ଏହି ଭଳି ସମ୍ପର୍କ କେବଳ ଦୁଃଖ ଦେଇଥାଏ- Krishna Vani

ଥରେ ଶ୍ରୀ କୃଷ୍ଣ ମାଟି ଉପରେ ମାଟି ଓ ପାଣି ଉପରେ ପାଣି ଲେଖିବାକୁ ଚେଷ୍ଟା କରୁଥିଲେ । ଏହା ଦେଖି ସେଠି ବସିଥିବା ତାଙ୍କର ସଖାମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଶ୍ରୀ କୃଷ୍ଣ ମାଟି ଉପରେ ମାଟି ଲେଖି ଦେଲେ, କିନ୍ତୁ ପାଣି ଉପରେ ପାଣି ଲେଖିବା ତାଙ୍କୁ କଷ୍ଟ ହେଉଥିଲା । ଏହାକୁ ଦେଖି ତାଙ୍କର ସଖାମାନେ ଚିନ୍ତାରେ ପଡିଗଲେ କି ଶ୍ରୀ କୃଷ୍ଣ ଏହା କଣ କରୁଛନ୍ତି । ସେମାନେ ଚିନ୍ତା କରିବାକୁ ଲାଗିଲେ କି ଶ୍ରୀ କୃଷ୍ଣ ମାଟି ଉପରେ ମାଟି କାହିଁକି ଲେଖୁଛନ୍ତି । ଶ୍ରୀ କୃଷ୍ଣଙ୍କୁ ତାଙ୍କର ସଖାମାନେ ଏହିଭଳି କରିବାର କାରଣ ପଚାରିଲେ ।

ଯାହାର ଉତ୍ତର ଦେଇ ଶ୍ରୀ କୃଷ୍ଣ କହିଲେ କି ଏହିଭଳି କରିବାର ବହୁତ ବଡ କାରଣ ଅଛି, କିନ୍ତୁ ଏହା କରିବା ପୂର୍ବରୁ ମୋତେ ପାଣି ଉପରେ ପାଣି ଲେଖିବାକୁ ଦିଅ । କିନ୍ତୁ ଶ୍ରୀ କୃଷ୍ଣ ଯାହା ଲେଖିଲେ ତାହା ନଜର ଆସିଲା ନାହିଁ । ଏହାକୁ ବି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଶ୍ରୀ କୃଷ୍ଣ ପ୍ରଥମ ପ୍ରଶ୍ନର ଉତ୍ତର ଦେଇ କହିଲେ କି ମାଟି ଉପରେ ମାଟି ଲେଖିବା ଯେତିକି ସରଲ ଅଟେ ସେତିକି କଷ୍ଟ ଅଟେ ପାଣି ଉପରେ ପାଣି ଲେଖିବା । ଶ୍ରୀ କୃଷ୍ଣ ଏହାକୁ ସ-ମ୍ପ-ର୍କ ସହ ଯୋଡି କହିଲେ କି ସ-ମ୍ପ-ର୍କ ବି କିଛି ଏହିଭଳି ହୋଇଥାଏ ।

ସ-ମ୍ପ-ର୍କ କରିବା ସମୟରେ ମାଟି ଉପରେ ମାଟି ଲେଖିବା ଭଳି ବହୁତ ସରଲ ହୋଇଥାଏ, କିନ୍ତୁ ନିଭାଇବା ସମୟରେ ପାଣି ଉପରେ ପାଣି ଲେଖିବା ଭଳି ବହୁତ କଠିନ ହୋଇଥାଏ । ବର୍ତ୍ତମାନ ଶ୍ରୀ କୃଷ୍ଣଙ୍କ ସଖାମାନେ ଶ୍ରୀ କୃଷ୍ଣଙ୍କୁ ପ୍ରଶ୍ନ କରିଲେ କି ତେବେ ପାଣି ଉପରେ କେମିତି ଲେଖିବେ । କହିବାକୁ ଗଲେ ଯେମିତି ପାଣିରେ ସବୁ ଜିନିଷ ମିଶିଯାଇ ପାଣିର ଗଭୀରତାକୁ ଚାଲିଯାଏ ଠିକ ସେହିଭଳି ଆମକୁ ସ-ମ୍ପ-ର୍କକୁ ବି ନିଭାଇବାର ଅଛି ।

ସ-ମ୍ପ-ର୍କର ଗଭୀରତା ମଧ୍ୟରେ ନିଷ୍ଠାର ସହିତ ଯାଆନ୍ତୁ । ସ-ମ୍ପ-ର୍କ କେବେ ବି ଭାଙ୍ଗିବ ନାହିଁ । ଏହିଭଳି ଭାବରେ ଶ୍ରୀ କୃଷ୍ଣ ନିଜର ଜ୍ଞାନ ସମସ୍ତଙ୍କ ସହ ବାଣ୍ଟିଥାନ୍ତି । ଯିଏ ବି ଶ୍ରୀ କୃଷ୍ଣଙ୍କ ଏହି ଗଭୀର ଜ୍ଞାନକୁ ଗ୍ରହଣ କରିଛି ସେ ନିଜ ଜୀବନରେ ଆଗକୁ ବଢିଛି । ସଫଳ ମଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *