Ovulation ପରେ 2 ଦିନ ଖାଇ ନିଅନ୍ତୁ ଏହି ଜିନିଷ, ନିଶ୍ଚୟ ହେବେ ଗର୍ଭବତୀ- Pregnancy Tips

ଗର୍ଭ ଧାରଣ କରବା ସବୁ ମହିଳାଙ୍କ ସ୍ବାପନ ହୋଇଥାଏ ଆଉ ଏହି ସ୍ଵପ୍ନ ବଞ୍ଚିଲା ବେଳେ ତାଙ୍କୁ ବହୁତ ପ୍ରକାର ପରିବର୍ତନ ଦେଖିବାକୁ ମିଳିଥାଏ କିଛି ମହିଳା ଗର୍ଭ ଧାରଣ କରିବାରେ ଅସଫଳ ହୋଇଥାନ୍ତି ଏହାର କାରଣ ବହୁତ ପ୍ରକାର ହୋଇଥାଏ ଯେମିତି ସ୍ୱାସ୍ଥ୍ୟ ଖରାପ ରହିବା ଗର୍ଭାଶୟ ଛୋଟ ରହିବା, ରକ୍ତ ମୋଟା ହବା, ଗର୍ଭାଶୟ ଫୁଲି ଯିବା । ଏହି ଭଳି ବହୁତ କାରଣ ପାଇଁ ମହିଳା ମାନେ ଗର୍ଭ ଧାରଣ କରି ପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ଖାଇବା ବିଷୟରେ କହିବାକୁ ଯାଉଛୁ ଯାହା ଖାଇବା ଦ୍ଵାରା ଆପଣ ବହୁତ ଶୀଘ୍ର ଗର୍ଭ ଧାରଣ କରି ପାରିବେ ଆଉ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ପ୍ରାୟତଃ ମହିଳା ଏହି ଭଳି ସମସ୍ଯା ନେଇକି ଡକ୍ଟର ପାଖକୁ ଗଲେ ଡକ୍ଟର ବ୍ରୋମେଲିନ ଔଷଧ ଦେଇଥାଏ ତେବେ ଏହାର କାମ କଣ ହୋଇଥାଏ । ବ୍ରୋମେଲିନ ଗର୍ଭାଶୟ ଫୁଲା କମେଇଥାଏ ଆଉ ଗର୍ଭାଶୟକୁ ଗର୍ଭ ଧାରଣ କରିବା ପାଇଁ ତିଆରି କରିଥାଏ । ଏହା ପରେ ଛାତି ଆଉ ଅଲଗା ଜାଗାରେ ପୋଡା ଜାଳା କମାଇଥାଏ ଆଉ ଶରୀର ସ୍ଵସ୍ଥ ରଖିଥାଏ ଏହା ଛଡା ବ୍ରୋମାଳୀନ ରକ୍ତ ପତଳା କରିବାରେ ସାହାଜ୍ଯ କରିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଆପଣଙ୍କୁ ପାଇନଆପଲ ଜଣା ଥିବ ଏହା ଥଣ୍ଡା ଦିନରେ ଅଧିକ ମିଳିଥାଏ ଅନ୍ୟ ରିତୁରେ ଏହା ମିଳିବା କିଛି କଷ୍ଟ କର ହୋଇଥାଏ  ।

ତେବେ ପାଇନଆପଲ ମଝୀ ପାର୍ଟ କେହି ସେବନ କରନ୍ତି ନାହିଁ କିନ୍ତୁ କଣ ଆପଣ ଜାଣିଛନ୍ତି ଏଥିରେ ବ୍ରୋମାଳୀନ ବହୁତ ମାତ୍ରାରେ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ତେବେ ପାଇନଆପଲ ଖାଇବା ଦ୍ଵାରା ମହିଳାଙ୍କ ରକ୍ତ ପତଳା ହୋଇଥାଏ ଯାହା ଦ୍ଵାରା ହାର୍ମୋନ ମଧ୍ୟ ସଠିକ ସମୟରେ ସଠିକ ଜାଗାରେ ପହଞ୍ଚି ଯାଇଥାନ୍ତି ଆଉ ମହିଳାଙ୍କୁ ଗର୍ଭ ଧାରଣ କରିବାରେ କିଛି ଅସୁବିଧା ହୋଇ ନଥାଏ । ଆପଣଙ୍କୁ ଅଭଲ୍ଯୁସନ ଆଗରୁ ପାଇନଆପଲ ଖାଇବା ଉଚିତ ନୁହ ନଚେତ ଆପଣଙ୍କୁ ଓଲଟା ପରିଣାମ ଦେଖିବାକୁ ମିଳିଥାଏ ।

ତେବେ ଆପଣଙ୍କୁ ଅଭଲ୍ଯୁସନ ସମୟ ସାରିବା ପରେ ଏହାର ସେବନ କରିବାର ଅଛି ମନେ ରଖନ୍ତୁ କେବେ ଖାଲି ପେଟରେ ଏହାର ସେବନ କରିବେ ନାହିଁ ନଚେତ ଏହା ଆପଣଙ୍କ ପାଇଁ ଭଲ ନୁହ । ଆପଣ ଖାଇବା ପରେ ଗୋଟେ ଦୁଇ ସ୍ଲାଇସ ପାଇନଆପଲ କ୍ଷାନ୍ତୁ ଆଉ ମାଝୀ ପାର୍ଟ ନିଶ୍ଚିନ୍ତ ଖାନ୍ତୁ ଦେଖିବେ କିଛି ଦିନ ଭିତରେ ଆପଣଙ୍କୁ ପରିଣାମ ଦେଖିବାକୁ ମିଳିବ ତେବେ ବିପି ବା ଅନ୍ୟ ଔଷଧ ଖାଇଲେ ଆପଣ ପାଇନଆପଲ ସେବନ କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଭଲ ନୁହ ଆପଣ ନିଜ ଡକ୍ଟର କୁ ପଚାରି ଏହାର ସେବନ କରି ପାରିବେ ।

Leave a Reply

Your email address will not be published. Required fields are marked *