ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ଯ ପଦାର୍ଥ,ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି ।
ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ । ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ । ଆସନ୍ତୁ ଆରମ୍ଭ କରିବା ହସି ବା ଓ ହସେଇବା ସିଲସିଲା ।
ଜୋକ-୧
ଗ୍ରାହକ :- ଶର୍ଟ ଦେଖାଅ
ଦୁକାନଦାର :- ଇଏ ନିଅ ପିଟର ଇଂଲଣ୍ଡର ସାନଦାର ଶର୍ଟ ।
ଗ୍ରାହକ :- କେତେ ଟଙ୍କା ?
ଦୁକାନଦାର :- ମାତ୍ର ୩୫୦୦ ର
ଗ୍ରାହକ :- ଆପଣଙ୍କ ପାଖରେ ପିଟର ଅହମଦାବାଦ ନାହିଁ ।
ଜୋକ-୨
ଗୋଟେ ସ୍ତ୍ରୀ ଲୋକ କ୍ରିକେଟ ଦେଖୁଥିଲା,
ଚେହେରାରେ ଭାରତର ପତାକାର ଟେଟୁ ଥିଲା ।
ଶକ୍ତିକପୂର ଆସିଲା ଓ ତାକୁ ଚୁମା ଦେଲା ।
ମହିଳା :- ଏମିତି କାହିଁକି କଲ ?
ଶକ୍ତି କପୁର :- ଆଉ ! କାରଣ ହେଲା ” ଆଇ ଲଭ ମାଇ ଇଣ୍ଡିଆ ” ।
ଜୋକ-୩
ଗୋଟେଥର ଗୋଟିଏ ପାଗଳ ବିନା ଜଳି ଥିବା ବିଡି ପିଉଥିଲା ।
ଆଉଗୋଟିଏ ପାଗଳ :- ଆରେ ସାଙ୍ଗ ବିଡିରୁ କିଛି ଧୂଆଁ ବାହାରୁନି ?
ପ୍ରଥମ ପାଗଳ :- ପାଗଳ ଭଳି କଥା କହିଦେଲୁ ଇଏ ସିଏନଜି ବିଡି ଅଟେ !
ଜୋକ-୪
୧୦ ଇଂରେଜ ଓ ୫ ଆଫ୍ରିକାନ,
୧ ଇଣ୍ଡିଆନ ହେଲିକୋପ୍ଟର ରସି ରେ ଲଟିକି ଥିଲେ !!!
ପାଇଲଟ :- ଓଜନ ଅଧିକ ଅଛି
ଗୋଟେ ଲୋକକୁ ରସି ଛାଡିବାକୁ ପଡିବ,
ଇଣ୍ଡିଆନ :- ଏହି କୁର୍ବାନି ମୁଁ ଦେବୀ, କାରଣ ମୁଁ ଭାରତୀୟ ଅଟେ
ତ ବଜାଅ ତାଳି, ସବୁ ଇଂରେଜ ଓ ଆଫ୍ରିକାନ ତାଳି ବଜେଇବାକୁ ଲାଗିଲେ
ଓଜନ ଆପେ ଆପେ କମ ହୋଇଗଲା ….
ଇଂରେଜି ହୁଅ କି ଆଫ୍ରିକା, ଭାରତୀୟ ସବୁବେଳେ ଭାରତୀୟ ହୋଇଥାନ୍ତି ।
ଜୋକ-୫
ସ୍ତ୍ରୀ ରୋମାଣ୍ଟିକ ହେଇ ସ୍ଵାମୀ କୁ କହିଲା..
ସ୍ତ୍ରୀ- ଆମ ବିବାହକୁ 25 ବର୍ଷ ହେଲାଣି… ଏତେ ବର୍ଷ କେମିତି ବୀତିଗଲା ଜଣା ପଡିଲାନି!
ସ୍ଵାମୀ- ସମୟର ଅନୁଭବ କଏଦୀକୁ ହୋଇଥାଏ, ଜେଲର କୁ ନୁହେଁ !!!
ତା ପରେ ହେଲା ସ୍ବାମୀର ଜବରଦସ୍ତ ଧୁଲାଇ
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।