ଏହାର ଥରେ ମାତ୍ର ସେବନ ଦ୍ଵାରା ନିସନ୍ତାନ କୁ ମଧ୍ୟ ହେବ ସନ୍ତାନ ପ୍ରାପ୍ତି- Pregnancy Tips

ପ୍ରତେକ ମହିଳା ନିଜ ଜୀବନରେ ମା ହେବା ପାଇଁ ସ୍ଵପ୍ନ ଦେଖିଥାଏ । କିନ୍ତୁ ଆଜିକାଲିର ଲାଇଫ ଷ୍ଟାଇଲ ଓ ଖାଦ୍ୟପେୟକୁ ନେଇ ଅନେକ ସମସ୍ଯା ସୃଷ୍ଟି ହେଉଛି । କିଛି ମହିଳା ମାନେ ନିଜର ଜୀବନ ଶୈଳୀକୁ ବଦଳାଇ ଠିକ ଭାବେ କନସେପ୍ଟ କରିପାରୁଛନ୍ତି ତ ଆଉ କିଛି ମହିଳା ମାନେ ଏଥିରେ ସୁଫଳ ହେଉ ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଜ୍ନିଶ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ ଦ୍ଵାରା ସନ୍ତାନ ପ୍ରାପ୍ତ ହେବାର ଚାନ୍ସ ଅଧିକ ରହିଥାଏ । ଏଠାରେ ଯେଉଁ ଜିନିଷ ବିଷୟରେ କୁହା ଯାଇଛି ତାହା ହେଉଛି ଡାଲଚିନି ଯାହା ଆମେ ଆମର ନୀତି ଦିନିଆ ଖାଦ୍ଯ ବା ଚାହାରେ ବ୍ୟବହାର କରିଥାଉ ।

ଏହାର ସଠିକ ଭାବେ ପ୍ରୟୋଗ କରିଲେ ଏହା ପୋର୍ଟିଲିଟିକୁ ବୁଷ୍ଟ କରିଥାଏ । ଡାଲଚିନି ଖାଇବା ଦ୍ଵାରା ରକ୍ତ ସଞ୍ଚଲାନ ଠିକ ଭାବେ ହୋଇଥାଏ । ଏହାର ସେବନ ଦ୍ଵାରା ୟୁଟ୍ରସକୁ ରକ୍ତ ଠିକ ଭାବେ ସଂଚାର ହୋଇଥାଏ । ୟୁଟ୍ରସରେ ରକ୍ତ ହେଲେ ହରମୋନ ବାଲାନ୍ସ ହୋଇଥାଏ । ଏହା ସହ ଡାଲିଚିନି ଖାଇବା ଦ୍ଵାରା PCOD ନିୟନ୍ତ୍ରଣ ହୋଇଥାଏ । ଯଦି ମହିଳାଙ୍କ ଠାରେ ଓଜନ ଅଧିକ ରହିଥାଏ ବା ଥାଇରଡ ସମସ୍ଯା ରହିଥାଏ ତେବେ ଡାଲଚିନିର ସେବନ କରିବା ଜରୁରୀ ଅଟେ । ଶରୀରରେ ମେଟାବୋଲିଜିମ ଦୂର କରିବା ପାଇଁ ଡାଲଚିନି ବହୁତ ସହାୟକ ହୋଇଥାଏ । ମହିଳା ମାନେ ଋତୁସ୍ରାବରେ ସମସ୍ଯା ହେଉଥିଲେ ଡାଲଚିନି ଖାଇବା ଉଚିତ ।

ଏହା ସହ ଡାଇବେଟିସ ରୋଗ ଥିଲେ ଡାଲଚିନିର ପ୍ରୟୋଗ ବହୁତ ଲାଭଦାୟକ ହୋଇଥାଏ । ଏବେ ଆସନ୍ତୁ ଜଣାଇବା ଡାଲିଚିନୀର ପ୍ରୟୋଗ କିପରି କରାଯିବ । ଯଦି ପିରିଏଡ ବିଳମ୍ବ ହେଉଥାଏ ବା ଅନ୍ୟ କୌଣସି ସମସ୍ଯା ରହିଥାଏ ତେବେ ଗୋଟେ ଗାଲସ ପାଣି ଗରମ କାରନ୍ତୁ । ଏହି ଗରମ ପାଣିରେ ଡାଳିଚିନି ଖଣ୍ଡ ପକାନ୍ତୁ । ଏହାକୁ ୧୦ ମିନିଟ ଯାଏଁ ରଖି ଏହି ପାଣିରେ ମହୁ ମିଶାଇ ସକାଳେ ଖାଲି ପେଟରେ ବା ଖାଇବା ପରେ ସେବନ କରି ପାରିବେ । ଅନ୍ୟ ଏକ ଉପାୟ ହେଉଛି କ୍ଷୀରରେ ଡାଲଚିନି ମିଶାଇ ସେବନ କରି ପାରିବେ । ଯଦି ଆପଣ ଫଳ ଖାଉଛନ୍ତି ତେବେ ଡାଲଚିନି ପାଉଡର ପକାଇ ଖାଆନ୍ତୁ ।

ଏହାକୁ ଘରେ ଅଳ୍ପ ମାତ୍ରାରେ ପ୍ରସ୍ତୁତ କରନ୍ତି ଯାହା ଶରୀର ପାଇଁ ଭଲ ହୋଇଥାଏ । ମହିଳା ମାନେ ପିରିଏଡ ହେବାର ୭ ଦିନ ପରେ ଡାଲଚିନିର ପ୍ରୟୋଗ କରି ପାରିବେ । ଏହାକୁ ଜୁସ ବା ସେକ ସହ ଆଡ କରି ସେବନ କରି ପାରିବେ । ଏହି ସବୁ ଉପାୟ ମହିଳା ମାନେ ପ୍ରାୟ ୬ ମାସ ଯାଏଁ କରନ୍ତୁ । ଯାହା ଦ୍ଵାରା ସେମାନେ ଭଲ ଭାବେ କନସେପ୍ଟ କରି ପାରିବେ । ଯେଉଁ ମହିଳାଙ୍କର କୌଣସି ସାମସ୍ୟା ନ ଥାଏ ତେବେ ଡାଲଚିନିର ପ୍ରୟୋଗ ଅଳ୍ପ ମାତ୍ରା ରେ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *