ଏହି ଭଳି ପୁରୁଷଙ୍କ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ରଖନ୍ତି

ଦୁନିଆରେ ଭଲ ଓ ମନ୍ଦ ସବୁ ଅଛି ତେବେ ସମସ୍ତଙ୍କୁ ଭଲ ଦରକାର ହୋଇଥାଏ କିନ୍ତୁ କଣ ସମସ୍ତଙ୍କୁ ଭଲ ପ୍ରାପ୍ତ ହବା ସମ୍ଭବ ଅଟେ । ଶୁକ୍ରାଚାର୍ଜ୍ୟ ଏମିତି ଗୋଟେ ମହାନ ରିଷି ଥିଲେ ଯିଏ ସ୍ତ୍ରୀ, ଦୁଷ୍ଟ ଲୋକ, ଧନ ଓ ଶତ୍ରୁ ମାନଙ୍କ ଠାରୁ ଲଢିବା ଓ ବଞ୍ଚିବା ବିଷୟରେ ବହୁତ କଥା କହିଛନ୍ତି । ତାଙ୍କ କହିବା ଅନୁଯାଇ ଯେଉଁ ପୁରୁଷ ବା ସ୍ତ୍ରୀ ଅସହାୟ ହୋଇଥାନ୍ତି ତାଙ୍କ ଉପରେ ଏହି ସବୁ ଲୋକେ ଆଙ୍ଗୁଳି ଉଠେଇଥାନ୍ତି । ତେବେ ଯଦି ଆପଣ ଶୁକ୍ର ନୀତି ପଢନ୍ତି ତେବେ ଆପଣ ଏହି ଭଳି ସବୁ ସମସ୍ଯାରୁ ନିଜକୁ ବଞ୍ଚାଇ ପାରିବେ ଆସନ୍ତୁ ଜାଣିବା କେମିତି ।

ଦୁନିଆରେ ବହୁତ ସ୍ତ୍ରୀ ଅଛନ୍ତି ଯିଏ ନିଜ ସ୍ଵାମୀ ଛଡା ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ରଖିବା ପସନ୍ଦ କରନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟ ପୁରୁଷଙ୍କୁ ଭଲ ପାଇଥାନ୍ତି ।

Image Courtesy: Google

୧. ଅତ୍ୟନ୍ତ କ୍ରୋଧୀ ଲୋକ :

ଯେଉଁ ପୁରୁଷ ପ୍ରତି କଥାରେ ରାଗି ଥାଏ ଓ ସ୍ତ୍ରୀକୁ ସବୁ କଥାରେ ଗାଳି କରିଥାଏ । ଏମିତି ପୁରୁଷ ପାଖରେ ମହିଳା ଅଧିକ ଦିନ ବାସ କରନ୍ତି ନାହିଁ, ଯଦି ତାଙ୍କୁ କେହି ବହୁତ ନମ୍ର ସ୍ଵଭାବ ବ୍ୟକ୍ତି ମିଳିଥାଏ ଯିଏ ତାଙ୍କର ଧ୍ୟାନ ରଖିଥାଏ ଓ ତାଙ୍କୁ ସବୁ କଥା ପାଇଁ ବୁଝାଇ ଥାଏ ତେବେ ସ୍ତ୍ରୀ ସେହି ପୁରୁଷ ସହ ସମ୍ବନ୍ଧ ରଖିଥାନ୍ତି, ସେଥିପାଇଁ ମନେ ରଖନ୍ତୁ ଅତ୍ୟନ୍ତ ରାଗ ଆପଣଙ୍କ ସମ୍ପର୍କ ପାଇଁ ହାନିକାରକ ଅଟେ ।

Image Courtesy: Google

୨. ନପୁଂସକ ପୁରୁଷ :

ଯେଉଁ ପୁରୁଷ ନିଜ ସ୍ତ୍ରୀ କାମ ଇଛାକୁ ପୂର୍ଣ କରି ପାରିନଥାଏ ଓ ତାଙ୍କୁ ସନ୍ତୁଷ୍ଟ କରି ପାରେ ନାହିଁ ଏହି ଭଳି ପୁରୁଷଙ୍କ ସହ ସ୍ତ୍ରୀ ରହିବା ପସନ୍ଦ କରନ୍ତି ନାହିଁ କିନ୍ତୁ ଯଦି ରୁହନ୍ତି ତେବେ ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ରଖି ନିଜ ସନ୍ତୁଷ୍ଟି କରିଥାନ୍ତି । ସ୍ତ୍ରୀ ମାନଙ୍କ ସନ୍ତୁଷ୍ଟି ବହୁତ ଆବଶ୍ୟକ ଅଟେ ଯଦି କୌଣସି ସ୍ତ୍ରୀ ସନ୍ତୁଷ୍ଟ ନାହାନ୍ତି ତେବେ ତାଙ୍କ ମନ ଅନ୍ୟ ଆଡେ ଯାଇ ପାରେ ସେଥିପାଇଁ ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

୩. ଦଣ୍ଡ ଦଉଥିବା ପୁରୁଷ :

ଯେଉଁ ପୁରୁଷ କୌଣସି ଭୁଲ ପାଇଁ ନିଜ ସ୍ତ୍ରୀକୁ ଦଣ୍ଡ ଦେଇଥାଏ ବା ହିଂସା କରିଥାଏ ତେବେ ସ୍ତ୍ରୀ ନିଜ ରକ୍ଷା ପାଇଁ ସେହି ପୁରୁଷ ତ୍ୟାଗ କରିଥାନ୍ତି ବା ଅନ୍ୟ ପୁରୁଷ ସହ ସମ୍ବନ୍ଧ ରଖିଥାନ୍ତି ।

Image Courtesy: Google

୪. ପ୍ରେମ ରହିତ :

ଯେଉଁ ପୁରୁଷ କେବେ ନିଜ ସ୍ତ୍ରୀ ସହ ଭଲ ଭାବରେ କଥା ହୁଅନ୍ତି ନାହିଁ ଓ ସ୍ତ୍ରୀ ଭଲ ପାଇବା ପାଇଁ ଅନ୍ୟ ପୁରୁଷ ସାହାରା ନେଇଥାନ୍ତି, ତେବେ କିଛି ମିଠା ଓ ଭଲ କଥା ପାଇଁ ନିଜ ସ୍ତ୍ରୀ ସହ କଥା ହୁଅନ୍ତୁ, ତାଙ୍କୁ ଅନୁଭବ କରାନ୍ତୁ ଯେ ଆପଣ ତାଙ୍କ ସହ ଅଛନ୍ତି ଓ ଆପଣଙ୍କୁ ତାଙ୍କର ଚିନ୍ତା ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *