୩ ବର୍ଷ ପାଇଁ ବ୍ୟାନ୍ ହୋଇଥିଲେ ଏହି ଅଭିନେତ୍ରୀ- ବିବାହିତ ଅଭିନେତାଙ୍କ ସହ ସମ୍ବନ୍ଧ ରଖିବା ଅଭିଯୋଗରେ, ଦେଖନ୍ତୁ ସେ କିଏ

ନମସ୍କାର ବନ୍ଧୁଗଣ, ବଲୀଉଡ ଅଭିନେତା ଓ ଅଭିନେତ୍ରୀ ମାନେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି କେତେ ବେଳେ ସେମାନଙ୍କ ଫିଲ୍ମ ପାଇଁ ତ କେତେବେଳେ ସେମାନଙ୍କ ସମ୍ପର୍କ ପାଇଁ । ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଅଭିନେତ୍ରୀ ବିଷୟରେ କହିଉ ଯିଏ ଜଣେ ବିବାହିତ ଅଭିନେତା ସହ ସମ୍ପର୍କ ରଖିବାରୁ ତାଙ୍କ କ୍ୟାରିୟର ଉପରେ ଖରାପ ପ୍ରଭାବ ପଡିଥିଲା । ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀ ୩ ବର୍ଷ ପାଇଁ ବ୍ୟାନ କରିଥିଲେ ।

ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ କିଏ –

ଆମେ ଯାହା ବିଷୟରେ କହୁଛୁ ସେ ହେଉଛନ୍ତି ନିକିତା ଠୁକରାଲ । ସେ ସାଉଥ ରେ ଜଣେ ଭଲ ଜଣା ଶୁଣ ଅଭିନେତ୍ରୀ । ତାଙ୍କର ଅନେକ ଫିଲ୍ମ ହିଟ୍ ମଧ୍ୟ ହୋଇଛି । ସେ କେବଳ ତେଲୁଗୁ ନୁହେଁ ବରଂ ଅନ୍ୟ ବହୁତ ଭାଷାରେ ନ୍ମଧ୍ୟ ଫିଲ୍ମ କରିଛନ୍ତି । ତାଙ୍କ ଅଭିନୟରେ ସେ ସମସ୍ତଙ୍କ ମନ ରେ ରାଜ କରନ୍ତି ମଧ୍ୟ ।

ତେବେ ଆଜି ଆମେ ତାଙ୍କ ନିଜି ଜୀବନ ବିଷୟରେ କିଛି ଖାସ କଥା କହିବୁ ଯାହା ପ୍ରାଏ ଖୁବ କମ ଲୋକ ଜାଣିଛନ୍ତି । ସେ ଜଣେ ସାଉଥ ର ନାମୀ ଦାମୀ ଅଭିନେତାଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ସେଥିପାଇଁ ତାଙ୍କ ଉପରେ କେସ ମଧ୍ୟ ହୋଇଥିଲା ଓ ତାଙ୍କୁ ୩ ବର୍ଷ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀ ବ୍ୟାନ କରିଥିଲା ।

ସେହି ଅଭିନେତା ଔ କେହି ନୁହେଁ ସେ ହେଉଛନ୍ତି ସାଉଥ ର ଏକ ଲୋକପ୍ରିୟ ଅଭିନେତା ଦର୍ଶନ । ଦର୍ଶନ ଆଗରୁ ବିବାହିତ ଥିଲେ । ସେମାନକ ଅଫେୟାର ବିଷୟରେ ଯେବେ ଦର୍ଶନ ଙ୍କ ପତ୍ନୀ ଜଣାଇଲେ ସେ ନିକିତାଙ୍କ ନାଁ ରେ ଅଭିଯୋଗ କରିଥିଲେ  । ଏହା ପରେ ତାଙ୍କୁ ୩ ବର୍ଷ ପାଇଁ ଫିଲ୍ମ ଆସୋସିଏଶନ ବ୍ୟାନ କରିଥିଲେ ।

କିନ୍ତୁ ଏହା ବେସୀ ଦିନ ଗଲା ନାହିଁ ତାଙ୍କୁ ତାଙ୍କ ଅନ୍ୟ ସାଥି ମାନଙ୍କର ସହଯୋଗ ମିଳିଲା ଓ ସମର୍ଥନ ମଧ୍ୟ ମିଳିଲା । ଯାହା ଫଳରେ ବ୍ୟାନ ଲାଗିବାର କେବଳ ୪ଦିନ ପରେ ହିଁ ଏହା ଉଠାଇ ଦିଆଗଲା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *