ଏଭଳି ପ୍ରେମିକ Kidney ନେଲା ପରେ ଭୁଲିଗଲା ପ୍ରେମିକାକୁ, ଆଉ ତା ପରେ…

ନମସ୍କାର ବନ୍ଧୁଗଣ । କିଡନି ନେଲା ପରେ ଧୋକା ଦେଲା ପ୍ରେମିକ । ଅଧା ରାସ୍ତାରୁ ହାତ ଛାଡି ଦେଲା ପ୍ରେମିକ । ଏବେ ପ୍ରଶ୍ନ ଉଠୁଛି ଏ କେମିତିକା ପ୍ରେମିକ । ଯାଉ ପ୍ରେମିକା ନିଜ ଜୀବନକୁ ବିପଦକୁ ପକାଇ ପ୍ରେମିକର ଜୀବନ ରକ୍ଷା କରିଲା ସେହି ପ୍ରେମିକାକୁ ଧୋକା ଦେଲା ପ୍ରେମିକ । ପ୍ରେମିକା ନିଜର ପ୍ରେମ ପାଇଁ ଘର ଲୋକଙ୍କ କଥା ଶୁଣିଲା ନାହି କି ନିଜର ଭବିଷ୍ୟତ ବିଷୟରେ ଚିନ୍ତା କରିଲା ନାହି । ଖୁସି ମନରେ ପ୍ରେମିକର ମୁହଁକୁ ଅନାଇ ନିଜର କିଡନି ଦେଲା ପ୍ରେମିକା ।

ପ୍ରେମିକ ସୁସ୍ଥ ହେବା ପରେ ନିଜର ପ୍ରେମିକା କୁ ଗୁଡ ବାଏ କରି ଚାଲିଗଲା । ଏଭଳି ଘଟଣା ସମାନକୁ ଆସିବା ପରେ ପୁରା ପରିବାର ସ୍ତବ୍ଧହୋଇ ଯାଇଛି । ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ଏମିତି ପ୍ରେମିକ କାହାକୁ ବି ନ ମିଳୁ । ପ୍ରେମିକ ନୂଆ ଜୀବନ ପାଇବା ପରେ ଧୋକାବାଜ ପ୍ରେମିକ ପ୍ରେମିକାକୁ ଭୁଲିଗଲା । କିଡନି ଖରାପ ହେବା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପ୍ରେମିକ ।

ନିଜର ପ୍ରେମିକର ଏଭଳି ସ୍ଥିତି ବିଷୟରେ ଜାଣିବା ପରେ ପ୍ରେମିକା ନିଜର କିଡନୀ ଦାନ କରି ପ୍ରେମିକର ଜୀବନ ବଞ୍ଚାଇ ଥିଲେ । କିନ୍ତୁ ସୁସ୍ଥ ହେବା ପରେ ପ୍ରେମିକାକୁ ଧନ୍ୟବାଦ ଜଣାଇବା ପରେ ପ୍ରେମିକ ନିଜ ଜୀବନରୁ ଦୂରେଇ ଦେଲା ପ୍ରେମିକାଙ୍କୁ । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଆମେରିକାରେ । ୩୦ ବର୍ଷୀୟ କର୍ଲିନ ଙ୍କ ସହ ଘଟିଛି ଏଭଳି ଦୁଖ ଦାୟକ ଘଟଣା ।

ନିଜର ପ୍ରେମିକ ଠାରୁ ଧୋକା ଖାଇବା ପରେ ସବୁ କାହାଣୀ ବଖାଣି ଫେସବୁକରେ ସେୟାର କରିଛନ୍ତି ପ୍ରେମିକା । ପ୍ରେମିକ ନିଜର ପ୍ରେମିକାକୁ ଦୀର୍ଘ ୬ ବର୍ଷ ପରେ ଛାଡି ଦେଇ ସମ୍ପର୍କକୁ ଭାଙ୍ଗି ଦେଇଛି । ପ୍ରେମିକ କହିଲା ଦୁନିଆ ଆଗରେ ପ୍ରେମିକା ନାଟକ କରୁଛି । ପ୍ରେମିକା କର୍ଲିନ ଫେସବୁକରେ ପୋଷ୍ଟ କରି କହିଛନ୍ତି ଯେ ତାଙ୍କର ପ୍ରେମ ସମ୍ପର୍କ ଦୀର୍ଘ ୬ ବର୍ଷ ହୋଇ ସାରିଥିଲା ।

ଏହି ସମ୍ପର୍କ ସମୟରେ କିଡନି ରୋଗରେ ପୀଡିତ ହୋଇଥିଲେ ପ୍ରେମିକ । ଆଉ ପ୍ରେମିକଙ୍କ କିଡନି ମାତ୍ର ୫% କାମ କରୁଥିବା ଜାଣି କର୍ଲିନ ନିଜ କିଡନି ଦେବାକୁ ନିସ୍ପତି ନେଇଥିଲେ । ଏଥିରେ ତାଙ୍କ ପରିବାର ରାଜି ହୋଇ ନ ଥିଲେ । କିନ୍ତୁ କର୍ଲିନ ତାଙ୍କ ଜିଦ ରେ ଅଟଳ ରହିଥିଲେ । କିନ୍ତୁ ସୁସ୍ଥ ହେବା ପରେ ଧୋକାବାଜ ପ୍ରେମିକ କର୍ଲିନଙ୍କ ସହ ୬ ବର୍ଷର ସମ୍ପର୍କକୁ ଭାଙ୍ଗି ଦେଇ ତାଙ୍କ ହାତ ଛାଡି ଦେଇଛନ୍ତି ।

ଅନ୍ୟ ପକ୍ଷରେ ପ୍ରେମିକ କହିଛନ୍ତି ପ୍ରେମ ପାଇଁ ନୁହେଁ ବରଂ ଦୁନିଆରେ ଆଗରେ ବଡ ହେବା ପାଇଁ କର୍ଲିନ ତାଙ୍କୁ କିଡନି ଦେଇଛନ୍ତି । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରେମିକଙ୍କୁ ସମସ୍ତେ ନିନ୍ଦା କରୁଥିବା ବେଳେ ପ୍ରେମିକାଙ୍କୁ ସମସ୍ତେ ସାବାସ ଜଣାଉଛନ୍ତି ୟୁଜର୍ସ ମାନେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *