ବନ୍ଧୁଗଣ ବର୍ତ୍ତମାନ ସମୟରେ କେବେଳ ଗୋଟିଏ ଚର୍ଚ୍ଚା ତାହା ପୁଣି ପ୍ରେମକୁ ନେଇ । କିଏ ନିଜ ପ୍ରେମ ପାଇଁ ଘର ଆଗରେ ଧାରଣ ଦେଇ ବସୁଛି ତ ଆଉ କିଏ ଜୀବନ ହାରି ଦେଉଛି । ବର୍ତ୍ତମାନ ସମୟରେ ସେଭଳି ଏକ ଘଟଣା ସାମନାକୁ ଆସିଛି । ମୋତେ ଭଲ ପାଇଲା ମୋ ସହ ଶାରୀରିକ ସମ୍ପର୍କ ରଖିଲା ମୋର ଦୁଇ ଦୁଇ ଥର ଗର୍ଭ ନଷ୍ଟ କରିଲା । ମୋ ଟଙ୍କାରେ ଚାଲିଲା । ଏବେ ମୁଁ ୬ ମାସର ଗର୍ଭବତୀ ଅଛନ୍ତି । ମୋତେ ଛାଡି ଲୁଚି ପଳେଈ ଆସିଛି ମୋ ପ୍ରେମିକ ସରୋଜ ସ୍ଵାଇଁ ।
ହଁ ଆଜ୍ଞା କେନ୍ଦ୍ରାପଡା ଜିଲ୍ଲା ପଟ୍ଟମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ପଞ୍ଚାଯତ ଜାମୁକୁଣ୍ଡା ଗାଁ ର ମାଗୁଣି ସ୍ଵାଇଁ ଙ୍କ ସାନ ପୁଅ ସରୋଜ ସ୍ଵାଇଁ ରାଜସ୍ଥାନରେ ରହି ପାଣି ପାଇପ କାମ କରୁଥିଲେ । ଦୀର୍ଘ ଦିନ ରହିବା ପରେ ରାଜସ୍ଥାନ ସତ୍ୟ ନଗର କଲୋନୀ ରେ ଭଉଣୀ ସହ ରହି କମ୍ପାନୀ ରେ କାମ କରୁଥିବା ହେମଲତା ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦିନକୁ ଦିନ ସମ୍ପର୍କ ନିବିଡ ହେବାରେ ଲାଗିଲା । ଆଉ ଶେଷରେ ରାଜସ୍ଥାନ ହନୁମାନ ମନ୍ଦିର ରେ ପରସ୍ପରକୁ ବିବାହ ମଧ୍ୟ କରିଲେ ।
ଆଉ ବାରମ୍ବାର ଶାରୀରିକ ସମ୍ପର୍କ ପରେ ଗର୍ଭବତୀ ହୋଇଥିଲେ ଉକ୍ତ ଯୁବତୀ ଜଣକ । ଆଉ ଯୁବତୀ ଙ୍କ ଅର୍ଭବତୀ ହେବା ସ୍ଵାମୀ ଙ୍କୁ ପସନ୍ଦ ନ ଥିଲା । ଆଉ ସେଥିପାଇଁ ଦୁଇ ଦୁଇ ଥର ଯୁବତୀ ଙ୍କୁ ଯୋଡ଼ା ଜବରଦସ୍ତ ଔଷଧ ଦେଇ ପିଲା ନଷ୍ଟ କରିଛି ସ୍ଵାମୀ ସରୋଜ । ଆଉ ଯେବେ ଯୁବତୀ ଜଣକ ତୃତୀୟ ଥର ଗର୍ଭବତୀ ହେଲେ ସେହି ସମୟରେ ପିଲା ନଷ୍ଟ କରିବାକୁ କହିଥିଲା ପ୍ରେମିକ ସରୋଜ ସ୍ଵାଇଁ । ଆଉ ଗର୍ଭ ନଷ୍ଟ କରିବାକୁ ଯେବେ ହେମଲତା ମନା କରି ଦେଲେ ସେହି ସମୟରେ ସରୋଜ ର ଅସଲ ରୂପ ସମାନ କୁ ଆସିଲା ।
ଆଉ ଏହା ଆରେ ରାଜସ୍ଥାନ ରୁ ଘର ଖାଲି କରି କୁଆଡେ ପଳାଇ ଥିଲେ ଯୁବକ । ଏ କଥା ଜାଣିବା ପରେ ଯୁବତୀ ଜଣକ ସରୋଜ ଙ୍କ ଘରେ ପହଞ୍ଚି ଥିଲେ । ଆଉ ତାଙ୍କ ପରିବାର ଲୋଙ୍କ ସହ ୧୦ ଦିନ ରହିବା ପରେ ପୁଣି ରାଜସ୍ଥାନ ପଳାଇ ଥିଲେ । ଏବେ ଯୁବତୀ ଜଣକ ପଟ୍ଟାମୁଣ୍ଡାଇ ର ସରୋଜା କ ଘରେ ପହଞ୍ଚି ଥିଲେ ଆଉ ସେଠାରେ ଶାଶୁ ଶ୍ଵଶୁର ଗ୍ରହଣ ନ କରିବାକୁ ପଟ୍ଟାମୁଣ୍ଡାଇ ଥାନା ରେ ଅଭିଯୋଗ କରିଲେ ଯୁବତୀ ।
ଏବେ ସ୍ତ୍ରୀ ର ଅଧିକାର ଓ ଅବପର ପରିଚୟ ପିଲାକୁ ନ ଦେବା ଯାଏଁ ଏଠାରୁ ଉଠିବେ ନାହି ବୋଲି କହିଛନ୍ତି ଯୁବତୀ । ତେବେ ସରୋଜ ନିଜ ସ୍ତ୍ରୀ ଆଉ ପିଲା କୁ ଗ୍ରହଣ କରିବାକୁ ସଫା ସଫା ମନା କରି ଦେଇଛନ୍ତି । ଦେଖାଯାଉ ଏ ନେଇ ପୋଲିସ କିଭଳି ଭାବେ ତଦନ୍ତ କରୁଛି ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।