9 Bollywood ଅଭିନେତା ଓ ଅଭିନେତ୍ରୀ ଯେଉଁ ମାନେ ବହୁତ କମ ବୟସରେ ଦୁନିଆକୁ କହିଲେ ଅଲବିଦା, 6 ନମ୍ବର ଅଭିନେତ୍ରୀଙ୍କୁ ମୃତ୍ୟୁ ସମୟରେ ହୋଇଥିଲା 19 ବର୍ଷ

ବଲୀଉଡରେ ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନେ ବହୁତ ବର୍ଷ ପର୍ଯ୍ୟନ୍ତ ଲୋକମାନଙ୍କ ହୃଦୟରେ ରାଜ କରିଛନ୍ତି । ଯେମିତି କି ସିଦ୍ଧାର୍ଥ ଶୁକ୍ଲା, ସୁଶାନ୍ତ ସିଂହ ରାଜପୁତ ଓ ଇରଫାନ ଖାନ । କିଛି ଦିନ ତଳେ ହିଁ ୪୦ ବର୍ଷ ବୟସରେ ବଲୀଉଡ ଷ୍ଟାର ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଯାଇଛି । କେତେକ ରିପୋର୍ଟ ଅନୁସାରେ ସିଦ୍ଧାର୍ଥ ଶୁକ୍ଲା ଡିପ୍ରେସନରେ ବି ଥିଲେ ଓ ଏହି କାରଣ ଥିଲା ତାଙ୍କର ହୃଦଘାତର ।

ସେହିଭଳି ସୁଶାନ୍ତ ସିଂହ ରାଜପୁତ ଯିଏକି ବହୁତ କମ ବୟସରେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ଷ୍ଟାରମାନଙ୍କ ବିଷୟରେ କହିବୁ ଯେଉଁମାନେ ବହୁତ ଅଳ୍ପ ବୟସରେ ଏହି ଦୁନିଆକୁ ଛାଡି ଚାଲି ଯାଇଛନ୍ତି ।

ଇରଫାନ ଖାନ

ଇରଫାନ ବଲୀଉଡର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ସେ କେବଳ ବଲୀଉଡରେ ନୁହେଁ କେତେକ ଆମେରିକାନ ଓ ବ୍ରିଟିଶ ଫିଲ୍ମରେ ବି କାମ କରିଛନ୍ତି । ତାଙ୍କର ମୃ-ତ୍ୟୁ କ୍ୟାନ୍ସର କାରଣରୁ ୨୯ ଏପ୍ରିଲ ୨୦୨୦ରେ ହୋଇଥିଲା ।

ଋଷି କପୁର

୩୦ ଏପ୍ରିଲ ୨୦୨୦ ରେ କ୍ୟାନ୍ସର କାରଣରୁ ରିଶି କପୁରଙ୍କ ମୃ-ତ୍ୟୁ ହୋଇଥିଲା । ଋଷି କପୁର ଜଣେ ଫିଲ୍ମ ଡାୟରେକ୍ଟର, ପ୍ରଡ୍ୟୁସର ଓ ଅଭିନେତା ଥିଲେ ।

ୱାଜିଦ ଖାନ

ୱାଜିଦ ଖାନ ବଲୀଉଡରେ ମ୍ୟୁଜିକ ଡାୟରେକ୍ଟର ରୂପରେ କାମ କରୁଥିଲେ । ସେ ବହୁତ ସୁପରହିଟ ଫିଲ୍ମର ଗୀତରେ କାମ କରିଛନ୍ତି । ୩୧ ମେ ୨୦୨୦ରେ ମାତ୍ର ୪୨ ବର୍ଷ ବୟସରେ ୱାଜିଦଙ୍କ ଖାନ ମୃ-ତ୍ୟୁ ହୋଇଛି ।

ଶ୍ରୀ ଦେବୀ

୨ ଫେବ୍ରୁୟାରୀ ୨୦୧୮ରେ ଗୋଟିଏ ହୋଟେଲର ବାଥରୁମରେ ଶ୍ରୀ ଦେବୀଙ୍କ ମୃତ ଶରୀରର ମିଳିଥିଲା । ଶ୍ରୀ ଦେବୀ ବଲୀଉଡର ପ୍ରତିଭାଶାଳୀ ଓ ସୁନ୍ଦର ଅଭିନେତ୍ରୀ ଥିଲେ ।

ସୌନ୍ଦର୍ୟା

ଅଭିନେତ୍ରୀ ସୌନ୍ଦର୍ୟା ପ୍ରାୟତଃ ତେଲୁଗୁ ଓ କନ୍ନଡ ଫିଲ୍ମରେ କାମ କରିଛନ୍ତି ଓ ସେ ବଲୀଉଡରେ ବି କାମ କରିଛନ୍ତି । କିନ୍ତୁ ୧୭ ଏପ୍ରିଲ ୨୦୦୪ରେ ହେଲିକପ୍ଟର କ୍ରାଶ କାରଣରୁ ମାତ୍ର ୩୧ ବର୍ଷ ବୟସରେ ସୌନ୍ଦର୍ୟାଙ୍କ ମୃ-ତ୍ୟୁ ହୋଇଛି ।

ଦିବ୍ୟା ଭାରତୀ

ଦିବ୍ୟା ଭାରତୀ ବଲୀଉଡରେ ଡେବ୍ୟୁ କରିବା ମାତ୍ରେ ହିଁ ପ୍ରସିଦ୍ଧ ହୋଇଗଲେ । ସୂଚନା ଅନୁସାରେ ଦିବ୍ୟା ଭାରତୀ ୫ ଏପ୍ରିଲ ୧୯୯୩ରେ ନିଜର ଫ୍ଲାଟରୁ ଡେଇଁ ପଡିଥିଲେ ଓ ସେହି ସମୟରେ ସେ ମାତ୍ର ୧୯ ବର୍ଷର ଥିଲେ ।

ଇନ୍ଦର କୁମାର

ଇନ୍ଦର କୁମାର ବଲୀଉଡର ସଲମାନ ଖାନ ବହୁତ ଭଲ ବନ୍ଧୁ ଥିଲେ । ଦୁଇ ଜଣ ଏକତ୍ରିତ ବହୁତ ଫିଲ୍ମରେ କାମ ବି କରିଛନ୍ତି । ୨୮ ଜୁଲାଇ ୨୦୧୭ରେ ମାତ୍ର ୪୦ ବର୍ଷ ବୟସରେ ଇନ୍ଦର କୁମାର ସୁ-ସା-ଇ-ଡ କରିନେଲେ ।

ସୁଶାନ୍ତ ସିଂହ ରାଜପୁତ

୧୪ ଜୁନ ୨୦୨୦ରେ ବଲୀଉଡର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁ-ସା-ଇ-ଡ ଖବର ସାମ୍ନାକୁ ଆସିଥିଲା । ରିପୋର୍ଟ ଅନୁସାରେ ସୁଶାନ୍ତ ଡିପ୍ରେସନ ଭଳି ରୋଗରେ ବହୁତ ଦିନ ହେବ ପୀଡିତ ଥିଲେ ଓ ସେ ୩୪ ବର୍ଷର ଥିଲେ ।

Leave a Reply

Your email address will not be published. Required fields are marked *