ଏଭଳି ସ୍କୁଲ କାମ ଆଗରୁ କେବେ ଦେଖି ନଥିବେ ! ଘଷି ଦେଲେ ଛାଡି ଯାଉଛି କଂକ୍ରିଟ, ହଲେଇ ଦେଲେ ହଲି ଯାଉଛି ଖୁଣ୍ଟ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଆଜିକାଲି ଯେଉଁ ସବୁ ଘର ବା ବିଲିଣ୍ଡ ନିର୍ମାଣ ହେଉଛି ତାହା କେତେ ମାତ୍ରା ରେ ମଜବୁତ ହୋଇ ଅଧିକ ଯାଏଁ ରାହୁଛୁ । ଅନ୍ୟ କ୍ଷେତ୍ର ରେ ଏମିତି କିଛି ଘର ବା ବିଲିଡିଙ୍ଗ ତିଆରି ହେଉଛି ଯାହାର ମୂଳ ପ୍ରଥମ ରୁ ମଜବୁତ ହେଉ ନାହି । ଯାହା ଫଳରେ ଘର ବା ବିଲିଣ୍ଡିଂ ଗୁଡିକ ବହୁତ ଜଲ୍ଦି ଭୁସୁଡି ପଡୁଛି । ଏଥିପାଇଁ କାମ କରୁଥିବା କଣ୍ଟ୍ରାକ୍ଟର ମାନେ ରାଜମିସ୍ତ୍ରୀ ମାନେ ଦା-ୟୀ ଅଟନ୍ତି । ଅନ୍ୟ କ୍ଷେତ୍ର ରେ ଆଜିକାଲି ଯେଉଁ ନକଲି ମ୍ୟାଟେରିୟାଲ ମିଳୁଛି ତାହାର ଅଧିକ ପରିମାଣରେ ବ୍ୟବହାର ହେବା କାରଣରୁ ଏ ଭଳି ପରିସ୍ଥିତି ଦେଖା ଯାଉଛି ।

ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି । ସୂଚନା ଅନୁସାରେ ବଣାଇ ର ଭାଲୁତୁଙ୍ଗୁଡି ପଞ୍ଚାଯତ ରେ ନିମ୍ନମାନର କାମ ଅ-ଭି-ଯୋ-ଗ ହୋଇଛି । ଡିଏମ ପକ୍ଷରୁ ହାଇସ୍କୁଲ କାମ ଚାଲିଛି । ଏଥିପାଇଁ ୧କୋଟି ୨୦ ଲକ୍ଷ ଟଙ୍କାର କାମ ଚାଲିଛି । ଏହି ସମୟରେ ଏପରି ଅ-ଭି-ଯୋ-ଗ ହୋଇଛି ଯେ ସ୍କୁଲ କାମ ଠିକ ଭାବେ ହେଉ ନାହି । ଏହି ଭି-ଡି-ଓ ରେ ଆପଣ ମାନେ ଦେଖିବାକୁ କିପରି ଭାବେ ସ୍କୁଲ ର ଶିକ୍ଷୟତ୍ରୀ ଯେଉଁ କାମ ହୋଇଛି ତାହାର ଅନୁସନ୍ଧାନ କରୁଛନ୍ତି । କିପରି ଭାବେ ମୂ-ଳ-ଦୁ-ଆ ଠିକ ଭାବେ ହୋଇ ନାହି ।

ନିମ୍ନତନ ପତନ ଏତେ ଦୁ-ର୍ବ-ଳ ହୋଇଛି ଯେ ରଡ ବାଲି ସିମେଣ୍ଟ ସବୁ ଖସି ଯାଉଛି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି । ଘଟଣା ସ୍ଥଳ ରେ ଗାଁ ଲୋକ ମାନେ ମଧ୍ୟ ଉପସ୍ଥିତ ରହି ସେଠିକାର ଯା-ଞ୍ଚ କରୁଛନ୍ତି । କିପରି ଭାବେ ହାତ ମା-ରି ଦେଲେ ବାଲି ସିମେଣ୍ଟ ସବୁ ଭୁସୁଡି ପଡୁଛି । ଏପରି ସ୍ଥିତି ରେ କିପରି ଭାବେ ସ୍କୁଲ ନିର୍ମାଣ କାମ ଚାଲିଛି ବୋଲି ସ-ଙ୍ଗି-ନ ଅ-ଭି-ଯୋ-ଗ ହୋଇଛି । ନିମ୍ନତନ ପତନ ହାତ ମା-ରି ଦେଲେ ଏତେ ଜୋରରେ ହଲୁଛି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି ।

ତେବେ ସ୍କୁଲର ଅଧ୍ୟକ୍ଷ ଏହି ଘଟଣା ବା-ବ-ଦ-ରେ ରାଏ ଦେଇଛନ୍ତି ଯେ କଣ୍ଟ୍ରାକ୍ଟର ମାନେ ଏମିତି କାମ କରିଛନ୍ତି ଯଦି ଏପରି ଭାବେ ସ୍କୁଲ କାମ ଚାଲେ ତେବେ ଅଳ୍ପ ଦିନରେ ସ୍କୁଲ ଭୁସୁଡି ପଡିବ । କାରଣ ମୂଳଦୁଆ ଠିକ ଭାବେ ମଜବୁତ ହୋଇ ନାହି । ତେବେ ଏତେ ବଡ ହାଇ ସ୍କୁଲ କିପରି ଭାବେ ନିର୍ମାଣ ହୋଇ ପାରିବ । ତେବେ ଏହାକୁ ନେଇ ପ୍ରଶାସନ ଅଧିକ ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଏହି ଘଟଣାରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *