ଏହି ଅଭିନେତ୍ରୀ ମାନେ ଏତେ ସୁନ୍ଦର ହୋଇ ମଧ୍ୟ ଅନ୍ୟର ସ୍ଵାମୀ ସହ କରିଛନ୍ତି ଦ୍ଵିତୀୟ ବିବାହ

ବଲୀଉଡ ଦୁନିଆରେ ଲୋକ ନିଜ ଭାଗ୍ୟ ଆଜମେଇବା ପାଇଁ ଯାନ୍ତି, ଗୋଟେ ରାତିରେ ଲୋକଙ୍କ ଭାଗ୍ୟ ବଦଳିଯାଇଥାଏ, ଓ ଏହି ରଙ୍ଗ ବିରଙ୍ଗ ଆଲିଶାନ ରଙ୍ଗ ଦୁନିଆରେ ହଜି ଯାଇଥାନ୍ତି । ଏହି ରଙ୍ଗୀନ ଦୁନିଆରେ ଯାହା ପାଖରେ ଯେତେ ଟଙ୍କା ଅଛି ତା ଇଜତ ମହତ୍ଵ ବହୁତ କମ ଅଟେ, ଏଠି ମାନ ସମ୍ମାନକୁ ବହୁତ କମ ମହତ୍ଵ ଦିଆ ଯାଏ, ସେଥିପାଇଁ ବିବାହ ଭଳି ଅନମୋଲ ବନ୍ଧନ ବି ଏଠି ଟଙ୍କାରେ ତୁଳନା କରା ଯାଇଥାଏ ।

ବଲୀଉଡ ଦୁନିଆରେ ବିବାହ କିଛି ବଡ କଥା ନୁହ ସବୁ ଟଙ୍କା ଖେଳ ଅଟେ ଭଲ ଟଙ୍କା ହେଲେ ସମ୍ପର୍କ କିଛି ସମୟ ଯାଇ ପାରେ କିନ୍ତୁ ଟଙ୍କା ନଥିଲେ ସମ୍ପର୍କ ବହୁତ ଶୀଘ୍ର ଭାଙ୍ଗି ଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅନ୍ୟ ମହିଳାଙ୍କ ସ୍ଵାମୀ ସହ ବିବାହ କରିଛନ୍ତି ।

୧. ବିପାଶା ବାସୁ :

ବଲୀଉଡ ଦୁନିଆରେ ବିପାଶା ବାସୁ ବହୁତ ଫିଲ୍ମ କରିଛନ୍ତି, ତେବେ ପୂର୍ଣ ଗୋରା ନହେଲେ ବି ବିପାଶା ବହୁତ ନା କମେଇଛନ୍ତି । ତେବେ ବଲୀଉଡ ରେ ବହୁତ ଅଭିନେତାଙ୍କ ନା ବିପାଶାଙ୍କ ସହ ନା ଯୋଡା ଯାଇଥିଲା କିନ୍ତୁ ସମସ୍ତଙ୍କ ମନ ଭାଙ୍ଗି ବିପାଶା ଗୋଟେ ଟିବି ଲୋକପ୍ରିୟ ଅଭିନେତା କରଣ ସିଂହ ଗ୍ରୋବର ସହ ୨୦୧୬ରେ ୩୦ ଏପ୍ରିଲରେ ବିବାହ କରିଥିଲେ । ଏହା ଆଗରୁ କରଣ ସିଂହ ଗ୍ରୋବର ଜେନିଫର ବିଙ୍ଗେଟ ସ୍ଵାମୀ ଥିଲେ ।

୨. ଶିଲ୍ପା ଶେଠୀ :

ଅଭିନେତ୍ରୀ ଶିଲ୍ପା ଶେଠୀ ତାଙ୍କ ସମୟ ବହୁତ ପ୍ରସିଦ୍ଧ ହିରୋଇନ ଥିଲେ ସେ ବହୁତ ସୁନ୍ଦର ଅଟନ୍ତି, ତାଙ୍କ ସୁନ୍ଦରତା ପାଇଁ ଲୋକ ଆଜିବି ପାଗଳ ଅଛନ୍ତି, ଏହି ସୁନ୍ଦରତା ଦେଖି ଭାରତ ଭଉତ ବଡ ବିଜନେସମେନ ରାଜ କୁନ୍ଦ୍ରା ତାଙ୍କୁ ଦେଖି ଫିଦା ହୋଇଯାଇଥିଲେ । ତେବେ ରାଜ କୁନ୍ଦ୍ରା ଶିଲ୍ପାଙ୍କ ସହ ବିବାହ କରିବା ପାଇଁ ନିଜ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ ।

୩. ବିଦ୍ୟା ବାଲନ :

ବିଦ୍ୟା ବାଲନ ବହୁତ ଭଲ ଅଭିନେତ୍ରୀ ଅଟନ୍ତି, ବିଦ୍ୟା ବାଲନ ୨୦୧୨ରେ ୧୪ ଦିସମ୍ବର ଦିନ ସିଦ୍ଧାର୍ଥ ରାୟ କପୁର ସହ ବିବାହ କରିଥିଲେ । ସିଦ୍ଧାର୍ଥ ରାୟ କପୁର ବିଦ୍ୟାଙ୍କୁ ବିବାହ କରିବା ଆଗରୁ ଦୁଇଟି ବିବାହ କରିଥିଲେ ଓ ତାଙ୍କୁ ଛାଡପତ୍ର ଦେଇ ବିଦ୍ୟାଙ୍କୁ ବିବାହ କରିଥିଲେ ।

୪. ରବିନା ଟନଡନ :

ରବିନା ଟନଡନ ବହୁତ ଭଲ ଅଭିନେତ୍ରୀ ଅଟନ୍ତି, ଆଜି ବି ଲୋକ ତାଙ୍କ ସୁନ୍ଦରତା ପାଇଁ ଲୋକ ତାଙ୍କୁ ଦେଖି ଘାୟଲ ହୁଅନ୍ତି, ରବିନା ଟନଡନ ବିଜନେସ ମେନ ଅନିଲ ଥଦାନି ସହ ବିବାହ କରିଥିଲେ ତେବେ ରବିନାଙ୍କୁ ବିବାହ କରିବା ପାଇଁ ଅନିଲ ନିଜ ପ୍ରଥମ ସ୍ତ୍ରୀ ନତାଶାଙ୍କୁ ଛାଡପତ୍ର ଦେଇଥିଲେ ।

 

୫. ଶ୍ରୀ ଦେବୀ :

ବଲୀଉଡରେ ଶ୍ରୀ ଦେବୀ ନା ବହୁତ ପ୍ରଚଳିତ ଅଟେ, ସେ ତାଙ୍କ ସମୟ ବହୁତ ସୁନ୍ଦର ଏବଂ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ସେ ଫିଲ୍ମ ନିର୍ମାତା ବୋନୀ କପୁର ସହ ବିବାହ କରିଥିଲେ ବୋନୀ କପୁର ଆଗରୁ ବିବାହିତ ଥିଲେ ଓ ଶ୍ରୀ ଦେବୀଙ୍କ ପାଇଁ ନିଜ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *