ଏହି ଅଭିନେତ୍ରୀଙ୍କ ମା ସହ ବିବାହ କରିବା ପାଇଁ ଚାହୁଁଥିଲେ Salman Khan, ନାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବଲୀଉଡ ଦୁନିଆରେ ଏବେ ବି କିଛି ଅଭିନେତା ଅଭିନେତ୍ରୀ ଅଛନ୍ତି ଯିଏ ବିବାହ କରି ନାହାନ୍ତି । ତେବେ ଏହି ଭଳି ସେଲିବ୍ରେଟି ମାନଙ୍କ ବିବାହ ପାଇଁ ଦର୍ଶକ ମାନେ ବହୁତ ଅପେକ୍ଷା କରିଛନ୍ତି କିନ୍ତୁ ଏବେ ଆଉ ଲାଗୁ ନାହିଁ ଯେ ସେ ବିବାହ କରିବେ । ତେବେ ତବ୍ବୁ ହୁଅନ୍ତୁ ବା ସୁସ୍ମିତା ସେନ ବା ସଲମାନ ଖାନ ଏହି ସବୁ ଷ୍ଟାର ମାନେ ବର୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ଆଜି ଆମେ ଆପଣଙ୍କୁ ସଲମାନ ଖାନଙ୍କ ବିଷୟରେ ଏମିତି ଗୋଟେ କଥା କହିବୁ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ କରିବେ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ମା ସହ ସଲମାନ ଖାନ ବିବାହ କରିବା ପାଇଁ ଇଛା କରୁଥିଲେ ।

Image Courtesy: Google

ଏହି କଥା ସେ ସମୟର ଅଟେ ଯେତେବେଳେ ସଲମାନ ଖାନ କଲେଜରେ ପାଠ ପଢୁଥିଲେ । ସେହି ସମୟରେ ତାଙ୍କୁ ଅଶୋକ କୁମାରଙ୍କ ନାତୁଣୀ ସାହିନ ସହ ପ୍ରେମ ହୋଇଥିଲା । ସାହିନ ଦେଖିବା ପାଇଁ ବହୁତ ସୁନ୍ଦରୀ ଥିଲେ କଲେଜରେ ତାଙ୍କୁ କେତେ ପୁଅ ଭଲ ପାଉଥିଲେ ସଲମାନ ବି ସେହି ପୁଅଙ୍କ ମଝିରୁ ଜଣେ ଥିଲେ । ତେବେ ସଲମାନ ସାହିନକୁ ଏତେ ପସନ୍ଦ କରୁଥିଲେ ଯେ ସେ ଏହି କଥା ନିଜ ଘରେ କହିଥିଲେ ଓ ସେ ଦୁହିଙ୍କ ବିବାହ ମଧ୍ୟ ହୋଇ ଯାଇଥାନ୍ତା ଯଦି ସଂଗୀତା ବିଜଲାନି ସହ ସଲମାନ ଖାନ ନା ଯୋଡା ହୋଇ ନଥାନ୍ତା ।

Image Courtesy: Google

ବିବାହ ଆଗରୁ ସଂଗୀତା ସହ ସଲମାନ ଖାନ ସମ୍ପର୍କ ଅଟେ ବୋଲି ସବୁ ଆଡେ ଚର୍ଚା ହୋଇଥିଲା ଏହି କାରଣ ପାଇଁ ବିବାହ ଭାଙ୍ଗି ଯାଇଥିଲା । ଆଜି ପର୍ଯ୍ୟନ୍ତ ସଲମାନ ଖାନ ସହ ବହୁତ ଝିଅଙ୍କ ନା ଯୋଡା ହୋଇଛି କିଛି ସତ ଓ କିଛି ମିଛ ଅଟେ । ତେବେ ଖବର ଅନୁଯାଇ ଏସ୍ଵର୍ଯା, କଟରିନା, ସଂଗୀତା ବିଜଲାନି ଏହି ଭଳି କେତେକ ଅଭିନେତ୍ରୀ ମାନଙ୍କ ସହ ତାଙ୍କର ସତରେ ଅଫେଅର ଥିଲା । ଖବର ଅନୁଯାଇ ଏହା ମଧ୍ୟ କୁହା ଯାଇଛି ଯେ ସାହିନ ମଧ୍ୟ ସଲମାନ ଖାନଙ୍କୁ ବହୁତ ଭଲ ପାଉଥିଲେ ଓ ତାଙ୍କ ସହ ବିବାହ ମଧ୍ୟ କରିବା ପାଇଁ ଇଛା କରୁଥିଲେ  ।

Image Courtesy: Google

କିନ୍ତୁ ଯେତେବେଳେ ତାଙ୍କୁ ଏହି ଖବର ଜଣା ପଡିଥିଲା ଯେ ସଲମାନ ଖାନ ସମ୍ପର୍କ ତାଙ୍କ ସହ ଓ ସଂଗୀତା ସହ ମଧ୍ୟ ଅଛି ସେତେବେଳେ ସେ ସଲମାନ ଖାନ ଠାରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ପରେ ସଲମାନ ଖାନ ଓ ସାହିନ ଅଲଗା ହୋଇଗଲେ ଓ ସାହିନ ନିଜ ଘର ଲୋକଙ୍କ ଇଛାରେ ବିବାହ କରିଥିଲେ । ବର୍ତମାନ ତାଙ୍କର ଗୋଟେ ଝିଅ ଅଛି ଯାହା ନାମ ଆଈଶା ସେଗଲ ଅଟେ ସେ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ଓ ବହୁତ ଶୀଘ୍ର ବଲୀଉଡ ଦୁନିଆରେ କାମ ମଧ୍ୟ କରିବେ ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *