ଏହି 4 ଟି ଜିନିଷ ଖାଇବାର ମନ ହେଉଥିଲେ ବୁଝି ଯାଅନ୍ତୁ ଆପଣ Pregnant ଅଛନ୍ତି- Pregnancy Tips

ପ୍ରତେକ ମହିଳାଙ୍କର ସ୍ଵପ୍ନ ଥାଏ ଯେ ସେମାନେ ପ୍ରେ-ଗ-ନେ-ନ୍ଟ ହେବେ । କିଛି ମହିଳାଙ୍କ ଠାରେ ବିଶେଷ କରି 90% ମହିଳାଙ୍କ ଠାରେ ଦେଖା ଯାଇଛି ଯେ ପ୍ରେ-ଗେ-ନେ-ଣ୍ଟ ସମୟରେ ଅଧିକ ଭୋକ ଲାଗିବା ଦେଖା ଯାଉଛି । କିଛି ମହିଳା ମାନେ ଖାଇବା ପ୍ରତି ଅଧିକ ଲୋ-ଭ କରିଥାନ୍ତି ପ୍ରେ-ଗ-ନେ-ଣ୍ଟ ସମୟରେ । ଯଦି ଜଣେ ମହିଳା ପ୍ରେ-ଗେ-ନେ-ଣ୍ଟ ଥିବ ତେବେ ତାହା ଭୋକ ବଢିବା ପ୍ରଥମ ସପ୍ତାହରୁ ଦେଖା ଯାଇଥାଏ । ଯଦି ପ୍ରେ-ଗେ-ନେ-ଣ୍ଟ ସମୟରେ ଅନ୍ୟ କୌଣସି ଲକ୍ଷଣ ନ ଦେଖାଯାଇ କେବଳ ଭୋକ ଅଧିକ ଲାଗିବା ଭଳି ଲକ୍ଷଣ ଦେଖାଯାଏ ତେବେ ଆପଣ ମାନେ ଏଥିରୁ ଅନୁମାନ କରି ପାରିବେ କି ଆପଣ ପ୍ରେ-ଗେ-ନେ-ଣ୍ଟ ଅଛନ୍ତି କି ନାହି ।

ଯଦି କୌଣସି ବ୍ୟକ୍ତିର ଶ-ରୀ-ର-ରେ ପୋଷାକ ତତ୍ଵର କମି ଥାଏ ତେବେ ସେ ଖାଦ୍ଯ କାହାଇବାକୁ ଅଧିକ ଆଗ୍ରହ ହୋଇଥାଏ । କିନ୍ତୁ ପ୍ରେ-ଗେ-ନେ-ନ୍ଟ ମହିଳା ମାନେ ଯେତେବେଳେ ପ୍ରେ-ଗେ-ନେ-ଣ୍ଟ ହୁଅନ୍ତି ସେହି ସମୟରେ ସେମାନଙ୍କ ଶ-ରୀ-ର-ରେ ହ-ର-ମୋ-ନ ବଢିଥାଏ । ମହିଳା ଙ୍କ ଶ-ରୀ-ର-ରେ ଅନେକ ପରିବର୍ତ୍ତନ ଦେଖା ଯାଇଥାଏ । ଯାହା ଆମ କ୍ରିୟା ପ୍ରକ୍ରିୟା ଗୁଡିକୁ ପ୍ରଭାବିତ କରିଥାଏ । ଶ-ରୀ-ର-ରେ କ୍ରିୟା ପରିବର୍ତ୍ତନ ହେଲେ ଆମ ଶ-ରୀ-ର-ରେ ପୋଷଣରେ ଅନେକ ପରିବର୍ତ୍ତନ ଆସିଥାଏ । ସେହି ସମୟରେ ମହିଳା ମାନେ ବିଶେଷ ଖାଦ୍ୟ ଖାଇବାକୁ ଇଚ୍ଛା କରିଥାନ୍ତି ।

ପ୍ରେ-ଗେ-ନେ-ଣ୍ଟ ମହିଳା ମାନେ ମିଠା ଜାତୀୟ ଖାଦ୍ଯ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ଆଉ କିଛି ମହିଳା ମାନଙ୍କୁ ପ୍ରେ-ଗେ-ନେ-ଣ୍ଟ ସମୟରେ ରା-ଗ ବା ସ୍ପାଇଶି ଖାଦ୍ଯ କହିବାକୁ ପସନ୍ଦ ଆସିଥାଏ । ଯେମିତି କୁ ଫାଷ୍ଟ ଫୁଡ ବା ଅନ୍ୟ କୌଣସି ସ୍ପାଇଶି ଫୁଡ ଇତ୍ୟାଦି । ଆଉ କିଛି ମହିଳା ମାନେ ଖଟା ଖାଦ୍ଯ ଖାଇବାକୁ ପସନ୍ଦ କରିଥାନ୍ତି । ଯେମିତି କି ଲେମ୍ବୁ ବା ଆଚାର ଇତ୍ୟାଦି । ଆଉ କିଛି ମହିଳାଙ୍କୁ ଚକଲେଟ ଖାଇବାକୁ ପସନ୍ଦ ଲାଗିଥାଏ । ଏହି ଭଳି ଖାଇବାରେ ପରିବର୍ତ୍ତନ ମହିଳାଙ୍କ ଠାରେ ପ୍ରେ-ଗେ-ନେ-ନ୍ଟ ହେବାର ୪ରୁ ୫ ସପ୍ତାହ ମଧ୍ୟରେ ଦେଖା ଯାଇଥାଏ ।

ଏଥିରୁ ଜଣା ପଡିଥାଏ ଯେ ଆପଣଙ୍କ ଶ-ରୀ-ର-ରେ ହ-ର-ମୋ-ନ୍ସ ତୀବ୍ର ଗତିରେ ବୃଦ୍ଧି ପାଉଛି । ଯଦି ଆପଣଙ୍କ ଋତୁସ୍ରାବ ସମୟ ଗାଡି ଯାଇଛି ତେବେ ମହିଳା ଏହି ସବୁ ପରିବର୍ତ୍ତନ ନିଜ ଶ-ରୀ-ର-ରେ ଦେଖିବାକୁ ପାଇବେ । ଯଦି ମହିଳା ମାନେ ପ୍ରେ-ଗେ-ନେ-ଣ୍ଟ ଅଛନ୍ତି ତେବେ ସନ୍ତୁଳନ ଭାବେ ଖାଦ୍ଯ ଖାଇବା ଉଚିତ । ଅଧିକ ଗରମ, ରା-ଗ, ତେଲ ଜାତୀୟ ଖାଦ୍ଯ ବା ଖଟା ଖାଦ୍ଯ ବା ମିଠା ଜାତୀୟ ଖାଦ୍ୟର ସେବନ କରିବା ଅନୁଚିତ । ଏହା ଦ୍ଵାରା ଆପଣଙ୍କୁ ପରେ ଅନେକ ସ-ମ-ସ୍ଯା ହୋଇପାରେ । ଏହି ସବୁ କଥା ପ୍ରତି ପ୍ରେ-ଗେ-ନେ-ଣ୍ଟ ମହିଳା ମାନେ ସ-ତ-ର୍କ ରହିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *