କମ ବୟସର ପୁଅଙ୍କ ସହ ବୁଢାପାରେ ବି ଯବାନିର ମଜା ଉଠାଉଛନ୍ତି ଏହି ୭ ଜଣ Bollywood Actress

ପୁରାତନ କଳାରୁ ଚାଲିଆସିଛି କି ଯେତେବେଳେ ପୁଅ ଝିଅ ଙ୍କ ବିବାହ ହୋଇଥାଏ ସେତେବେଳ ପୁଅ ଝିଅ ଠାରୁ ବୟସ ରେ ବଡ଼ ହୋଇଥାଏ । ହେଲେ ଆଜିର ସମୟରେ ଯଦି ପୁଅ ଝିଅ ଠାରୁ ସାନ ହୋଇଥାଏ ସେତେବେଳ ମଧ୍ୟ ଏହା ସମ୍ଭବ ପର ହୋଇଛି ।

ଆସନ୍ତୁ ଦେଖିବା କିଛି ବଲିଓଡ ଅଭିନେତ୍ରୀ ଯେଉଁ ମାନେ ତାଙ୍କ ଠାରୁ ବୟସ ରେ ସାନ ପୁଅ ମାନଙ୍କ ସହ ରିଲେସନସିପ ରେ ଅଛନ୍ତି ଓ ଆଉ କେତେ ଜଣ ବୈବାହିକ ଜୀବନ ଯାପନ କରୁଛନ୍ତି ।

Image Courtesy: Google

ପ୍ରଥମେ ଆସୁଛନ୍ତି ସୁସ୍ମିତା ସେନ୍ ଓ ରୋହମନ ଏ ଦୁଇ ଜଣ ଏବେ ସାଙ୍ଗରେ ଅଛନ୍ତି । ରୋହମନ ଜଣେ ମଡେଲର ଓ ସେ ସୁସ୍ମିତା ଙ୍କ ଠାରୁ ବୟସ ରେ ୧୬ ବର୍ଷ ସାନ । ସେ ସୋସିଆଲ ମିଡିଆରେ ତାଙ୍କ ସହ ଫଟୋ ଅପଲୋଡ୍ କରୁଛନ୍ତି  ଓ ସେ ବହୁତ ଚର୍ଚ୍ଚା ରେ ଅଛନ୍ତି ତାଙ୍କ ରିଲେସନସିପ ପାଇଁ ।

Image Courtesy: Google

ପ୍ରିୟଙ୍କା ଚୋପ୍ରା ଓ ନିକ୍ ଯୋନଶ୍ ଏ ଦୁଇ ଜଣ ବୈବାହିକ ଜୀବନ ଯାପନ କରୁଛନ୍ତି । ନିକ୍ ଯୋନଶ୍ ଜଣେ ଫେମସ ସଂଗୀତକାର । ଏମାନେ ମଧ୍ୟ ବହୁତ ଚର୍ଚ୍ଚା ରେ ଅଛନ୍ତି କାରଣ ପ୍ରିୟଙ୍କା ଚୋପ୍ରା ନିକ୍ ଙ୍କ ଠାରୁ ବୟସ ରେ ୧୦ ବର୍ଷ ବଡ ।

Image Courtesy: Google

ମଲାଇକା ଅରୋଡ ଓ ଅର୍ଜୁନ କପୁର ଏ ଦୁଇ ଜଣ ମଧ୍ୟ ରିଲେସନସିପ ରେ ଅଛନ୍ତି । ସେ ଦୁଇ ଜଣ ସବୁ ରିଆଲିଟିସୋ ରେ ସାଙ୍ଗରେ ଦେଖାଯାଉଛନ୍ତି । ମଲାଇକା ଅରୋଡା ଙ୍କ ବୟସ ୪୫ ବର୍ଷ ଓ ଅର୍ଜୁନ ଙ୍କ ବୟସ ୩୭ ବର୍ଷ । ଏ ଦୁଇ ଜଣ ଙ୍କ ମଧ୍ୟ ରେ ବୟସ ସୀମା ବହୁତ୍ ଅଧିକ ଅଛି । ମଲାଇକା ଅର୍ଜୁନ ଙ୍କ ଠାରୁ ୧୨ ବର୍ଷ ବଡ ।

Image Courtesy: Google

ଐଶ୍ଵରିୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନ ଦୁଇ ଜଣ ବିବାହ ବନ୍ଧନ ରେ ଅଛନ୍ତି । ଐଶ୍ଵରିୟା ରାୟ ବଚ୍ଚନ ୧୯୯୪ ରେ ମିସ ୱାଲ୍ଡ ହେଇଥିଲେ । ଐଶ୍ଵରିୟା ରାୟ ବଚ୍ଚନ ଅଭିଷେକ ଙ୍କ ଠାରୁ ୨ ବର୍ଷ ବୟସରେ ବଡ଼ ଓ ତାଙ୍କ ଝଅ ର ନାମ ଆରାଧ୍ୟା । ବଲିଉ଼ଡ ଜଗତ ରେ ଏ ଦୁଇ ଜଣ ବହୁତ୍ ଜଣା ଶୁଣା । ଏମାନେ ୨୦୦୭ ରେ ବିବାହ କରିଥିଲେ । ଐଶ୍ଵରିୟା ରାୟଙ୍କ ବୟସ ୪୫ ଓ ଅଭିଷେକ ଙ୍କ ବୟସ ୪୩ ।

Image Courtesy: Google

ଏବେ ଆସୁଛନ୍ତି ବିପାଶା ବସୁ ବଲିଓଡ ଜଗତର ଜଣେ ହଟ ଅଭିନେତ୍ରୀ ଭାବରେ ଜଣାଶୁଣା ଓ ତାଙ୍କ ପତି କରନ ଗ୍ରୋଭ୍ରର । କରନ ବିପାଶାଙ୍କ ଠାରୁ ୪ ବର୍ଷ ସାନ, ବିପାଶା ଙ୍କ ବୟସ ୩୮ ଓ କରନ ଙ୍କ ବୟସ ୩୪ ।
ସେ ଦୁଇ ଜଣ ୨୦୧୬ ରେ ବିବାହ କରିସାରିଛନ୍ତି । ଏମାନେ ମଧ୍ୟ ବଲିଉଡ୍ ରେ ଜଣାଶୁଣା କପୁଲ ।

Image Courtesy: Google

ସେଫଲି ଖାନ୍ ଙ୍କ ଭଉଣୀ ସୋହାଅଲୀ ଖାନ୍ ଓ ତାଙ୍କ ସ୍ଵାମୀ କୁନାଲ ଖେମୁ । ସେ ଦୁଇ ଜଣ ୨୦୧୫ ରେ ବିବାହ କରିସାରିଛନ୍ତି । ସୋହା କୁନାଲ୍ ଙ୍କ ଠାରୁ ବୟସ ରେ ୪ ବର୍ଷ୍ ବଡ଼ ।

Image Courtesy: Google

ଏବେ ଆସୁଛନ୍ତି ଫରାହା ଖାନ୍ ଫେମସ କୋରିଓଗ୍ରାଫର ଓ ଫିଲ୍ମ ନିର୍ମାତା ସେ ତାଙ୍କ ପତି ଶିରିସ କୁନ୍ଦର ଙ୍କ ଠାରୁ ବୟସ ରେ ବଡ଼ । ଫରାହା ଖାନ ୫୪ ଓ ଶିରିସ ୪୬ ବର୍ଷ ର । ଫରାହା ଖାନ ଶିରିସ ଙ୍କ ଠାରୁ ୮ ବର୍ଷ ବଡ଼ । ୨୦୦୪ ରେ ସେ ଦୁଇ ଜଣ ବିବାହ କରିଥିଲେ ଏ ଦୁଇ ଜଣ ଙ୍କ ର ୩ ଟି ସନ୍ତାନ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *