ସଫଳତା ବ୍ଯକ୍ତିର ହାତରେ ଲୁଚିକି ରହିଥାଏ । ହାତର ରେଖାରୁ ବ୍ୟକ୍ତିଙ୍କ ଭବିଷ୍ୟତ ଜଣା ପଡିଥାଏ । ଯେଉଁ ଲୋକଙ୍କ ହାତରେ ଭାଗ୍ୟ ରେଖା ମିଳିଥାଏ ସେ ଧନୀ ହେବା ସହିତ ଜୀବନରେ ଉଚ ପଦ ପ୍ରାପ୍ତ କରିଥାନ୍ତି । ଆସନ୍ତୁ ଜାଣିବା ଭାଗ୍ୟରେଖା ବିଷୟରେ । ଏହା ଅଟେ ଆପଣଙ୍କ କୋଟିପତି ବନିବାର ରେଖା ? ଏମିତି ଜଣା ପଡିବ, ପଡନ୍ତୁ ପୁଟା ଖବର ।
ଭାଗ୍ୟରେଖା – ଭାଗ୍ୟରେଖା ସମସ୍ତଙ୍କ ହାତରେ ଦେଖିବାକୁ ମିଳିନଥାଏ । ଭାଗ୍ୟଶାଳୀ ହାତରେ ହିଁ ଭାଗ୍ୟରେଖା ଦେଖିବାକୁ ମିଳିଥାଏ ।

ହାତରେ ଏହି ରେଖା ଚନ୍ଦ୍ର ପର୍ବତରୁ ଆରମ୍ଭ ହୋଇଥାଏ ଓ ବୃହସ୍ପତି ପର୍ବତରେ ସମାପ୍ତି ହୋଇଥାଏ । ଯାହା ହାତରେ ଏମିତି ରେଖା ମିଳିଥାଏ ସେ କୋଟିପତି ହୋଇଥାଏ । ଭାଗ୍ୟରେଖା ମସ୍ତିସ୍କ ଓ ହୃଦୟ ରେଖା ହୋଇକି ଯାଇଥାଏ ।
ସିଧା ଓ ଦୋଷ ରହିତ ଭାଗ୍ୟ ରେଖା – ଭାଗ୍ୟରେଖା ଯେତେ ଲାମ୍ବା ଓ ଡୋସା ରହିତ ହେବ ବ୍ୟକ୍ତିର ଭାଗ୍ୟ ସେତିକି ଧନୀ ହେବ । ଏହି ଲୋକଙ୍କ ଜୀବନ ସୁଖ ସୁବିଧା ଯୁକ୍ତ ହୋଇଥାଏ । ଏହିଭଳି ଲୋକଙ୍କ ଜୀବନରେ କୌଣସି ପ୍ରକାର ଅଭାବ ହୋଇନଥାଏ ।

ଦୋସଯୁକ୍ତ ଭାଗ୍ୟରେଖା – ଭାଗ୍ୟ ରେଖା ଛୋଟ ଓ ଭାଙ୍ଗିଥିବ ତ ବ୍ୟକ୍ତିକୁ ଜୀବନରେ ବାଧା ଓ ସଙ୍କଟର ସାମ୍ନା କରିବାକୁ ପଡିଥାଏ । ଭାଙ୍ଗି ଥିବା ଭାଗ୍ୟରେଖା ଜୀବନରେ କ୍ଷତି ବିଷୟରେ ସୁଚାଇ ଥାଏ ।
ସିଧା ଭାଗ୍ୟରେଖା – ସିଧା ଭାଗ୍ୟ ରେଖାକୁ ସବୁଠୁ ଭଲ ଭାଗ୍ୟରେଖା ବୋଲି କୁହାଯାଏ । ଯେଉଁ ଭାଗ୍ୟରେଖା ଚନ୍ଦ୍ର ପର୍ବତରୁ ଆରମ୍ଭ ହୋଇ ବୃହସ୍ପତି ପର୍ବତ ପାଖରେ ସମାପ୍ତ ହୋଇଥାଏ ଏହି ଭାଗ୍ୟରେଖା ସବୁଠୁ ଭଲ ହୋଇଥାଏ । ରହି ସ୍ଥାନରୁ ଆରମ୍ଭ ହୋଇଥିବା ଭାଗ୍ୟରେଖା ବ୍ୟକ୍ତିକୁ ଜୀବନରେ ହଠାତ ଲାଭ ଦେଇଥାଏ । ଏହିଭଳି ଲୋକଙ୍କୁ ହଠାତ ଧାନର ପ୍ରାପ୍ତି ହୋଇଥାଏ ।

ମଜଭୁତ ଭାଗ୍ୟରେଖା ଦ୍ଵାରା ଏମିତି ଲାଭ ପ୍ରାପ୍ତ କରନ୍ତୁ – କେବେ କେବେ ଦେଖାଯାଇଚିକି ମଜଭୁତ ଭାଗ୍ୟରେଖା ହେଲା ପରେବୀ ବ୍ୟକ୍ତିକୁ ପୁରା ଲାଭ ମିଳିନଥାଏ । ସେଥିପାଇଁ ଭଗବାନ ଶିବଙ୍କୁ ପୂଜା କରିବା ଦରକାର ଓ ଘରର ମୁଖ୍ୟ ଦ୍ଵାରରେ ସବୁଦିନ ଘିଅ ଦୀପ ଜଳେଇ ରଖିବା ଆବଶ୍ୟକ । ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ନିଜର କୃପା ବରସାଇ ଥାନ୍ତି । ଘରେ ସୁଖ ଶାନ୍ତି ଆସିବା ସହିତ ଧନର ମଧ୍ୟ ପ୍ରାପ୍ତି ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।