ଏହି 3 ନାମର ଝିଅମାନେ ହୋଇଥାନ୍ତି ବହୁତ ଖତରନାକ- Jyotisha Shastra

ଘରର ଝିଅ ଓ ବୋହୁ ସ୍ଵୟଂ ମାତା ଲକ୍ଷ୍ମୀ ହୋଇଥାନ୍ତି । ଏହି କଥା ପୂରାପୂରି ସତ୍ୟ ଅଟେ । ଘରେ ଝିଅ ଜନ୍ମ ହେବା କିମ୍ବା ଘରେ ବୋହୁ ପ୍ରବେଶ କରିବା ଘରେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ବୋଲି କୁହାଯାଏ । ଝିଅମାନେ ପୁଅମାନଙ୍କ ଠାରୁ ଅଧିକ ଘରକୁ ସୁଖ ଓ ସମୃଦ୍ଧି ଦେଇଥାନ୍ତି । ଯେଉଁଠି ଗୋଟିଏ ଝିଅ ବିବାହ ପରେ ପିତା ଘର ଛାଡି ଚାଲିଯାଏ ଅନ୍ୟ ପଟେ ଅନ୍ୟ କାହାର ଝିଅ ଆମ ଘରକୁ ବୋହୁ ରୂପରେ ପ୍ରବେଶ କରିଥାଏ ।

ଏହିଭଳି ଭାବରେ ଆମ ଘରେ ସବୁବେଳେ ଲକ୍ଷ୍ମୀ ବାସ କରିଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି କେତେ ଥର ଘରର ଝିଅ, ବୋହୁ, ମା ମା କିମ୍ବା ଅନ୍ୟ କୌଣସି ମହିଳା ଏହିଭଳି କାର୍ଯ୍ୟରେ ଲୀନ ହୋଇ ଯାଆନ୍ତି ଯେଉଁ କାରଣରୁ ମାତା ଲକ୍ଷ୍ମୀ ତାଙ୍କ ଉପରେ ରାଗି ଯାଆନ୍ତି ଓ ମାତା ଲକ୍ଷ୍ମୀ ସେହି ଘରେ କେବେ ବି ପ୍ରବେଶ କରନ୍ତି ନାହିଁ । ତେବେ ଚାଳନ୍ତୁ ଜାଣିବା ସେହି ତିନୋଟି ନାଁର ଝିଅମାନଙ୍କ ବିଷୟରେ ଜାଣିବା ଯେଉଁମାନେ ବହୁତ ଭୟଙ୍କର ହୋଇଥାନ୍ତି ।

B ନାମ ବାଲା ଝିଅମାନେ

ଯେଉଁ ଝିଅ ମାନଙ୍କର ନାଁ B ଅକ୍ଷରୁ ଆରମ୍ଭ ହୋଇଥାଏ ସେମାନଙ୍କ ସ୍ଵଭାବ ସଫା ହୃଦୟର ହୋଇଥାଏ । କିନ୍ତୁ କଥା କଥାରେ ରାଗିଯିବା ଏମାନଙ୍କ ସବୁଠୁ ବଡ ସମସ୍ୟା ଅଟେ । ଏହି ନାଁର ଝିଅମାନେ ଅନ୍ୟ ଉପରେ ନିଜର ରାଗ ଦେଖାନ୍ତି । କିନ୍ତୁ ବହୁତ ରାଗି ହେବା ସତ୍ବେ ବି ଏହି ନାଁର ଝିଅମାନେ ଭଲ ମଣିଷର ଗଣତି ହୋଇଥାନ୍ତି ।

L ନାମ ବାଲା ଝିଅମାନେ

ଏହି ନାଁର ଝିଅମାନେ ଏହିଭଳି କୌଣସି କାମ କରିବାକୁ ପସନ୍ଦ କରନ୍ତି ନାହିଁ ଯେଉଁଥିରେ ଏମାନଙ୍କ ନାଁ ଖରାପ ହେଉ । ଏହି ନାଁର ଝିଅମାନେ ସବୁ କାମରେ ଆଗରେ ରୁହନ୍ତି । ଏହି ନାଁର ଝିଅମାନଙ୍କୁ ଜୀବନରେ ନୂଆ ନୂଆ କାମ କରିବାକୁ ଓ ନୂଆ ନୂଆ ସ୍ଥାନ ବୁଲିଯିବାକୁ ଭଲ ଲାଗେ । କିନ୍ତୁ ଏମାନଙ୍କର ରାଗ ଏମାନଙ୍କୁ କମଜୋର କରି ଦିଏ । ଏମାନେ କାହା ଉପରେ ବି କେତେବେଳେ ବି ରାଗି ଯାଆନ୍ତି । କିନ୍ତୁ ଏମାନେ ହୃଦୟର ବହୁତ ଭଲ ହୋଇଥାନ୍ତି ।

R ନାଁ ବାଲା ଝିଅମାନେ

ଏହି ନାଁର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହା ସହିତ ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହି କାରଣରୁ ଲୋକମାନେ ଏମାନଙ୍କ ଆଡକୁ ଅତି ସହଜରେ ଆକର୍ଷିତ ହୋଇ ଯାଆନ୍ତି । ଏହିଭଳି ମହିଳାମାନେ ସମାଜ ପାଇଁ କାର୍ଯ୍ୟ କରନ୍ତି । କିନ୍ତୁ ଏମାନଙ୍କ ରାଗ ଏମାନଙ୍କର ସବୁଠୁ ବଡ କମଜୋରି ଅଟେ । ଏମାନେ ରାଗିବା ଓ ଭଲ ପାଇବା ଉଭୟ ଜାଣିଛନ୍ତି । କିନ୍ତୁ ଏମାନେ ଦୁଖ ଲୁଚାଇ ପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *