ଏହି କାରଣରୁ ମହିଳାମାନଙ୍କର ହୋଇଥାଏ ପିରିୟଡ୍ସ? Garuda Puran

ଆମର ଧ-ର୍ମ ଗ୍ରନ୍ଥରେ ଏମିତି ବହୁତ କଥା ବର୍ଣନା କରାଯାଇଛି ଯାହାର କଳ୍ପନା ବି ଆମେ କିମ୍ବା ଆପଣ କରି ପାରିବେ ନାହିଁ । ଏହା ତ ଆମେ ସମସ୍ତେ ଜାଣିଛୁ କି ସବୁ ମହିଳାମାନଙ୍କୁ ସବୁ ମାସରେ ମାସିକ ଯ-ନ୍ତ୍ର-ଣା ହୋଇଥାଏ । ବିଜ୍ଞାନ ଏହାକୁ ଏକ ସାମାନ୍ୟ ପ୍ରକ୍ରିୟା କହିଥାଏ ତ ଧ-ର୍ମ ଗ୍ରନ୍ଥ ଅନୁସାରେ ଏହାକୁ ମହିଳାମାନଙ୍କର କ-ମ-ଜୋ-ରି କୁହାଯାଇଛି ।

ଏମିତିରେ ପ୍ରାୟତଃ ଲୋକମାନଙ୍କ ମନରେ ଏହା ପ୍ରଶ୍ନ ଆସୁଥିବ କି ମହିଳାମାନଙ୍କୁ ହିଁ କାହିଁକି ଏହିଭଳି ଯ-ନ୍ତ୍ର-ଣା ସହିବାକୁ ପଡିଥାଏ । ଏହାର କାରଣ କଣ । ଧ-ର୍ମ ଗ୍ରନ୍ଥରେ ଏହା ବିଷୟରେ ଉଲ୍ଲେଖ କରାଯାଇଛି । ପୌରାଣିକ କଥା ଅନୁସାରେ ଏହାର କାରଣ ଦେବରାଜ ଇନ୍ଦ୍ରଙ୍କ ଦ୍ଵାରା ମହିଳାମାନଙ୍କୁ ଦିଆଯାଇଥିବା ଅ-ଭି-ଶା-ପ ବୋଲି କୁହାଯାଉଛି । ଭାଗବତ ପୁରାଣ ଅନୁସାରେ ଥରେ ଗୁରୁ ବୃହସ୍ପତି ଇନ୍ଦ୍ର ଦେବତାଙ୍କ ଉପରେ ରା-ଗି ଗଲେ । ଏହି ପରିସ୍ଥିତିର ଲାଭ ଉଠାଇ ଅ-ସୁ-ର-ମା-ନେ ଦେବଲୋକ ଉପରେ ଆ-କ୍ର-ମ-ଣ କରିଦେଲେ । ଏହି କାରଣରୁ ଇନ୍ଦ୍ର ଦେବତାଙ୍କୁ ନିଜର ସିଂହାସନ ଛାଡି ଯିବାକୁ ପଡିଲା ।

ଇନ୍ଦ୍ର ଦେବତା ବ୍ରହ୍ମାଙ୍କ ପାଖକୁ ଯାଇ ତାଙ୍କୁ ସା-ହା-ର୍ଯ୍ୟ ମା-ଗି-ଲେ । ତେବେ ସେହି ସମୟରେ ବ୍ରହ୍ମା ଇନ୍ଦ୍ର ଦେବତାଙ୍କୁ ଏକ ଉପାୟ କହିଲେ କି ତୁମକୁ ଜଣେ ବ୍ରହ୍ମଜ୍ଞାନୀର ସେବା କରିବାକୁ ପଡିବ ଓ ଯଦି ସେ ପ୍ରସନ୍ନ ହୋଇଯିବେ ତେବେ ତୁମେ ସ୍ଵର୍ଗ ଲୋକ ପୁଣି ଥରେ ଫେରି ପାଇବ । ବ୍ରହ୍ମାଙ୍କ ଅନୁସାରେ ଇନ୍ଦ୍ର ଦେବ ଜଣେ ବ୍ରହ୍ମଜ୍ଞାନୀର ସେବା କରିଲେ । କିନ୍ତୁ ଇନ୍ଦ୍ର ଦେବତା ଏହି କଥାରୁ ଅଜଣା ଥିଲେ କି ସେ ଯେଉଁ ବ୍ରହ୍ମଜ୍ଞାନୀର ସେବା କରୁଛନ୍ତି ସେ ଜଣେ ଅସୁରର ପୁତ୍ର ଅଟନ୍ତି । ଯେଉଁ କାରଣରୁ ସେହି ଜ୍ଞାନୀ ଅ-ସୁ-ର-ଙ୍କୁ ଅଧିକ ଭଲ ପାଉଥିଲା ।

ସେଥିପାଇଁ ସେହି ବ୍ରହ୍ମଜ୍ଞାନୀ ସମସ୍ତ ଯଜ୍ଞ ସାମଗ୍ରୀ ଦେବତାଙ୍କ ପରିବେର୍ତ୍ତେ ଅସୁରଙ୍କୁ ଅପ୍ରିତ କରି ଦେଉଥିଲା । ଯେତେବେଳେ ଇନ୍ଦ୍ର ଦେବତାଙ୍କୁ ଏହା ବିଷୟରେ ଜଣା ପଡିଲା ତେବେ ସେ ରା-ଗି ଯାଇ ସେହି ଜ୍ଞାନୀର ହ-ତ୍ୟା କରିଦେଲେ । ଏହା ପରେ ଭଗବାନ ବିଷ୍ଣୁ ବ୍ରହ୍ମ ହ-ତ୍ୟା ଭଳି ପା-ପ-ରୁ ମୁ-କ୍ତି ପାଇବା ପାଇଁ ଇନ୍ଦ୍ର ଦେବତାଙ୍କୁ ଏକ ଉପାୟ କହିଲେ । ବିଷ୍ଣୁ କହିଲେ କି ଏଥିପାଇଁ ଆପଣଙ୍କୁ ଗଛ, ଭୂମି, ପାଣି, ସ୍ତ୍ରୀମାନଙ୍କ ମଧ୍ୟରେ ଅଳ୍ପ ଅଳ୍ପ ପା-ପ ବାଣ୍ଟିବାକୁ ପଡିବ । ଏହା ସହିତ ସମସ୍ତଙ୍କୁ ଗୋଟିଏ ଗୋଟିଏ ବ-ର-ଦା-ନ ବି ଦେବାକୁ ପଡିବ ।

ଇନ୍ଦ୍ର ଦେବତା ଗଛକୁ ନିଜର ଏକ ଚତୁର୍ଥାଂଶ ପା-ପ ଦେଇ ବରଦାନ ବି ଦେଲେ କି ମୃ-ତ୍ୟୁ ପରେ ସ୍ଵୟଂ ହିଁ ଗଛ ନିଜକୁ ଜୀବିତ କରି ପାରିବ । ଇନ୍ଦ୍ର ଦେବତାଙ୍କ ଅନୁରୋଧରେ ପାଣି ପା-ପର କିଛି ଅଂସ ନେଇଗଲା, ଏହା ପରିବର୍ତ୍ତେ ଇନ୍ଦ୍ର ଦେବତା ପାଣିକୁ ସମସ୍ତ ବସ୍ତୁକୁ ପବିତ୍ର କରିବାର ବରଦାନ ଦେଲା । ସେହିଭଳି ଭୂମି ବି ଇନ୍ଦ୍ର ଦେବତାଙ୍କ ପା-ପର କିଛି ଅଂସ ସ୍ଵୀକାର କରି ନେଲା ଏହା ପରିବର୍ତ୍ତେ ଇନ୍ଦ୍ର ଦେବତା ଭୂମିକୁ ବରଦାନ ଦେଲେ କି ଭୂମି ଉପରେ ଲାଗୁଥିବା ଆ-ଘା-ତ ମନକୁ ମନ ଠିକ ହୋଇଯିବ ।

ଶେଷରେ ଇନ୍ଦ୍ର ଦେବତାଙ୍କ ବିନୀତରେ ସ୍ତ୍ରୀ ନିଜ ଉପରେ ପା-ପର ଅନ୍ୟ ସବୁ ଅଂସ ନେଇଗଲା । ଯେଉଁ କାରଣରୁ ମହିଳାମାନଙ୍କୁ ସବୁ ମାସରେ ମାସିକ ଧର୍ମର ଯ-ନ୍ତ୍ର-ଣା ସହିବାକୁ ପଡିଥାଏ । କିନ୍ତୁ ଏହା ପରିବର୍ତ୍ତେ ଇନ୍ଦ୍ର ଦେବତା ମହିଳାଙ୍କୁ ବରଦାନ ଦେଲେ କି ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ କାମର ଆନନ୍ଦ ଅଧିକ ନେଇ ପାରିବେ । ସେହି ସମୟରୁ ହିଁ ମହିଳାମାନେ ମାସିକ ଧର୍ମ ରୂପରେ ବ୍ରହ୍ମ ହ-ତ୍ୟାର ପା-ପ ସହି ଆସୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *