ଏହି ମାସ ଶେଷ ହେବା ପୂର୍ବରୁ 4ଟି ରାଶି ଶୋଇବେ ଟଙ୍କାର ଗଦିରେ- Jyotisha Shastra

ବନ୍ଧୁଗଣ ଏହି ମାସ ଶେଷ ହେବା ପୂର୍ବରୁ ଏହି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି ।  ତେବେ ମାସ ଶେଷର ଦିନ ଗୋଟେ ବଡ ଗ୍ରହର ରାଶି ପରିବର୍ତନ ହେବାକୁ ଯାଉଛି । ନୂତନ ବର୍ଷର ଆରମ୍ଭରୁ ବହୁତ ଲୋକଙ୍କ ଜୀବନରେ ଅନେକ ଖୁସି ଆସିଛି  । କିନ୍ତୁ ଏହି ମାସର ଶେଷକୁ 4ଟି ରାଶିର ଭାଗ୍ୟ ସଂପୂର୍ଣ୍ଣ ବଦଳିବାକୁ ଯାଉଛି । ଏହି ମାସରେ ବହୁତ କାର୍ଯ୍ୟ ଆପଣଙ୍କ ଦ୍ଵାରା ଶୁଭ ହେବାକୁ ଯାଉଛି । ଏହି ମାସରେ କୌଣସି ନୂତନ ବନ୍ଧନ ଅର୍ଥାତ ବିବାହ କରିବା ଶୁଭ ହେଇଥାଏ ।

ଏହିମାସର ୧ ତାରିଖରୁ ହିଁ ଶୁଭ ମୂହୁର୍ତ୍ତ ଆରମ୍ଭ ହେଇଯାଇଛି । ଏହି ମାସରେ ଅନ୍ଯାନ୍ଯ କାର୍ଯ୍ୟ ମଧ୍ୟ ଶୁଭ ହେଉଛି । ୧ ତାରିଖ ଠାରୁ କିଛି ରାଶି ମାନଙ୍କଠାରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବାକୁ ଯାଉଛି । ସେହି ରାଶିଗୁଡିକରେ ଏହି ସମ୍ପୂର୍ଣ ମାସରେ ବହୁତ ସଫଳତା ମିଳିବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ ।

ମେଷ ରାଶି; ଆପଣଙ୍କର ଆଗାମୀ ସମୟ ଶୁଭ ହେବାକୁ ଯାଉଛି । ଆପଣ ଇଛା କରୁଥିବା କିମ୍ବା ଭାବୁଥିବା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କର ପୁରୁଣା ବିବାଦ ଯଦି କାହା ସାଙ୍ଗରେ ଲାଗି ଆସୁଥାଏ ତେବେ,ତାହାର ସମାପ୍ତ ଘଟିବ । ଆପଣଙ୍କ ଜୀବନରେ ବହୁତ ଗୁଡିଏ ନୂତନ ପରିବର୍ତନ ଦେଖିବାକୁ ମିଳିବ ।

ତୁଳା ରାଶି; ଆପଣଙ୍କୁ ବରିଷ୍ଠ ଲୋକ ଅର୍ଥାତ ବଡଲୋକ ମାନଙ୍କଠାରୁ ଲାଭ ମିଳିବ । ଯଦି ଆପଣଙ୍କର ବିବାହ ଏପର୍ଜ୍ଯନ୍ତ ହୋଇନାହିଁ ତେବେ ଏହି ମାସରେ ଆପଣଙ୍କ ପାଇଁ ଉଚିତଘରୁ ବିବାହର ପ୍ରସ୍ତାବ ଆପଣଙ୍କ ଦ୍ବାରସ୍ଥ ହେବ । ଆପଣଙ୍କର ଅସମ୍ପୂର୍ଣ କାର୍ଯ୍ୟ ଏହି ମାର୍ଚ୍ଚ ମାସରେ ସମ୍ପୂର୍ଣ ହେବ । ଯଦି ଆପଣଙ୍କର କୌଣସି କାର୍ଯ୍ୟ ବିଗିଡି ଯାଇଛି ତେବେ ତାହା ମଧ୍ୟ ସୁଧୁରି ଯାଇ ଉଚିତ ଫଳ ପ୍ରାପ୍ତ ହେବ ।

ମିଥୁନ ରାଶି; ଏହିରାଶିର ବ୍ୟକ୍ତି ମାନଙ୍କର ଲଟରି ଲାଗିବାକୁ ଯାଉଛି । ଏହି ରାଶିଙ୍କର ଭାଗ୍ୟରେ ବଡ ପରିବର୍ତନ ଦେଖିବାକୁ ମିଳିବ । ଏବଂ ଆପଣ ଦରିଦ୍ରରୁ କୋଟିପଟି ହୋଇପାରନ୍ତି । ମାତା ପିତା ଆପଣଙ୍କ କାର୍ଯ୍ୟରେ ଅତ୍ୟଧିକ ସନ୍ତୁଷ୍ଠ ହେବେ । ଆପଣ ମାତା ପିତାଙ୍କ ଆଜ୍ଞାର ପାଳନ କରନ୍ତୁ । ଏହା କରିବା ଦ୍ଵାରା ଆପଣ ତାଙ୍କ ଆଶୀର୍ବାଦର ଯୋଗ୍ୟ ହେବେ । ମାତା ପିତାଙ୍କ ଆଜ୍ଞାର ପାଳନ କରିବା ପ୍ରତ୍ୟକ ସନ୍ତାନର କର୍ତବ୍ୟ ଅଟେ । ସକାଳୁ ଉଠିବା ମାତ୍ରେ ଭଗବାନ ଗଣେଶଙ୍କର ନାମ ନେଇ ନିଜ ଦିନର ଶୁଭ ଆରମ୍ଭ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ପୂଣ୍ୟ ମିଳିବା ସହିତ ବହୁତ ବଡ ପରିବର୍ତନ ଦେଖିବାକୁ ମିଳିବ ।

କୁମ୍ଭ ରାଶି; ମାର୍ଚ୍ଚ ମାସର ଆରମ୍ଭରୁ ଆପଣଙ୍କ ପାଇଁ ବହୁତ ଭଲଦିନର ଆରମ୍ଭ ହେବାକୁ ଯାଉଛି । ଏହା ଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ଅନେକ ବଡ ପରିବର୍ତନ ଦେଖିବାକୁ ମିଳିବ । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପ୍ପାଦ୍ରୁଷ୍ଟି ସର୍ବଦା ଲାଗି ରହିବା ସଙ୍ଗେ ଆପଣ ମାଙ୍କ ଆଶୀର୍ବାଦର ଯୋଗ୍ୟ ହେଇପାରିବେ । ଯେ କୌଣସି ମହତ୍ଵ କାର୍ଯ୍ୟ କରିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କର ନାମ ନେଇ କାର୍ଯ୍ୟଟିକୁ ଆରମ୍ଭ କରନ୍ତୁ,ସେଥିରେ ଆପଣ ନିଶ୍ଚିତ ସଫଳତ୍ତା ପାଇପାରିବେ ।

ଆପଣଙ୍କ ବାଟରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହେବ । ପରିବାରରେ ଥିବା ଆପଣଙ୍କର ମାଙ୍କ ସହଯୋଗ ମିଳିବ । ଏହାଫଳରେ ଆପଣ ସମାଜରେ ଉନ୍ନତି ଆଡକୁ ଅଗ୍ରସର କରିବେ ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟରେ ଅଳ୍ପ ବ୍ୟୟ କରି ଅଧିକ ଲାଭବାନ ହେଇପାରିବେ ।

ଏହା ଥିଲା ସେହି ଧନୀ ରାଶି ଗୁଡିକର ବର୍ଣନା ଭଲ ଲାଗିଲେ ଗୋଟେ ଲାଇକ କରନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *