ଆପଣ ମାନେ ଜାଣିଥିବେ ହାର୍ଟ ଆଟାକ ଭଳି ସମସ୍ଯା ଅନେକ ଲୋକଙ୍କ ଠାରେ ଦେଖା ଯାଉଛି । ମାତ୍ର ୧୦ ସେକେଣ୍ଡରେ ଜଣା ପଡିଥାଏ ଯେ ବ୍ଯକ୍ତିର ହାର୍ଟ ସମସ୍ଯା ରହିଛି । ଏହି ୧୦ ସେକେଣ୍ଡ ମଧ୍ୟରେ ବ୍ଯକ୍ତିର ଜୀବନ ମଧ୍ୟ ବଞ୍ଚାଯାଇ ପାରିବ । ୩୫ ବର୍ଷ ପରେ ହାର୍ଟ ଆଟାକ ଦେଖାଗଲେ ବହୁତ ବଡ ସମସ୍ଯା ହୋଇଥାଏ । ଏହା କୌଣସି ସାଧାରଣ କଥା ନୁହେ ।
ଆମେ ଅଧିକ ତେଲ ଜାତୀୟ ଖାଦ୍ଯ ବା ଜଙ୍କ ଫୁଡ ଖାଇଲେ ଏହା ଆମ ଶରୀରରେ ଜମା ହୋଇ ରାହିଜାଏ । ଏପରି ହେବା ଦ୍ଵାରା ହାର୍ଟରେ ଥିବା ରକ୍ତନଳୀ ରେ ଏହି ଖାଦ୍ଯ ସବୁ ଧୀରେ ଧୀରେ ଜମା ହେବାରେ ଲାଗେ । ଏପରି ହେବା ପରେ ରକ୍ତନଳୀ ଫାଟି ଯାଏ ଯାହା ଦ୍ଵାରା ଇନ୍ଟିମଲ ମେମୋରୀ ଫାଟି ଯାଏ ।
ଇଣ୍ଟିମେଲ ମେମୋରି ଫାଟିବା ଫଳରେ ୧୦୦% ବ୍ଲକେଜ ହୋଇଯାଏ । ଯେଉଁ ମାନଙ୍କର ୬୦% ବା ୭୦% ବ୍ଲକେଜ ହୋଇଥାଏ ସେମାନେ ହାର୍ଟ ଆଟାକ ହେଲେ ଚଲାବୁଲା କରି ପାରିବେ । କିନ୍ତୁ ଯେଉଁ ମାନଙ୍କର ୧୦୦% ବ୍ଲକେଜ ହୁଏ ସେମାନଙ୍କ ପାଇଁ ବଡ ସମସ୍ଯା ହୋଇଥାଏ । ଏବେ ଆସନ୍ତୁ ଜାଣିବା ହାର୍ଟ ଆଟାକର ଲକ୍ଷଣ କଣ ହୋଇଥାଏ ।
ପ୍ରଥମେ ଛାତିର ବାମ ପଟେ ବହୁତ ଜୋରରେ ଯନ୍ତ୍ରଣା ଅନୁଭବ ହେବ । ଛାତିର ବାମ ପରେ ଯନ୍ତ୍ରଣା ହେବା ଯୋଗୁ ହାତରେ ମଧ୍ୟ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ । ସେହି ସମୟରେ ବ୍ୟକ୍ତି ଶରୀରରେ ବହୁତ ଝାଳ ବୋହିବାରେ ଲାଗିବ । ଏହା ପରେ ବ୍ୟକ୍ତିକୁ ବାନ୍ତି ହେବାରେ ଲାଗିବ । ଏହି ସବୁ ଲକ୍ଷଣ ଦେଖାଗଲେ ଲାଗିବ ଯେ ୧୦୦% ହାର୍ଟ ଆଟାକ ହେଉଛି ।
ହାର୍ଟ ଆଟକ ହେବା ସମୟରେ ବ୍ୟକ୍ତିର ଶ୍ଵାସ ଫୁଲିବାରେ ଲାଗିବ, ଛାତି ଫୁଲିଲା ଭଳି ଅନୁଭବ ହେବ, ଅଧିକ କଷ୍ଟ ହେବ । ଏପରି ଲକ୍ଷଣ ଦେଖାଗଲେ ବ୍ୟକ୍ତିକୁ ତୁରନ୍ତ ହସ୍ପିଟାଲ ନେବା ଉଚିତ । ଏହା ପରେ ରୋଗୀର କିଛି ପରୀକ୍ଷା ହେବା ଉଚିତ ଯେଉଥିରୁ ଜଣ ପଡିବ ଯେ ବ୍ୟକ୍ତି ହାର୍ଟ ଆଟାକ ହୋଇଛି ନା ଅନ୍ୟ କୌଣସି ସମସ୍ଯା ହୋଇଛି । ସେଥିପାଇଁ ପ୍ରଥମେ ଇସିଜି ପରୀକ୍ଷା କରାଯାଏ ଯେଉଥିରୁ ଜଣାପଡେ ବ୍ୟକ୍ତିର ପୁରୁଣା ହାର୍ଟ ଆଟାକ ଓ ବର୍ତ୍ତମାନର ହାର୍ଟ ଆଟାକ ବିଷୟରେ ।
ଏହା ପରେ ଯେଉଁ ଦିତୀୟ ଟେଷ୍ଟ ରହିଛି ତାହା ହେଉଛି ଟ୍ରୋପ୍ଟିନ ଟେଷ୍ଟ ଯେଉନଥିରୁ ଜଣାପଡେ ରକ୍ତରେ ଯେଉଁ ଖାଦ୍ୟ ଜମିଛି ସେଥିପାଇଁ ବ୍ୟକ୍ତିକୁ ହାର୍ଟ ଆତକ ହୋଇଛି । ଏହା ପରେ ଯେଉଁ ଟେଷ୍ଟ ରହିଛି ଇକୋକାୟୋଗ୍ରାଫି ଯେଉଥିରୁ ଜଣାପଡେ ରୋଗୀକୁ କେତେ ମାତ୍ରାରେ ହାର୍ଟ ଆଟାକ ହୋଇଛି । ଏହି ଟେଷ୍ଟ କରିବା ଦ୍ଵାରା ରୋଗୀକୁ ମାଇନର ବା ଜଟିଳ ହାର୍ଟ ଆଟାକ ହୋଇଛି ତାହା ଜଣା ପଡିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।