A, H, M, K, P ଅକ୍ଷରରୁ ଆରମ୍ଭ ହେଉଥିବା ନାମର ପୁଅଙ୍କ ଉପରେ ଶିଘ୍ର ଫିଦା ହୋଇଥାନ୍ତି ଝିଅମାନେ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

କାହା ସହିତ ନିଜ ପୁରା ଜୀବନ ବିତାଇବା ପାଇଁ ସମସ୍ତେ ନିଜ ସାଥିର ବହୁତ ଅଲଗା ଅଲଗା ଭଲ ଗୁଣ ଦେଖିଥାନ୍ତି । କଥା ଯଦି ଝିଅମାନଙ୍କର କରିବା ତ ଏମାନେ ସବୁବେଳେ ଏମିତି ସାଥି ଖୋଜିଥାନ୍ତି ଯିଏ ବୁଦ୍ଧିମାନ, ହୁସିଆର ହୋଇଥିବା ସହିତ ଯତ୍ନବାନ ହୋଇଥିବେ ।

କାରଣ ତାଙ୍କ ବୈବାହିକ ଜୀବନ ସୁଖମୟ ହୋଇପାରିବ । ଏମିତିରେ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, କୌଣସି ବ୍ୟକ୍ତିର ପ୍ରଥମ ଅକ୍ଷର ଗଭୀର ଭାବରେ ପ୍ରଭାବ ପକାଇଥାଏ । ଏଥିରୁ କିଛି ଅକ୍ଷର ଏମିତି ହୋଇଥାଏ ଯେଉଁ ଥିରୁ ନାମ ଆରମ୍ଭ ହେଉଥିବା ଲୋକ ବହୁତ ଗୁଣର ମାଲିକ ହୋଇଥାନ୍ତି ।

Image Courtesy: Google

ସେ ସବୁ ପରିସ୍ତିତିରେ ନିଜକୁ ଖାପଖୁଆଇବା ସହିତ ଜୀବନ ସାଥିର ସପୋଟ କରିଥାନ୍ତି । A, H, K, M, P ଅକ୍ଷରରେ ଆରମ୍ଭ ହେଉଥିବା ନାମର ପୁଅଙ୍କ ଉପରେ ଜଲ୍ଦି ଫିଦା ହୋଇଥାନ୍ତି  ଝିଅମାନେ ।

A ଅକ୍ଷର ସହିତ ଆରମ୍ଭ ହେଉଥିବା ପୁଅଙ୍କ ନାମ

ଜ୍ୟୋତିଶଶସ୍ତ୍ର ମୁତାବିକ, ଯେଉଁ ପୁଅର ନାମ ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେ ଦେଖିବାକୁ ବହୁତ ଆକର୍ଷିତ ହୋଇଥାନ୍ତି । ତାଙ୍କର ଭଲ ହାଇଟ ଓ ଭଲ ବ୍ୟକ୍ତିତ୍ବ ଦେଖି ଝିଅମାନେ ଏମାନଙ୍କ ଉପରେ ମୋହିତ ହୋଇଥାନ୍ତି । ସୁନ୍ଦର ଚେହେରା ସହିତ ସେ ବହୁତ ସଚୋଟ ଓ ଖୁସ ମିଜାଜ, ରୋମାଣ୍ଟିକ ହୋଇଥାନ୍ତି ।

Image Courtesy: Google

H ଅକ୍ଷରରେ ଆରମ୍ଭ ହେଉଥିବା ପୁଅର ନାମ

ଏହି ଅକ୍ଷରରେ ଆରଭ ହେଉଥିବା ପୁଅର ମନେ ବହୁତ ବୁଦ୍ଧିମାନ, ହୁସିଆର ଓ ତେଜ ଦିମାଗ ବାଲା ହୋଇଥାନ୍ତି । ହୃଦୟରୁ ନିର୍ମଲା ହେବା ସହିତ ବହୁତ ଗୁଣର ମାଲିକ ହୋଇଥାନ୍ତି । ସେମିତିରେ ଏହି ପୁଅ ମାନଙ୍କୁ ମଲ୍ଟି ଟ୍ୟାଲେନଟେଡ କହିଲେ ଅତ୍ୟୁକ୍ତି ହେବନି । ଏହି ଗୁଣ ଗୁଡିକ ଲାଗି ଝିଅ ମାନେ ଇମ୍ପ୍ରେସ ହୋଇଥାନ୍ତି । ଏହା ସହିତ ଏହି ପୁଅ ମାନେ ସବୁବେଳେ ନିଜ କାମରେ ସମର୍ପିତ ରୁହନ୍ତି ସେଥିପାଇଁ ସେ ଜୀବନରେ ବହୁତ ସଫଳତା ପାଇଥାନ୍ତି ।

Image Courtesy: Google

K ଅକ୍ଷରରେ ଆରମ୍ଭ ହେଉଥିବା ପୁଅର ନାମ

ଏହି ପୁଅମାନେ ଦେଖିବାକୁ ବହୁତ ସ୍ମାର୍ଟ ହୋଇଥାନ୍ତି । ଏହା ସହିତ ତାଙ୍କ ବିନ୍ଦାସ ଗୁଣ ପାଇଁ ଝିଅମାନେ ତାଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି । ସ୍ବଭାବରେ ରୋମାଣ୍ଟିକ ହୋଇଥିବାରୁ ତାଙ୍କୁ ତାଙ୍କର ହୃଦୟର କଥା ବହୁତ ଭଲ ଭାବରେ ରଖିଥାନ୍ତି । ଏମିତିରେ ତାଙ୍କର ଅଲଗା ଅନ୍ଦାଜରେ ଇମ୍ପ୍ରେସ ହୋଇଥାନ୍ତି ଝିଅମାନେ ଓ ତାକୁ ଜୀବନସାଥୀ କରିବା ପାଇଁ ବାଛିଥାନ୍ତି ।

Image Courtesy: Google

M ଅକ୍ଷରରେ ଆରମ୍ଭ ହେଉଥିବା ପୁଅର ନାମ

ଏହି ପୁଅମାନେ ବହୁତ ରୋମାଣ୍ଟିକ କିନ୍ତୁ ଲାଜୁକୁଳା ହୋଇଥାନ୍ତି । ବେସୀ କଥା ହେବା ପସନ୍ଦ ହୋଇନଥିବା କାରଣରୁ ସେ ତାଙ୍କ ପ୍ରେମର ନିବେଦନ ଖୋଲରେ କରିପାରନ୍ତି ନହିଁ । ଏହି ପୁଅମାନଙ୍କୁ ବୁଦ୍ଧିମାନ ଝିଅ ପସନ୍ଦ ହୋଇଥାନ୍ତି । ଏମାନେ ତାଙ୍କ ସଂପର୍କକୁ ପୁରା ସଚୋଟତାର ସହିତ ନିଭାଇ ଥାନ୍ତି ।

Image Courtesy: Google

P ଅକ୍ଷରରେ ଆରମ୍ଭ ହେଉଥିବା ପୁଅର ନାମ

ଏହି ନାମର ପୁଅମାନେ ନିଜ  ପ୍ରକୃତିରେ ଝିଅ ମାନଙ୍କୁ ଜଲ୍ଦି ଇମ୍ପ୍ରେସ କରିଥାନ୍ତି । ସେ ସାଥିର କଥାକୁ ବୁଝିବା ସହିତ ତାଙ୍କ କଥାକୁ ସନମାନ ଦେଇଥାନ୍ତି । ତାଙ୍କ ଖୁଶିର ପୁରା ଧ୍ୟାନ ରଖିବାକୁ ଚେଷ୍ଟା କରିଥାନ୍ତି ।

Leave a Reply

Your email address will not be published. Required fields are marked *