ଏଭଳି ଝଗଡା ଦେଖି ଆପଣ ହସି ହସି ଗଡିବେ, ଦେଖନ୍ତୁ Funny Video

ଆଜିକାଲି ର ବ୍ୟସ୍ତ ବହୁଳ ଜୀବନରେ ଲୋକ ମାନେ ଏତେ ମାତ୍ରା ରେ ବ୍ୟସ୍ତ ରହୁଛନ୍ତି କି ନିଜ ପାଇଁ ସମୟ ବାହାର କରିପାରୁ ନାହନ୍ତି । ଏମିତିକି ଲୋକ ମାନେ ଆଜିକାଲି ନିଜ ବ୍ୟସ୍ତତା ଭିତରେ ହସିବାକୁ ଭୁଲି ଯାଉଛନ୍ତି । ଯେଉଁ ମାନେ ଚାକିରି କ୍ଷେତ୍ର ରେ ଅଛନ୍ତି ସେମାନେ ଅଧିକାଂଶ ସମୟ ମାନସିକ ଚାପ ରେ ରହୁଛନ୍ତି । ଯାହାର ସିଧା ସଳଖ ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି । ଆଜି ଆମେ ଆପଣଅମାନଙ୍କ ପାଇଁ ଏମିତି କିଛି ମଜାଦାର ଘଟଣା ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମାନେ ନ ହସି ରହି ପାରିବେ ନାହି ।

ଆଜିକାଲି ଭିଡିଓ କଲ ଜରିଆରେ ଆମେ ମାନେ ଅନ୍ୟ ମାନଙ୍କୁ ଦୂରରେ ଥାଇ ମଧ୍ୟ ଦେଖି ପାରୁଛୁ । ତେବେ ଏହି ଭିଡିଓ ରେ ଆପଣ ମାନେ ଭିଡିଓ କଲ ଦ୍ଵାରା ଦୁଇ ଜଣ ବ୍ୟକ୍ତି କିପରି ଭାବେ ପରସ୍ପର ମଧ୍ୟରେ କଳହ କରୁଛନ୍ତି ତାହା ଦେଖି ପାରିବେ । ଦୁଇ ଜଣକ ବ୍ୟକ୍ତି ନିଜ ନିଜ କୁ ଗା-ଳି ଗୁ-ଲ-ଜ ଦେଉଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଏମିତି କି ଦୁଇ ଜଣ ମା-ରି-ବା ପାଇଁ କିଛି ଜିନିଷ ହାତରେ ଧରି ଥିବାର ନଜର ଆସୁଛନ୍ତି ।

ଫୋନ ମାଧ୍ୟମ ରେ ଜଣେ ଯୁବକ ଓ ବୃଦ୍ଧ ବ୍ୟକ୍ତି ଜଣକ ଏତେ ଜୋର ରେ କଳହ କରୁଛନ୍ତି ଯାହା ଦେଖିଲେ ଆପଣ ମାନେ ନ ହସି ରହି ପାରିବେ ନାହି । ଦୁହେଁ ପରସ୍ପର କୁ ମାରିବା ପାଇଁ ମଧ୍ୟ ଆଗେଇ ଆସୁଛନ୍ତି । ଏହା ବ୍ଯତୀତ ଯୁବକ ଜଣକ ନିଜ ଚପଲ ଦେଖାଇ କହୁଛନ୍ତି ଯେ ତୁମ ଭଳି ଖରାପ ଲୋକଙ୍କୁ ମା-ରି ମା-ରି ମୋ ଚପଲ ଛିଡି ଯାଇଛି । ଏହି ସବୁ କଥା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସେତିକି ମଜାଦାର ଲାଗୁଛି ।

ବିବାହ ହେଉଛି ଏମିତି ଏକ ପବିତ୍ର ବନ୍ଧନ ଯାହା ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଜୀବନରେ ଥରେ ହୋଇଥାଏ । ବିବାହା ରେ ଏମତି କିଛି ମଜାଦର ଘଟଣା ଘଟିଥାଏ ଯାହା ଜୀବନ ସାରା ମନେ ରହିଥାଏ । ଆଜିକାଲି ପପଜୀ ଗେମ ଖେଳିବାକୁ ପ୍ରାୟ ସମସ୍ତେ ଭଲ ଆପୁଛନ୍ତି । ତେବେ ଏହି ଭିଡିଓ ରେ ବର ଓ କନ୍ୟା ସ୍ଟେଜ ରେ ବସିଥିବା ବେଳେ ଏମିତି କିଛି ମଜାଦାର ଘଟଣା ଦେଖିବାକୁ ମିଳିଛି । ଏହି ଭିଡିଓ ରେ ବର କନ୍ୟା କୁ ଦେଖିବା ବଦଳରେ ନିଜ ଫୋନରେ ପପଜୀ ଗେମ ଖେଳିବାରେ ବ୍ୟସ୍ତ ରହିଛି । ଯାହାକୁ ଦେଖି କନ୍ୟା ଜୋରରେ ରାଗି ଯାଉଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ଅନ୍ୟ ଏକ ଭିଡିଓ ରେ ଜଣେ ଆଫ୍ରିକୀୟାନ ମହିଳା ଫ୍ରାଞ୍ଚ ମହିଳାଙ୍କର ଆଇଡି ପ୍ରମାଣ ଚୋରୀ କରି ଏହାର ଉପଯୋଗ କରୁଥିଲେ । ଯେତେବେଳେ ମହିଳା ଧରା ପଡିଲେ କହିବାକୁ ଲାଗିଲେ ଯେ ଖରାରେ ମୋର ଚେହରା କଳା ହୋଇ ଥିବାରୁ ମତେ କେହି ଜାଣିପାରି ନ ଥିଲେ । ଯାହା ଶୁଣିବାକୁ ବହୁତ ମଜାଦାର ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *