ଏହି ୪ ଟି କଥା, ଯାହା ଆପଣଙ୍କୁ ନିଜ ଜୀବନ ସାଥୀଙ୍କୁ କେବେବି କହିବା କଥା ନୁହେଁ…

ଆମେ ସମସ୍ତେ ସେହି ସ୍ଥିତିରେ ରହୁ ଯେଉଁଠି କ୍ରୋଧରେ ଆମେ ବହୁତ କଥା କହିଦେଉ ଯେଉଁଥି ପାଇଁ ଆମେ ପରେ ପସ୍ତେଇ ଥାଉ । ବିବାହରେ ସମାନତା, ଜୁନୁନ, ଭଲପାଇବା ଓ ବିଶ୍ଵାସକୁ ବନେଇ ରଖିବା ପାଇଁ ଜୀବନସାଥି ତରଫରୁ ବହୁତ ପ୍ରୟାସ କରାଯାଇଥାଏ ।

ବହୁତ ବାର ଆମେ କହୁଥିବା ଜିନିଷକୁ ଜୋରସୋର କହିଥାଉ ଯେଉଁଥିରେ ଆମର ଜୀବନ ସାଥିକୁ କ୍ଷତି ହୋଇଥାଏ । କିନ୍ତୁ କେବେ କେବେ ସବୁଠୁ ଅସହଜ ଚର୍ଚା ହେବା ଦ୍ଵାରା ସବୁ କଥାର ଜବାବ ମିଳିଥାଏ । କିନ୍ତୁ  ଏହି ଝଗଡା ସମୟରେବି ଗୋଟେ ସୀମା ରହିବା ଦରକାର ।

Image Courtesy: Google

ସବୁବେଳେ ତୁମର ଭୁଲ : ଏହି କଥା ସବୁବେଳେ ଆପଣଙ୍କ ଜୀବନ ସାଥି ସହିତ ଆଗକୁ ଝଗଡା, ଅଶାନ୍ତି, ଓ ବିୟୋଗର କାରଣ ହୋଇଥାଏ । ଏହାକୁ ଛାଡି ଟିକେ ନିଶ୍ଵାସ ନିଅନ୍ତୁ, ଶାନ୍ତ ହୋଇ, ଭାବନ୍ତୁକି ଆପଣ କେଉଁଠି ଭୁଲ କରିଛନ୍ତି । ଆପଣଙ୍କ ଜୀବନ ସାଥି ସହିତ ସିଧା ଓ ଶାନ୍ତିର ସହ ସେହି ବିଷୟରେ କଥା ହୁଅନ୍ତୁ, ଯେଉଁ ଜିନିଷ ଆପଣଙ୍କୁ ଚିନ୍ତାରେ ପକାଉଚି ଓ ଚେଷ୍ଟା କରି କିଛି ସମାଧାନରେ ପହଞ୍ଚି ଥାଉ । ଯଦି ଆବଶ୍ୟକ ପଡେ ତେବେ କାଉନସିଲର ସଜେସନ ନିଅନ୍ତୁ ।

Image Courtesy: Google

ମୋତେ ଦୁଖ ଲାଗୁଛି, କିନ୍ତୁ … ହଁ, ଏମିତି ସମୟବୀ ହୋଇଥାଏ ଆମେ ନିଜ କାର୍ଯ୍ୟ ପାଇଁ କ୍ଷମା ମଗାଇ ନଥାଉ । ଆମେ ସ୍ଥିତିକୁ ଶାନ୍ତ କରିବା ପାଇଁ ଜୋରରେ କହି ପୁଣି ଆମେ ସବୁ କିଛି ଖରାପ କରିଥାଉ । କେବେ କେବେ ନିଜ କଥାକୁ ବା କାର୍ଯ୍ୟକୁ ଠିକ କରି ନ ଚିହ୍ନିବା ପାଇଁ  ଚେଷ୍ଟା କରିବା ଠିକ ହୋଇଥାଏ । ଆପଣଙ୍କ କ୍ଷମା ପାଇଁ  ‘କିନ୍ତୁ ‘  ଯୋଡିକି ଆପଣ ଖାଲି କହୁଛନ୍ତିକି ଆପଣଙ୍କୁ ଲାଗୁଛିକି ଆପଣ ଭୁଲ ନୁହନ୍ତି ।

Image Courtesy: Google

କଣ ଆପଣ ପୁଣି ଯାଉଛନ୍ତି : କଣ ଆମେ ଗମ୍ଭୀରତାରେ ଏହି ଲାଇନ ଉପରେ ପ୍ରତିବନ୍ଧ ଲଗେଇ ପାରିବେ । ନା ସେହି ଜିନିଷକୁ ବନ୍ଦ କରିଦେବେ ଯାହା ଆପଣଙ୍କ ପତି କି ପତ୍ନୀ ଏହି ଲାଇନକୁ ଦୋହରାଇ ଥାଏ । ଏହା ବଦଳରେ ଚେଷ୍ଟା କରନ୍ତୁ ଓ ଏହାକୁ ଛାଡି ଅଲଗା କଥା ହୁଅନ୍ତୁ ଓ ନିଜ ସଂସାରରେ ସୁଧାର ଆଣିବା ପାଇଁ ଚେଷ୍ଟା କରନ୍ତୁ , ଗୋଟେ ବିଶିଷ୍ଟ, ଅସ୍ଥାଇ ଅନୁରୋଧ କରନ୍ତୁ । ଏହା ଦ୍ଵାରା ଜୀବନରେ ଅନେକ କିଛି ପରିବର୍ତନ ହୋଇବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *