ଏମିତି ଝିଅ ମାନଙ୍କ ଠାରୁ ଟିକେ ରୁହନ୍ତୁ ସାବଧାନ୍, ଦେଖନ୍ତୁ ଭାଇରାଲ Video

ଆଜି ଆମେ ଆପଣଙ୍କୁ କିଛି ଏମିତି ଝିଅମାନଙ୍କ ବିଷୟରେ କହିବୁ ଯାହାଙ୍କ ବିଷୟରେ ଜାଣିବା ପରେ ଯଦି ଆପଣ ସାବଧାନ ନ ହେବେ ତେବେ ଆପଣ କୌଣସି ବି ବଡ ଅସୁବିଧାରେ ପଡି ପାରନ୍ତି । ଆପଣମାନଙ୍କ ଘରକୁ ବେଳେ ବେଳେ କିଛି ଲୋକମାନେ ଗୋଟେ ହାତରେ ବ୍ୟାଗ ଧରି ଅନ୍ୟ ଏକ ହାତରେ କୌଣସି ବି କମ୍ପାନୀର ଜିନିଷ ଧରି ଆପଣଙ୍କ ପାଖକୁ ଆସିଥାନ୍ତି ।

ଏହି ସବୁ ଜିନିଷ ମାର୍କେଟରେ ଆପଣଙ୍କୁ ସହଜରେ ମିଳିଯିବ । କିନ୍ତୁ ଏମାନେ ଏହି ସବୁ ଜିନିଷକୁ ଆପଣଙ୍କ ପାଖକୁ ନେଇ ଆସନ୍ତି । ଯାହାର ମୂଲ୍ୟ ୧୦ ଟଙ୍କା ରୁ ୧୦୦ ଟଙ୍କା ଭିତରେ ହୋଇଥାଏ । ସେମାନେ ଏହି ଜିନିଷକୁ ନେଇ ଆପଣଙ୍କ ଘରକୁ ଯାଇ ଆପଣଙ୍କୁ ଏହି ଜିନିଷ ବିଷୟରେ କୁହନ୍ତି । କିନ୍ତୁ କିଛି ଲୋକମାନେ ଅଛନ୍ତି ଏହିଭଳି ଲୋକମାନେ ଆସିଲେ ତାଙ୍କୁ ମନା କରି ଦିଅନ୍ତି । କିନ୍ତୁ ଏଥିପାଇଁ କିଛି କମ୍ପାନୀ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କୁ ଏହି କାମ ପାଇଁ ପଠାନ୍ତି । କାରଣ ଝିଅମାନଙ୍କୁ ଦେଖିଲେ ଗ୍ରାହକମାନଙ୍କର ଅଧିକ ବିଶ୍ଵାସ ବଢିଯାଏ ଓ ଅନ୍ୟ କେତେକ ଲୋକମାନେ ଝିଅମାନଙ୍କୁ ଦେଖି ତାଙ୍କ ସହ କଥାବାର୍ତ୍ତା କରିଥାନ୍ତି ।

ଏମିତିରେ କମ୍ପାନୀମାନେ ଏହାର ଲାଭ ଉଠାନ୍ତି । ଯେତେବେଳେ ଝିଅମାନେ ୧୦ ଟଙ୍କାର ଜିନିଷକୁ ଧରି ଗ୍ରାହକମାନଙ୍କ ପାଖକୁ ଆସନ୍ତି ତେବେ ସେହି ସମୟରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଝିଅଙ୍କୁ ଦେଖି ଏହି ଜିନିଷ କିଣି ଦିଅନ୍ତି । କିନ୍ତୁ ଏହି ଠାରୁ ହିଁ ଅସଲ ଖେଳ ଆରମ୍ଭ ହେଲା । ଝିଅମାନଙ୍କ ଠାରୁ ଏହି ଜିନିଷ କିଣିବା ପରେ ସେମାନେ ଆପଣଙ୍କର ଫୋନ ନମ୍ବର ମାଗି ନିଅନ୍ତି । କିନ୍ତୁ ଏହିଭଳି କରିବାର ମୂଳ କାରଣ ବିଷୟରେ ଯଦି ଆପଣ ଜାଣିବେ ତେବେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ ।

ଏମାନେ ଆପଣଙ୍କ ନମ୍ବରକୁ ନେଇ ଗୋଟିଏ ମିସକଳ କରନ୍ତି ଓ ଏହା ପରେ ଆପଣଙ୍କ ଫୋନକୁ ଗୋଟିଏ OTP ଆସିଥାଏ । ଯାହାକୁ ବି ସେମାନେ ଲୁଚାଇ କିମ୍ବା କୌଣସି ବାହାନା କରି ନେଇ ଯାଆନ୍ତି । ଯାହା ବିଷୟରେ ପ୍ରାୟତଃ ଲୋକମାନେ ଜାଣି ବି ପାରନ୍ତି ନାହିଁ । ଏମିତିରେ OTPର ମୂଲ୍ୟ କଣ ଆପଣମାନେ ଜାଣିଛନ୍ତି । କହିବାକୁ ଗଲେ ଏହି OTPକୁ ନେବା ପରେ ସେମାନେ ଆପଣଙ୍କ ଫୋନର ସମସ୍ତ ଡାଟା ସେମାନଙ୍କ ପାଖକୁ ଚାଲିଯାଏ । ଏହା ଛଡା ଅନ୍ୟ କିଛି କମ୍ପାନୀମାନେ ଆପଣଙ୍କ ଫୋନକୁ ଆସିଥିବା ଓଟିପିକୁ ନେଇ ଆପଣଙ୍କ ଫୋନକୁ ହ୍ୟାକ କରି ଦିଅନ୍ତି ।

ଆପଣ କେବେ ଧ୍ୟାନ ଦେଇଛନ୍ତି କି ଆପଣଙ୍କ ଜିମେଲରେ କିମ୍ବା ଆପଣଙ୍କ ଫୋନରେ ବହୁତ ମ୍ୟାସେଜ ଏପ କିମ୍ବା ମ୍ୟାସେଜ ଆସିଥାଏ । ଯାହା ବିଷୟରେ ଆପଣ ପୂର୍ବରୁ କେବେ ବି ଜାଣି ନ ଥିବେ । ଏମିତିରେ ଆପଣ ସେହି ଏପକୁ ଆଗରୁ କେବେ ଡାଉନଲୋଡ କରିଥିବେ ନା ହିଁ ସେହି ୱେବସାଇଟକୁ ଯାଇ ଲଗଇନ କରିଥିବେ । ଏମିତିରେ ତେବେ ସେମାନେ କେମିତି ଆପଣଙ୍କ ଫୋନ ନମ୍ବରକୁ ମ୍ୟାସେଜ ଆସୁଛି । ଏହି ସବୁ ପଛର ରହସ୍ୟ ହେଉଛି ସେହି ଓଟିପି ଦ୍ଵାରା ଚୋରୀ ହୋଇଥିବା ଆପଣଙ୍କର ସବୁ ଡାଟା ।

ଅର୍ଥାତ ଏମାନେ ଏହି OTP ମାଧ୍ୟମରେ ଆପଣଙ୍କ ଫୋନର ସବୁ ଡାଟାକୁ ଚୋରୀ କରି କିଛି କମ୍ପାନୀମାନଙ୍କୁ ଚୋରୀ କରି ଦିଅନ୍ତି । କିନ୍ତୁ ଯଦି ଆପଣଙ୍କ ଘରକୁ କୌଣସି ବି ପୁରୁଷ କିମ୍ବା ମହିଳା ଜିନିଷ ବିକ୍ରି କରିବାକୁ ଆସୁଛନ୍ତି ଯଦି ଆପଣ ତାଙ୍କ ଠାରୁ ଜିନିଷ କିଣିବା ପାଇଁ ଇଚ୍ଛୁକ ତେବେ ଜିନିଷ କିଣନ୍ତୁ । ନଚେତ ଆପଣ ତାଙ୍କୁ ମନା କରି ପାରନ୍ତି ।

ଯଦି ଆପଣ ଜିନିଷ କିଣିବା ପରେ ସେମାନେ ଆପଣଙ୍କର ଫୋନ ନମ୍ବର ମାଗୁଛନ୍ତି ତେବେ କେବେ ନିଜର ଫୋନ ନମ୍ବର ଦିଅନ୍ତୁ ଓ ଭୁଲରେ ତ କେବେ ବି ନିଜର ଓଟିପି ସେମାନଙ୍କୁ କଣ କାହାକୁ ବି ଦିଅନ୍ତୁ ନାହିଁ । କିନ୍ତୁ ଏମାନଙ୍କ ମଧ୍ୟରୁ କେତେକ ଲୋକମାନେ ଆପଣଙ୍କ ପାଖକୁ ଜିନିଷ ବିକ୍ରି କରିବାକୁ ଆସନ୍ତି କିନ୍ତୁ ସେମାନେ କେବେ ବି ଆପଣଙ୍କ ଫୋନ ନମ୍ବର ମାଗନ୍ତି ନାହିଁ । ସେମାନଙ୍କ ଠାରୁ ଆପଣଙ୍କୁ କୌଣସି ବି କ୍ଷତି ନ ଥାଏ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *