ବାସ ଟିକେ ହେଙ୍ଗୁରେ କରନ୍ତୁ ଏହି ଉପାୟ, 24 ଘଣ୍ଟାରେ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ ।

ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ଶାସ୍ତ୍ର ଅନୁସାରେ ଏପରି କିଛି କାର୍ଯ୍ୟ ଅଛି ଯାହାକୁ କେବଳ ଥରେ କରିଦେବା ଦ୍ଵାରା ଚାକିରୀ ଓ ବ୍ୟାପାର କ୍ଷେତ୍ରରେ ବହୁତ ସଫଳତା ମିଳିବ । ତେବେ ଆସନ୍ତୁ ଜାଣିବା ତାହା କଣ ଅଟେ । ବନ୍ଧୁଗଣ ଅନେକ ଲୋକ ନିଜ ଖାଦ୍ୟ ରେ ହେଙ୍ଗୁ ର ବ୍ୟବହାର କରିଥାନ୍ତି । ହେଙ୍ଗୁ ର ବହୁତ ବିଶେଷତ୍ବ ରହିଛି ।

ଖାସ କରି ଲୋକ ମାନେ ଏହାକୁ ଖାଦ୍ୟ ରେ ବ୍ୟବହାର କରିଥାନ୍ତି କିନ୍ତୁ ଏହା ସାହାଯ୍ୟ ରେ ଆପଣ ମାଲାମାଲ ମଧ୍ୟ ହୋଇପାରିବେ । ବନ୍ଧୁଗଣ ଆପଣ ନିୟମିତ ସ୍ନାନ କରିବା ସମୟ ରେ କେବଳ ଏକ ଚିମୁଟା ହେଙ୍ଗୁ କୁ ସ୍ନାନ କରୁଥିବା ଜଳ ରେ ମିଶାଇ କରି ସ୍ନାନ କରନ୍ତୁ । ଏହା ଦ୍ବାରା ଆପଣଙ୍କ ର ଯେଉଁ ସବୁ ଋଣ ରହିଥାଏ ତାହା ବହୁତ ଶୀଘ୍ର ସୁଝି ହୋଇ ଯାଇଥାଏ । ଏହା ସହିତ ଏହାକୁ କରିବା ଦ୍ୱାରା ଆପଣଙ୍କ ଘରକୁ ଧନ ସମ୍ପତ୍ତି ମଧ୍ୟ ଆସିବାକୁ ଲାଗିଥାଏ ।

ପ୍ରତି ଶନିବାର ଓ ମଙ୍ଗଳବାର ଦିନ କିଛି ହେଙ୍ଗୁ ଓ କର୍ପୂର ଏବଂ ଗୋଲମରିଚ ଗୁଣ୍ଡ କୁ ମିଶାଇ ସେଥିରେ କିଛି ଘିଅ ପକାଇ ଶୋରିଷ ଭଳି ମଞ୍ଜି କରି ସକାଳେ ଓ ସନ୍ଧ୍ୟା ରେ ଜଳାଇବା ଦ୍ଵାରା ଘରେ ଥିବା ନକରାତ୍ମକ ଶକ୍ତି ର ଅନ୍ତ ହୋଇଥାଏ । ଏହା ସହିତ ଯଦି ଆପଣ ଡ଼ରୁଛନ୍ତି,ଭଲ ରେ ନିଦ ହେଉ ନାହିଁ କିମ୍ବା ଯଦି ଆପଣଂକୁ ଲାଗୁଛି କି ଆପଣଙ୍କ ଘରେ କିଛି ଅସୁବିଧା ଅଛି । ତେବେ ଆପଣ ଏହାକୁ ନିଶ୍ଚୟ ପ୍ରୟୋଗ କରନ୍ତୁ । ଆପଣ ଚାକିରୀ କରିବା ପାଇଁ ଯାଉଥିବା ବେଳେ କିଛି ହେଙ୍ଗୁ କୁ ହାତ ରେ ନେଇ ମାତା ଲକ୍ଷ୍ମୀ ଙ୍କ ମନ୍ତ୍ର “ଶ୍ରୀଙ୍ଗ ଶ୍ରୀଙ୍ଗ ଶ୍ରୀଙ୍ଗ” କୁ ଜପ କରି ତାହାକୁ ଖାଇ ଦିଅନ୍ତୁ ଓ ଚାକିରୀ କରିବା ପାଇଁ ଯାଆନ୍ତୁ ।

କିନ୍ତୁ ଧ୍ୟାନ ରଖିବେ ପଛକୁ ବୁଲି ଚାହିଁବେ ନାହିଁ । ଏପରି କରିବା ଦ୍ୱାରା ଆପଣଂକୁ ଚାକିରୀ କ୍ଷେତ୍ରରେ ବହୁତ ସଫଳତା ମିଳିବ । ଯେ କୌଣସି ମଙ୍ଗଳବାର କିମ୍ବା ଶନିବାର ଦିନ ଯେତେବେଳେ ଆପଣ ଚାକିରୀ କିମ୍ବା ବ୍ୟାପାର କ୍ଷେତ୍ର କୁ ଯିବା ପାଇଁ ବାହାରୁଛନ୍ତି ସେତେବେଳେ କିଛି ହେଙ୍ଗୁ କୁ ନିଜ ହାତ ରେ ନେଇ ନିଜ ମୁଣ୍ଡ ଚାରି ପାଖରେ ତିନି ଥର ବୁଲାଇ ଦିଅନ୍ତୁ ଓ ଏହାକୁ ଉତ୍ତର ଦିଗ କୁ ପକାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ର ସମସ୍ତ କାର୍ଯ୍ୟ ବହୁତ ଭଲ ରେ ହୋଇଯିବ । ଏହା ସହିତ ଆପଣଙ୍କ ଘର କୁ ଧନ ଆସିବାକୁ ଲାଗିବ ।

Leave a Reply

Your email address will not be published. Required fields are marked *