ଏହି ଭଳି ପୁରୁଷ ମାନେ ନିଜ ସ୍ତ୍ରୀ କୁ କେବେହେଲେ ଦେଇପାରନ୍ତି ନାହିଁ ଖୁସି- Vidhur Niti

ଘର ପରିବାର କୁ ଯୋଡିକି ରଖିବା କାମ ସ୍ତ୍ରୀ ର ଥାଏ ଯଦି ଏକ ସ୍ତ୍ରୀ ଚାହିଁ ବ ସେ ନିଜ ଘରକୁ ବହୁତ ଛୋଟ ଛୋଟ ଭାଗରେ ଭାଙ୍ଗି ଦେଇ ପାରିବ । କିନ୍ତୁ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହାଭି କହୁଛେ କିମ୍ବା ଆମେ ଯାହାଭି କରୁଛେ ତାହା ଆମ ସମ୍ପର୍କ କୁ ଭଲ କରୁଛି କିମ୍ବା ଖରାପ କରୁଛି । ଆପଣ ଜାଣି ଥିବେ କି ଯେଉଁ ଭଳି ଭଲ ସ୍ତ୍ର୍ରୀ ର କିଛି କାମ ଥାଏ ସେହି ଭଳି ଭଲ ସ୍ବାମୀର ମଧ୍ୟ କିଛି କାମ ଥାଏ ।

ଯଦି ସ୍ଵାମୀ ଖରାପ ହୋଇ ଥାଏ ଓ ସବୁ ବେଳେ ନାରୀ ଉପରେ ନିର୍ଯ୍ୟାତନା କରିଥାଏ ତେବେ ଏହା ଖରାପ ହୋଇ ଥାଏ ତାହା ପାଇଁ ଆଜି ଆମେ କହିବା କି ଏହି ଭଳି ନାରୀ ମାନଙ୍କ ଅବସ୍ଥା ନିଆଁ ରେ ଫସିଥିବା ହରିଣ ଭଳି ହୋଇ ଯାଇଥାଏ । କାରଣ ସେ ଯଦି ବାହାରକୁ ବାହାରି ଜୀବ ସାମନାରେ ଥିବା ଆବାଘ ତାକୁ ଖାଇ ଜୀବ ।

ମାନେ ସମାଜ ତାକୁ ଖାଇବା ପାଇ ଅପେକ୍ଷା କରିଥିବା ଓ ଯଦି ସେ ନିଆଁ ମଧ୍ୟରେ ରହେ ତେବେ ନାରୀ ସେଇ ମଧ୍ୟରେ ତାର ଜୀବନ ଛାଡି ଦେବ । ମହିଳା ମାନେ ମହାନ ଜ୍ଞାନୀ ବିଦୁର ର କିଛି କଥା କହିଛନ୍ତି କି ମହିଳାମାନେ ବିବାହ ଆଗରୁ କେଉଁ ଭଳି ପୁରୁଷଙ୍କୁ ବିବାହ କରିବାର ଆଗରୁ କିଛି କଥା ଜାଣିବା ନିହାତି ଦରକାର ।

ଯେଉଁ ମାନେ ଭଲ କଥାରେ ଖରାପ ବାଛି ଥାନ୍ତି । ଯେଉଁ ସ୍ଵାମୀ ମାନେ ନିଜ ସ୍ତ୍ରୀ କୁ ଯେତେ ଭଲ ହେଲେ ଭି ସେ ନିଜ ସ୍ତ୍ରୀ ମଧ୍ୟରେ ଖରାପ ବାଛି ନେଇ ଥାଏ ଓ ସବୁ ବେଳେ କଟୁ କଥା କହୁଥାଏ । ଏହି ଭଳି ପୁରୁଷ ଙ୍କ ପାଇଁ ମହିଳା ମାନେ ଯେତେ ଭଲ କାମ କରିଲେ ମଧ୍ୟ ସେମାନେ ସନ୍ତୁଷ୍ଟ ହୋଇ ନଥାନ୍ତି । ଉପହାଶ କରିବା ଲୋକ ।

ମୂର୍ଖ ମାନଙ୍କ ସବୁ ଠାରୁ ବଡ ଗୁଣ ହେଉଛି ସେମାନେ ସବୁ ବେଳେ ଥଟା ଉଡାଇ ଥାନ୍ତି ସବୁ ଜିନିଷର । ଯେଉଁ ମହିଳା ମାନେ ସଜ ହେବା ପାଇଁ ପସନ୍ଦ କରନ୍ତି କିନ୍ତୁ ସେମାନଙ୍କ ସ୍ଵାମୀ ତାଙ୍କ ଶ୍ରୀଙ୍ଗାର କୁ ଦେଖିକି ସବୁ ବେଳେ ଥଟା ଉଡାଇ ଥାନ୍ତି ସେମାନେ ସବୁ ବେଳେ ମନ ଖରାପ କରି ଥାନ୍ତି ।

ଯେଉଁ ମହିଳା ମାନଙ୍କ କାମକୁ ତାଙ୍କ ସ୍ଵାମୀ ମାନେ କଦର କରି ନଥାନ୍ତି ସେମାନେ ସବୁ ବେଳେ ଦୁଃଖି ହୋଇ ରହି ଥାନ୍ତି । ସବୁ ବେଳେ ଯେଉଁ ମାନେ ରାଗରେ ଆସିକି କିଛି ଖରାପ କଥା କହି ଦେଇ ଥାଏ ସେ ନିଜ ସ୍ତ୍ରୀ କୁ ସବୁ ବେଳେ କଷ୍ଟ ଦେଇ ଥାଏ । ଏହା ଆମ ଶାସ୍ତ୍ର ରେ ଏହା ମଧ୍ୟ କୁହାଯାଇଛି କି ରାଗରେ ସବୁ ବେଳେ ଅମଣିଷ କିଛି ନା କିଛି ଖରାପ କଥା କହି ଦେଇ ଥାଏ ।

କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା ଠିକ କଥା ନୁହେଁ । ଯେଉଁ ପୁରୁଷ ମାନେ ସବୁ ବେଳେ ନିଜ ସ୍ତ୍ରୀ ର ପରିବାର ଲୋକଙ୍କୁ ଆକ୍ଷେପ କରିକି କହିଥାଏ ସେ ସବୁ ବେଳେ ନିଜ ସ୍ତ୍ରୀ କୁ କଷ୍ଟ ଦେଇଥାଏ । ସ୍ଵାମୀ ମାନେ ଏହା ଭାବିବା କଥା କି ଯେଉଁ ଭଳି ଭାବେ ଆମ ପରିବାର ଆମ ପାଇଁ ବଡ ଥାଏ ସେହି ଭଳି ଭାବେ ଆମ ସ୍ତ୍ରୀ ର ପରିବାର ମଧ୍ୟ ବଡ ଥାଏ ଆମ ପାଇଁ ।

Leave a Reply

Your email address will not be published. Required fields are marked *