ଏହି Blood Groupର ଲୋକମାନଙ୍କୁ ସବୁଠୁ ଅଧିକ କାମୁଡେ ମଶା, ଜାଣନ୍ତୁ କଣ କହୁଛି ଆପଣଙ୍କ ବ୍ଲଡ଼ ଗୃପ

ମଶା କାମୁଡ଼ିଲେ ବହୁତ ପ୍ରକାର ରୋଗ ହୁଏ ଓ ବହୁତ ଥର ଲୋକର ଜୀବନ ମଧ୍ୟ ଚାଲିଯାଏ । ବର୍ଷା ଦିନରେ ମଶା ଅଧୀକ ହୁଏ ଓ ଏହି କାରଣରୁ ରୋଗ ହେବାର ସମ୍ଭାବନା ବଢିଯାଏ । ସେଥିପାଇଁ ବର୍ଷା ଦିନରେ ମଶାଠୁ ଅଧିକ ସତର୍କ ରହିବ ଆବଶ୍ୟକ ଓ ଘରର ଆଖପାଖରେ ସଫା ସୁତୁରା ରହିବା ବହୁତ ଆବଶ୍ୟକ ।

ମାସ ଭିତରେ ବହୁତ ଗବେଷଣା ମଧ୍ୟ କରାଯାଇଛି। ଯେଉଁଥିରେ ଦେଖାଯାଇଛି ମଶା ଗୋଟେ ପ୍ରକାର ବ୍ଲଡ଼ ଗ୍ରୁପର ଲୋକମାନଙ୍କୁ ବହୁତ କାମୁଡନ୍ତି । 4 ପ୍ରକାର ବ୍ଲଡ଼ ଗୃପ ହୋଇଥାଏ । ଯେଉଁଟା କି ଏ, ବି, ଏବି, ଆଉ ଓ ନାମରେ ଜଣାଯାଏ । ସବୁ ବ୍ୟକ୍ତିଙ୍କର ଏହି 4 ଟି ଗ୍ରୁପ ମଧ୍ୟରୁ ଗୋଟେ ହୋଇଥାଏ ।

Image Courtesy: Google

ବହୁତ ଗବେଷଣାରୁ ଜଣାପଡିଛି ମଶା ‘O’ ବ୍ଲଡ଼ ଗ୍ରୁପର ଲୋକମାନଙ୍କୁ ଅଧିକ କାମୁଡନ୍ତି । ସେହିପରି A ବ୍ଲଡ଼ ଗ୍ରୁପ୍ର ଲୋକମାନଙ୍କୁ ଅଧିକ ମଶା କାମୁଡନ୍ତି । AB ଗ୍ରୁପର ଲୋକମାନଙ୍କୁ ସାମାନ୍ୟ ରୂପରେ କାମୁଡନ୍ତି ।

ଗର୍ଭବତୀ ମହିଳାଙ୍କୁ ବି ହୋଇଥାଏ ବିପଦ

ବହୁତ ଗବେଷଣାରେ ଜଣାପଡିଛି ଯେ ଗର୍ଭବତୀ ମହିଳାଙ୍କୁ ମସା ଅଧିକ କାମୁଡିଥାଏ । ଯେମିତିକି ଗର୍ଭବତୀ ମହିଳାମାନେ ଜୋର ନିଶ୍ଵାସ ନେଲେ ମଶାମାନେ co2 ଗ୍ୟାସ ଆଡକୁ ଟାଣି ହୋଇ ଆସନ୍ତି । ଏହାକୁ ଛାଡି ଶରୀରର ଗରମ ତାପମାନ ହେଇଥିଲା ପରେ ମଧ୍ୟ ମଶାମାନେ ଅଧିକ କାମୁଡନ୍ତି ।

Image Courtesy: Google

ଆଇସେଲ୍ୟୁସିନ ର ଅଧିକ ହେବା

ଯେଉଁ ଲୋକ ର ଶରୀରରେ ଆଇସେଲ୍ୟୁସିନ ଅଧିକ ମାତ୍ରାରେ ଥାଏ, ସେମାନଙ୍କୁ ମଶା ବହୁତ କାଟନ୍ତି । ଏହାକୁ ଛାଡି ଏହାବି ଜଣାଯାଏ ଯେ ଯେଉଁ ଲୋକମାନେ ଅଧିକ ବିଅର ପିଅନ୍ତି ସେମାନଙ୍କୁ ମଶା ବହୁତ ହଇରାଣ କରନ୍ତି । ଏମିତିକି ଏହି କଥାରେ ଏବେ ଗବେଷଣା କରାଯାଉଛି।

Image Courtesy: Google

ମଶାମାନେ କାଟିବା ପରେ ଏବେ ଆହୁରି ଗବେଷଣା କରାଯାଉଛି ଓ ଏହା ଅନୁମାନ କରାଯାଉଛି କି ଶେଷରେ ମଶାମାନେ କେଉଁ କାରଣରୁ ଲୋକମାନଙ୍କୁ କାଟନ୍ତି । ଆଇସେଲ୍ୟୁସିନ ଅଧିକ ହେବା କାରଣରୁ ଲୋକମାନଙ୍କର ମୃତ୍ୟୁ ହୁଏ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *