ଏହାକୁ ଦେଖିଲା ପରେ ଆପଣ ପଣସ ମଞ୍ଜି ଫିଙ୍ଗିବାର ଭୁଲ କରିବେ ନାହିଁ (Benefits of Jackfruit Seed)

ବନ୍ଧୁଗଣ ପଣସ ମଞ୍ଜିରେ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ମିଳିଥାଏ । ପଣସ ମଞ୍ଜି ଖାଇବା ଦ୍ଵାରା ମୋଟାପଣ ଦୂର ହୋଇଥାଏ । 100 ଗ୍ରାମ ପଣସ ମଞ୍ଜିରେ 185 କ୍ୟାଲୋରି ରହିଥାଏ । ପଣସ ମଞ୍ଜିରେ 1 ଗ୍ରାମରୁ କମ ଚର୍ବି ଥାଏ । ଏହି ମଞ୍ଜି ଗୁଡିକ ଥିଆ ମାଇନ ଓ ରାଇବୋ ଫ୍ଲାଦିନର ଉତ୍କୃଷ୍ଟ ଉଶ୍ଚ ଅଟେ । ଏଥିରେ କିଛି ପରିମାଣର ଜିଙ୍କ, ଆଇରନ, ପୋଟାସିୟମ ରହିଥାଏ ।

ଏହି ମଞ୍ଜିରେ ଅନେକ ଜରୁରୀ ପଦାର୍ଥ ରହିଥାଏ । ଆଜି ଆମେ ଜାଣିବା ପଣସ ମଞ୍ଜିର ଲାଭ ବିଷୟରେ ବିସ୍ତାର ଭାବେ । 1- ପଣସ ମଞ୍ଜି ଲୌହରେ ଭରପୁର ଅଟେ । ଯାହା ହିମୋଗ୍ଲୋବିନର ଉପାଦାନ ଅଟେ । ଏହା ଶରୀରରେ ନାଲି ରକ୍ତ କଣିକା ତିଆରି କରିବାରେ ସାହାଜ୍ୟ କରିଥାଏ । ଏହା ଶରୀରରେ ଆଇରନର ଆବଶ୍ୟକତା ପୂରଣ କରିବାରେ ସାହଜ୍ୟା କରିଥାଏ । ଯାହା ରକ୍ତ ହୀନତା ହ୍ରାସ କରିଥାଏ ।

2- ପଣସ ମଞ୍ଜିରେ ଅଧିକ ପରିମାଣର କ୍ୟାଲୋରି ଓ କାର୍ବୋ ହାଇଡ୍ରେଡ ଥାଏ । ସେଥିପାଇଁ ଶକ୍ତି ସ୍ତରକୁ ବଢାଇବା ପାଇଁ ଏହାର ସେବନ କରନ୍ତୁ । ସକଳ ଜଳଖିଆର ନିହାତି ପଣସ ମଞ୍ଜି ଖାଆନ୍ତୁ ।

3- ପଣସ ମଞ୍ଜି ଫାଇଭରର ଉତ୍ତମ ଉଶ୍ଚ ଯାହା ହଜମ ଶକ୍ତି ପାଇଁ ଉତ୍ତମ ଅଟେ । ଏହା ଛଡା ଫାଇଭର ସେବନ ଶରୀରରେ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଜ୍ୟ କରିଥାଏ । ଏହା ଆପଣଙ୍କ ହଜମ କ୍ରିୟାକୁ ସୁସ୍ଥ ରଖିଥାଏ ।

4- ପଣସ ମଞ୍ଜି ଖାଇଲେ ଶରୀରରେ ଇମ୍ୟୁନିଟି ପାୱାର ଷ୍ଟ୍ରାଙ୍ଗ ହୋଇଥାଏ । ପ୍ରତିରକ୍ଷା ପ୍ରଣାଳୀ କୁ ସୁଦୃଢ ରଖିବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ଏହା ବିଭିନ୍ନ ବିପଦଜନକ ଜିନିଷ ସହ ଲଢିବାରେ ଲାଭଦାୟକ ଅଟେ । ଯାହା ଜୀବାଣୁ, ଭାଇରସ ଭଳି ବିଭିନ୍ନ ପ୍ରକାରର ରୋଗ ସୃଷ୍ଟିର କାରଣ ହୋଇପାରେ । ଏହି ଫଳରେ ଥିବା ପୋଷକ ତତ୍ତ୍ଵ ଶରୀରରେ ଥିବା ଇମ୍ୟୁନିଟି ପାୱାର ବଢାଇଥାଏ ।

5- ପଣସ ମଞ୍ଜୀର ଔଷଧୀୟ ଗୁଣ କ୍ୟାନ୍ସର ରୁ ବଞ୍ଚାଇଥାଏ । ଏହି ଫଳ ଆଣ୍ଟି ଅକ୍ସିଡେଣ୍ଟ ଗୁଣରେ ପୂର୍ଣ୍ଣ ଅଟେ । ଏହା ଶରୀରର ଭିତରେ କର୍କଟ ରୋଗ ସହ ଲଢିବାରେ ସାହାଜ୍ଯ କରେ । ଏହା ହଜମ ପ୍ରକ୍ରିୟାକୁ ସାହାଜ୍ୟ କରିଥାଏ ।

6- ଆସ୍ଥମା କାରଣରୁ ଶରୀରରେ ଶ୍ଵାସ କ୍ରିୟା ସୃଷ୍ଟି ହୋଇପାରେ । ଆସ୍ଥମା ମୁଖ୍ୟତଃ ଆଲର୍ଜି କାରଣରୁ ହୋଇଥାଏ । ଯଦି ଆପଣ ଆସ୍ଥମା ବନ୍ଦ କରିବାକୁ ଚାହୁଁ ଛନ୍ତି ତେବେ ପଣସ ମଞ୍ଜି ସେବନ କରନ୍ତୁ ।

7- ପଣସ ମଞ୍ଜିରେ ଥିବା ଆଇରନ ଯୌନ ଆନନ୍ଦ ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଏହା ସହ ଯୌନ ବ୍ୟାଧି ଚିକିତ୍ସା ପାଇଁ ପାରମ୍ପରିକ ଏସିୟା ଚିକିତ୍ସାରେ ପଣସ ମଞ୍ଜିର ବ୍ୟବହାର କରା ଯାଇଥିଲା ।

8- ପଣସ ମଞ୍ଜିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ମୁକ୍ତ ରେଡିକାଲ ସହ ଲଢିବାରେ ସାହାଜ୍ଯ କରିଥାଏ । ପଣସ ମଞ୍ଜି ଏହାର ଲକ୍ଷଣକୁ ହ୍ରାସ କରିଥାଏ ଯାହାକି ଚର୍ମ କୁଞ୍ଚନ ଦୂର କରିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *