ଏହି ଅଭିନେତ୍ରୀ ମାନେ ବାହାଘର ପୂର୍ବରୁ ନିଜ Boyfriend ଠାରୁ ହୋଇଛନ୍ତି Pregnant

ଯେଉଁ ମାନେ ବିବାହ ପୂର୍ବରୁ ତାଙ୍କ ବୟ ଫ୍ରେନ୍ଡ ଠାରୁ ଗର୍ଭବତୀ ହୋଇଛନ୍ତି ତା ପରେ ସେମାନେ ଅଲଗା ଆଡେ ବିବାହ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହାକି ତାଙ୍କ ସ୍ଵାମୀ ମାନେ ଏହି ବିଷୟରେ ସବୁ ଯାନୀ ମଧ୍ୟ ବହୁତ ଖୁସିରେ ସେମାନଙ୍କ ହାତ ଧରିଛନ୍ତି । ଆସନ୍ତୁ ସେହି ଚାରି ଜଣଙ୍କ ଅଭିନେତ୍ରୀଙ୍କ ବିଷୟରେ ଜାଣିବା । ଯେଉଁ ମାନେ ବିବାହ ପୂର୍ବରୁ ତାଙ୍କ ପ୍ରେମୀଙ୍କ ଠାରୁ ଗର୍ଭବତୀ ହୋଇଥିଲେ । ସେଥି ପାଇଁ ଲେଖାଟିକୁ ପୁରା ସେସ ଯାଇ ଦେଖନ୍ତୁ ।

ସେଲିନା ଜେଟଲି :- ୨୦୦୧ ମସିହାରେ ମିସ ଇଣ୍ଡିଆ ମକୁଟ ପିନ୍ଧିଥିଲେ ସେଲିନା ଜେଟଲି । ସେ ବିବାହ ପୂର୍ବରୁ ନିଜ ବୟ ଫ୍ରେନ୍ଡଠୁ ଗର୍ଭବତୀ ହୋଇଥିବା କାରଣରୁ ଆବୋର୍ଶନ ମଧ୍ୟ କରିଥିଲେ । ଏହା ପରେ ସେ ପିଟର ହକଙ୍କ ସହିତ ଡେଟରେ ଯାଇଥିଲେ ଆଉ କିଛି ଦିନ ପରେ ସେ ତାଙ୍କୁ ହିଁ ବିବାହ କରିଥିଲେ । ବିବାହ ପୂର୍ବରୁ ସେ ପ୍ରେଗନେଣ୍ଟ ଥିଲେ ବୋଲି ପିଟରଙ୍କୁ ଭଲ ଭାବରେ ଜଣା ଥିଲା । ଏହା ସତ୍ବେ ସେ ତାଙ୍କୁ ହିଁ ବିବାହ କରିଥିଲେ ।

ଦିତୀୟ ରେ ଆସୁଛନ୍ତି କୋଙ୍କଣା ସେନ :- ହିନ୍ଦୀ ବଙ୍ଗଳା ଓ ସାଉଥର ଜେନ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି କୋଙ୍କଣା ସେନ ।  ନିଜର ଜବରଦସ୍ତ ଅଭିନୟ ଦ୍ଵାରା ବହୁତ ସାରା ଦର୍ଶକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସଫଳ ହୋଇଥିଲେ କୋଙ୍କଣା ସେନ । ଦେଖିବାକୁ ଗଲେ ରଣବିର ସୁରୀଙ୍କୁ ବିବାହ କରିବା ପୂର୍ବରୁ ଅନ୍ୟ ଜଣକ ସହ ଡେଟରେ ରହି ଗର୍ଭବତୀ ହୋଇଥିଲେ କୋଙ୍କଣା ସେନ । ଏହା ପରେ ସେ ରଣବିର ସୋରିଙ୍କୁ ବିବାହ କରିଥିଲେ  ଓ ତାଙ୍କ ସମ୍ପର୍କ ବେସୀ ଦିନ ପର୍ଯ୍ୟନ୍ତ ଯାଇ ନଥିଲା । ଆଊ ଶେଷରେ ସେମାନଙ୍କର ଛାଡପତ୍ର ହୋଇଥିଲା ।

ସାରିକା ହାସନ :- ସାଉଥ ହିରୋ କମଳ ହାସନଙ୍କ ସ୍ତ୍ରୀ ହେଉଛନ୍ତି ସାରିକା ହସନ । ବିବାହ ପୂର୍ବରୁ ସାରିକା ମଧ୍ୟ ଗର୍ଭବତୀ ଥିଲେ ଆଉ ଏହି କଥା କମଳ ମଧ୍ୟ ବହୁତ ଭଲ ଭାବରେ ଜଣା ଥିଲା ।  ସାରିକା ଆବୋର୍ଶନ କରିବା ପରେ କମଳ ହାସନଙ୍କୁ ବିବାହ କରିଥିଲେ । ଆଉ ଏହା ପରେ ତାଙ୍କର ଦୁଇଟି ଝିଅ ଜନ୍ମ ନେଇଥିଲେ । ଜଣେ ହେଉଛି ସ୍ରୁତି ହସନ ଓ ଆଉ ଜଣେ ହେଉଛି ଅକସରା ହାସନ ।

ଅମୃତା ଆରୋରା :- ମଲ୍ଲିକା ଆରୋରାଙ୍କ ଭଉଣୀ ହେଉଛନ୍ତି ଅମୃତା ଆରୋରା । ୨୦୦୯ ମସିହାରେ ସେ ଜଣେ ଶିଳ୍ପ ପତି ଶକିଲ ଦାଦାଙ୍କୁ ବିବାହ କରିଥିଲେ । ଆଉ ବିବାହ ପୂର୍ବରୁ ସେ ଗର୍ଭବତୀ ହୋଇଥିଲେ । ବ୍ଯ୍ବହାର ମାତ୍ର ପନ୍ଦର ଦିନ ପରେ ସେ ମା ହେବେ ବୋଲି ଘୋଷଣା କରିଥିଲେ । ଆଉ ଶକିଲ ହିଁ ଅମୃତାଙ୍କ ପ୍ରେମୀ ଥିଲେ । କେଉଁ କେଉଁ ଅଭିନେତ୍ରୀ ମାନେ ବାହାଘର ପୂର୍ବରୁ ନିଜ ବୟ ଫ୍ରେଣ୍ଡ ଠାରୁ ହୋଇଛନ୍ତି ପ୍ରେଗନେଟ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *