ଏହି 5ଟି ଉପାୟରେ WhatsApp ହୋଇପାରେ ହ୍ୟାକ! କେମିତି ଜାଣନ୍ତୁ

ଆଜିକାଲି ଇଣ୍ଟରନେଟ ର ଦୁନିଆରେ ବହୁଳ ମାତ୍ରା ରେ ବ୍ୟବହାର କରା ଯାଉଛି । ଯେମିତି କି ଫେସବୁକ, ୱ୍ହାଟସପ, ଇଂଷ୍ଟାଗ୍ରାମ ଭଳି ଆହୁରି ଅନେକ ଆପ ରହିଛି । ତେବେ ବିଶେଷ କରି ଲୋକ ମାନେ ୱ୍ହାଟସପର ଅଧିକ ମାତ୍ରା ରେ ପ୍ରୟୋଗ କରୁ ଥିବାର ନଜର ଆସୁଛନ୍ତି । ସାଧାରଣତ ୱ୍ହାଟସପ ଦୁଇଟି ଜାଗାରେ ଏକା ସମୟରେ ଚାଲିପାରେ । ପ୍ରଥମ ହେଉଛି ଆପଣଙ୍କ ମୋବାଇଲରେ ୱ୍ହାଟସପ ଚାଲିପାରେ । ଅନ୍ୟଟି ହେଉଛି ୱ୍ହାଟସପ ୱେ-ବ ସାହାଜ୍ଯରେ ଲ୍ୟାପଟପ ବା ଡେସ୍କଟପରେ ଚାଲିପାରେ ।

ସା-ଇ-ବ-ର ଠ-କ ମାନେ ଅନେକ ଉପାୟ କରି ୱ୍ହାଟସପ ଆପ କୁ ହ୍ୟା-କ କରିଥାନ୍ତି । ତେବେ ସେହି ଉପାୟ ଗୁଡିକ କଣ ଆସନ୍ତୁ ଜାଣିବା । ସା-ଇ-ବ-ର ଠ-କ ମାନେ ୱ୍ହାଟସପ ହ୍ୟା-କ କରିବା ପାଇଁ ପ୍ରଥମ ଉପାୟ ଆପଣେଇଥାନ୍ତି ଯେ ୱ୍ହାଟସପକୁ ଏକ ମ୍ଯାସେଜ ଆସିବ ସେଥିରେ ଲେଖା ଥିବ ୬ଟି ନମ୍ବର ଥିବା କୋଡ ଦିଅନ୍ତୁ ।

ଯଦି ଆପଣ ୬ଟି କା କୋଡ ଦେଇ ଦିଅନ୍ତି ତେବେ ଆପଣଙ୍କ ୱ୍ହାଟସପ ହ୍ୟା-କ ହୋଇଯିବ । ଦିତୀୟଟି ହେଉଛି ଆପଣଙ୍କ ଫୋନକୁ QR କୋଡ ଆସିବ ଯେଉଁଥିରେ ଲେଖାଥିବ ଯେ ଆପଣଙ୍କର ୨ଲକ୍ଷ ବା ୩ଲକ୍ଷ ଟଙ୍କା ଭଳି ପ୍ରାଇଜ ରହିଛି ଯାହା ପାଇଁ ଆପଣ QRକୁ ସ୍କାନ କରନ୍ତୁ । ଯଦି ଆପଣ ସ୍କାନ କରି ଦିଅନ୍ତୁ ତେବେ ଡା-ଟା ଲି-କ ହେବା ସହ ୱ୍ହାଟସପ ନମ୍ବର ୱ୍ହାଟସପ ୱେବକୁ ଚାଲିଯିବ ।

ତୃତୀୟଟି ହେଉଛି ଯଦି ଆପଣଙ୍କ ମୋବାଇଲକୁ କୌଣସି ଫ୍ରେ ଚାରଜିଙ୍ଗ ପଏଣ୍ଟ ରେ ବ୍ଯାଟେରୀ ଚାର୍ଜ କରୁଥିବେ ତେବେ ଆପଣଙ୍କ ୱ୍ହାଟସପ ହ୍ୟା-କ ହୋଇଯିବ । ଚତୁର୍ଥ ହେଉଛି ଯଦି ପବ୍ଲିକ ୱାଇ-ଫାଇରେ ଆପଣଙ୍କର ଇଣ୍ଟରନେଟ ବ୍ରାଉଜିଂ କରିବେ ସେଥିରେ ହ୍ୟା-କ-ର ମାନେ ହ୍ୟା-କ କରି ପାରିବେ ।

ଅନ୍ୟଟି ହେଉଛି ଯଦି ଆପଣଙ୍କଉ ୱ୍ହାଟସପ ବା ଏସେମେଶରେ କୌଣସି ଲି-ଙ୍କ ଆସିଥିବ ଯେ ଏହି ଲି-ଙ୍କକୁ କ୍ଲିକ କରନ୍ତୁ ବା କୌଣସି ଲୋଭନୀୟ ଅଫର ଥିବ । ଯଦି ଆପଣ ଏହି ଲି-ଙ୍କ ଉପରେ କ୍ଲିକ କରନ୍ତି ତେବେ ଅପାନଙ୍କ ମୋବାଇଲରେ ମାଲଭେର ଲୋଡ ହେବ ଯାହା ଦ୍ଵାରା ଆପଣଙ୍କର କ-ଣ୍ଟା-କ୍ତ- ଡିଟେଲ୍ସ ଗୁଡିକ ହ୍ୟା-କ ହୋଇଯିବ ।

ଏହାର ସମାଧନା ପାଇଁ ୱ୍ହାଟସପରେ ସେ-ଟିଂ ଭିତରେ ଥିବା ଟୁ ୱେ ଭେରୀଫିକେସନ କୁ ଅନ କରନ୍ତୁ । ଏହା ସହ ଆପଣ କୋଡ କାହାକୁ ଦିଅନ୍ତୁ ନାହି । ଏହା ବ୍ଯତୀତ ନିଜ ମୋବାଇଲ ଅନ୍ୟ କାହାକୁ ଦିଅନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କର ସବୁ ଡିଟେଲ୍ସ ହ୍ୟା-କ ହୋଇପାରେ । ଏହା ବ୍ଯତୀତ ୱ୍ହାଟସପ ଯଦି ଲି-ଙ୍କ ବା ଏସେମେଶ ଆସୁଛି ତେବେ ତାହା ଉପରେ କ୍ଲିକ କରିବେ ନାହି । ଏହିପରି ଭାବେ ହ୍ୟା-କ-ର୍ଷ ମାନଙ୍କ ଠାରୁ ଆପଣ ସତର୍କ ରହି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *