ଏହି ଅଭିନେତ୍ରୀଙ୍କୁ ଏବେ ବି ଭଲ ପାଆନ୍ତି Ajay Devgan, ନାମ ଶୁଣି ରାଗି ଯାଆନ୍ତି Kajol

ବଲୀଉଡ ଏମିତି ଗୋଟେ ଦୁନିଆ ଯେଉଁଠାରେ କେବଳ ଟଙ୍କା କଥା କହିଥାଏ ଓ ସମ୍ପର୍କ କେବଳ ଟଙ୍କା ଅନୁଯାଇ ଯୋଡି ହୋଇଥାନ୍ତି କାହିଁକିନା ଏଠି ଯାହା ପାଖରେ ଟଙ୍କା ଅଛି ତା ପାଖରେ ସବୁ କିଛି ଅଛି । କିନ୍ତୁ କାଜୋଲ ଓ ଅଜୟ ଦେବଗନ ଯୋଡି ଏମିତି ଗୋଟେ ଯୋଡି ଯାହା ବଲୀଉଡ ଯୋଡ଼ିଙ୍କ ଭଳି ନୁହ । ସେ ଦୁହିଙ୍କ ମଝିରେ ବହୁତ ଭଲ ପାଇବା ଅଛି ଆଜିବି ଦୁହେଁ ବହୁତ ଖୁସି ଖୁସି ଏକାଠି ଅଛନ୍ତି ଓ ସେ ଦୁହିଙ୍କ ମଝିରେ କୌଣସି ବାଦ ବିବାଦ ହବାର କେହି ଦେଖି ନଥିବେ ।

ତେବେ ଏମିତି ଗୋଟେ କଥା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ । ତେବେ ଖବର ଅନୁଯାଇ କାଜୋଲ ଛଡା ଆଉ ଗୋଟେ ଅଭିନେତ୍ରୀଙ୍କୁ ବହୁତ ଭଲ ପାନ୍ତି ଓ ସେ ନିଜ ସମୟ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ତାଙ୍କ ଅଭିନୟ ଓ ନାଚ ଦର୍ଶକ ମାନଙ୍କୁ ଆଜିବି ତାଙ୍କ ଦିବାନା କରିଅଛି ।

Image Courtesy: Google

କଣ ଆପଣ ଜାଣିଛନ୍ତି ଆମେ ଆପନାଙ୍କୁ କାହା ବିଷୟରେ କହୁଛୁ ସେ ହେଉଛନ୍ତି ରବିନା ଟନଡନ, ତାଙ୍କ ଅଭିନୟ ଓ ନାଚ ପାଇଁ ଲୋକେ ଆଜିବି ତାଙ୍କୁ ବଲୀଉଡ ଟିପ ଟିପ ଗର୍ଲ କୁହନ୍ତି । କାଜୋଲ  ଅଜୟ ଦେବଗନ ଜୀବନରେ ବହୁତ ମହତ୍ଵପୂର୍ଣ୍ଣ ଅଟନ୍ତି ଓ ଦୁହିଙ୍କ ଭଲ ପାଇବା ଓ ଛୁଆଳିଆ ସ୍ଵଭାବ ଆପଣ ସ୍କ୍ରିନ ଉପପରେ ଦେଖିବାକୁ ପାଇଥିବେ । ଅଜୟ ଦେବଗନ ନିଜେ ଏହି କଥା ସ୍ଵୀକାର କରିଛନ୍ତି ଯେ ସେ କାଜୋଲ ଛଡା ଅନ୍ୟ କାହା ସହ ଏତେ ଖୁସିରେ ଜୀବନ ବିତେଇ ପାରି ନଥାନ୍ତେ ।

Image Courtesy: Google

କାଜୋଲ ତାଙ୍କ ଜୀବନରେ ଗୁଡ ଲକ ହୋଇ ଆସିଛନ୍ତି ଓ ତାଙ୍କ ଉପସ୍ଥିତି ଅଜୟ ପାଇଁ ବହୁତ ଆବଶ୍ୟକ ଅଟେ । ତେବେ ଖବର ଅନୁଯାଇ ଅଜୟ କାଜୋଲ ସହ ସମ୍ପର୍କ ଯୋଡିବା ଆଗରୁ ରବିନା ଟନଡନ ସହ ଥିଲେ କହିବା ଅନୁଯାଇ ସେହି ସମୟରେ ରବିନା ଓ ଅଜୟ ଦେବଗନ ଯୋଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଥିଲା ଏହି କାରଣରୁ ଦୁହିଙ୍କୁ ବହୁତ ଚଳଚିତ୍ର ଏକାଠି କରିବା ପାଇଁ ଚାନ୍ସ ମଧ୍ୟ ମିଳିଥିଲା ।

Image Courtesy: Google

ତେବେ ଫିଲ୍ମ କରୁ କରୁ ଦୁହେଁ ବହୁତ ପାଖେଇ ଗଲେ ଓ ଦୁହିଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା କିନ୍ତୁ କିଛି ବର୍ଷ ପରେ ଏହି ସମ୍ପର୍କ ଭାଙ୍ଗି ଗଲା ଓ ତା ପରେ ଅଜୟ ଦେବଗନ ଜୀବନରେ କାଜୋଲ ଆସିଲେ ଓ ଦୁହେଁ ଏବେ ବି ଖୁସିରେ ଅଛନ୍ତି କିନ୍ତୁ କାଜୋଲ ରବିନାଙ୍କୁ ଜମା ବି ପସନ୍ଦ କରନ୍ତି ନାହିଁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *