ଏହାର ଗୋଟେ ପାଖୁଡା ଖାଇବ ତ ତୁରନ୍ତ କରିବେ ଗର୍ଭଧାରଣ- Pregnancy Tips

ଆପଣ ମାନେ ଜାଣିଥିବେ ରସୁଣ ଓ ଅଦା କୁ ଆମେ ଆମର ନୀତି ଦିନିଆ ଖାଦ୍ଯରେ ବ୍ୟବହାର କରିଥାଉ । ଖାଦ୍ଯର ଟେଷ୍ଟ ବୃଦ୍ଧି କରିବା ପାଇଁ ରସୁଣ ର ପ୍ରୟୋଗ ବିଶେଷ ମାତ୍ରା ରେ କରାଯାଏ । ଏହାକୁ ମସାଲା ଭାବେ ମଧ୍ୟ ପ୍ରୟୋଗ କରାଯାଏ । ଯାହା ଖାଦ୍ଯର ସ୍ଵାଦ ଅଧିକ ଭଲ କରିଥାଏ । ବିଶେଷ କରି ରସୁଣରେ ପ୍ରୋଟିନ, ଫାଇଭର, ଭିଟାମିନ-ସି, ଆଇରନ, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଆଦି ରହିଥାଏ ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଛଡା ହରମୋନଲ ଇମବାଲାନ୍ସ ପାଇଁ ରସୁଣର ସେବନ ବହୁତ ଫାଇଦା ହୋଇଥାଏ ।

ଯଦି ମହିଳା ମାନଙ୍କର ପିରିଏଡ ସମୟରେ ଅଧିକ କଷ୍ଟ ଅନୁଭବ ହେଉଛି ବା ଅଧିକ ରକ୍ତସ୍ରାବ ହେଉଛି ତେବେ ସେହି ସମୟରେ ରସୁଣର ସେବନ ବହୁତ ଲାଭଦାୟକ ହୋଇଥାଏ । ରସୁନର ଖାଇବା ଦ୍ଵାରା ପିରିଏଡ ସମୟରେ କଷ୍ଟ କମ ହୋଇଥାଏ । ଏହା ବ୍ଯତୀତ ପିରିଏଡ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ତାହା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ରସୁଣରେ ଥିବା ଭିଟାମିନ-ସି ଓ ଭିଟାମିନ- ବି୬ ୟୁଟ୍ରସରେ ଥିବା ଫାଇବ୍ରଡ୍ସ କୁ ଗ୍ରୋଥ କରିବାରେ କମ କରିଥାଏ । ରସୁଣ ର ସେବନ ଦ୍ଵାରା ଓବେରୀ କୁ ନିୟନ୍ତ୍ରଣ କରିବାରେ ସାହାଜ୍ଯ କରିଥାଏ ।

ଯଦି ପୁରୁଷ ଙ୍କ ଠାରେ ସ୍ପମ କାଉଣ୍ଟ କମ ରହିଥାଏ ତେବେ ପ୍ରତି ଦିନ ୨ଟି ରସୁଣ ସେବନ କରିବା ଦ୍ଵାରା ବହୁତ ଲାଭ ମିଳିଥାଏ । କିଛି ପୁରୁଷ ମାନେ ମାନସିକ ଚିନ୍ତାରେ ରହିଥାନ୍ତି କୌଣସି ଶାରୀରିକ ସମସ୍ଯା ଯୋଗୁ । ତେବେ ଏହି କ୍ଷେତ୍ର ରେ ରସୁଣ ଖାଇବା ଦ୍ଵାରା ଅନେକ ସମସ୍ଯା ଦୂର ହୋଇଥାଏ । ରସୁଣ ର ଚୋପା ଛଡାଇ ଏହାକୁ ସେବନ କରି ହେବ । ନଚେତ ରସୁଣ ର ପେଷ୍ଟ କରି ସେଥିରେ ମହୁ ମିଶାଇ ସେବନ କରି ହେବ । ଏହି ପ୍ରକ୍ରିୟା ଖାଇବା ପରେ ପ୍ରୟୋଗ କରିବା ଉଚିତ ।

ଏହାକୁ ସକାଳେ ସେବନ କରିଲେ ବହୁତ ଫାଇଦା ମିଳିଥାଏ । ଏହା ଉଭୟ ପୁରୁଷ ଓ ମହିଳା ମାନେ ସେବନ କରି ପାରିବେ । ଏହା ଦ୍ଵାରା ପୋର୍ଟାଲିଟି ବାଲାନ୍ସ ହେବା ସହ ହରମୋଲ ମଧ୍ୟ ବାଲାନ୍ସ ହୋଇଥାଏ । ତେବେ ଏହି ପରି ଭାବେ ରସୁଣ ଖାଇବା ଦ୍ଵାରା ବିଶେଷ କରି ମହିଳା ମାନଙ୍କୁ ଅନେକ ଫାଇଦା ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *