍ପେସକୁ ଯାଆନ୍ତୁ । ଏହା ପରେ କ୍ଲାଉଡ ବ୍ୟାକଅପ ପାଇଁ ତାରିଖ ଓ ସମୟକୁ ଦେଖି ନିଅନ୍ତୁ ।

ଯଦି ଆପଣ ଆଜି କିଛି ଚ୍ୟାଟ ଡ଼ିଲିଟ କରିଛନ୍ତି ଓ ଏହାକୁ ପୁରଣବାର ଫେରି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହା କରି ପାରିବେ । ଯଦି ଆପଣଙ୍କର ଗୋଟିଏ ଦିନର ବ୍ୟାକଅପ ଅଛି ଓ ଏହାର ଓଭର ରାଇଟ ହୋଇ ନାହି ଥରେ ଆପଣ ଯଦି ନିଶ୍ଚିନ୍ତ ହୋଇଗଲେ ଆପଣ ତାହା ପାଇଗେଲ ତେବେ ୱ୍ହାଟସାପକୁ ଅନଇଂଷ୍ଟଲ କରି ଦିଅନ୍ତୁ । ଏହା ପରେ ପୂର୍ଣବାର ଏହାକୁ ଗୁଗୁଲ ପ୍ଲେ ଷ୍ଟୋର ରୁ ଇନଷ୍ଟଲ କରନ୍ତୁ ।

ପରେ ଆପଣ ନିଜର ଫୋନ ନମ୍ବର ବ୍ୟବହାର କରି ଲଗିନ କରନ୍ତୁ । ଏହା ପରେ ଆପଣଙ୍କ ପାଖକୁ ଓଟିପି ଆସିବ । ଏହା ପରେ ପରବର୍ତ୍ତୀ ସୋପାନରେ ଆପଣଙ୍କୁ ଇନଷ୍ଟୋଫର୍ମ ପ୍ରିଭିୟସ ବ୍ୟାକଅପ ବା ପୂର୍ବ ବ୍ୟାକଅପରୁ ପୁନ ଉଧାର କରିବାକୁ ପଡିବ । ଏହା ପରେ ବ୍ୟାକଅପ ଚୟନ କରି ଏହି କାମ ପାଇଁ କିଛି ସମୟ ଛାଡି ଦିଅନ୍ତୁ । ଏହା ପରେ ଆପଣଙ୍କର ଡ଼ିଲିଟ ହୋଇଥିବା ମ୍ଯାସେଜ ଫେରି ପାଇବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *