ଅଟୋ ଏକ୍ସପୋ ୨୦୨୦ : ମାର୍କେଟକୁ ଆସିଲା ନୂଆ କାର, ଯେଉଁଥିରେ କେବଳ ବସିପାରିବ ଗୋଟେ ଲୋକ- ମାଇଲେଜ ଏତେ କି ଜାଣି ବିଶ୍ଵାସ ହେବନି

ଅଟୋ ଏକ୍ସପୋ ୨୦୨୦ ରେ ଏହି ଦିନର ଏକ କାର ବହୁତ ଚହଳ ସୃଷ୍ଟ କରି ଚାଲିଛି । ଆପଣ ସବୁବେଳ ଶୁଣୁଥିବେ କି ଯଦି ଏକା ଯାତ୍ରା କରୁଛନ୍ତି ତାହେଲେ ଭଲ ହେବ ବାଇକ ବା ସ୍କୁଟର ର ବ୍ୟବହାର କରିବେ ,କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି କାର ବିଷୟରେ କହିବାକୁ ଯାଉଛୁ ଯାହା ଜଣେ ଲୋକ ଯାତ୍ରା କରିବା ପାଇଁ ତିଆରି ହୋଇଛି । ଆମେ କଥା ହେଉଛୁ Renault Twizy।

ଏହି କାରରେ କେବଳ ଜଣେ ଲୋକ ଯାତ୍ରା କରିପାରିବ । ଏହାଛଡା ଏହା ଏକ ଏଲେକ୍ଟ୍ରିକ କାର ଅଟେ ଯିଏ କି ଥରେ ଚାର୍ଜ କଲେ 100 କିମି ରେଞ୍ଜ ଦେଉଅଛି । କମ୍ପାନୀ ଏହାକୁ ଭବିଷ୍ୟତରେ ଲଞ୍ଚ ବି କରି ପାରେ ।

ଚାଲନ୍ତୁ ଆଜି ଆମେ ଆପଣଙ୍କୁ Renault Twizy ବିଷୟରେ କହିବୁ ଯାହା ଚକିତ କରୁଛି ଅଟୋ ଏକ୍ସପୋ ୨୦୨୦ ରେ ଧମାଲ ।

ରେନୋଲ୍ଟ ଟ୍ଵିଜୀ ଏଲେକ୍ଟ୍ରି ଦ୍ଵାରା ଚାଲୁଛି । ଏମିତିରେ ଏହା କହିବା ମୁସ୍କିଲ ଅଟେ କି କମ୍ପାନୀ ଏହାକୁ କେବେ ଲଞ୍ଚ କରିବ ନା ନାହିଁ ।

ରେନୋଲ୍ଟ ଟ୍ଵିଜୀ ର ସବୁଠାରୁ ବଡ ସହଜ ହେଉଛି ଏହାର ଚାରଜିଙ୍ଗ ସିଷ୍ଟମ ଅଟେ । ଏହି କାରରେ ଆପଣଙ୍କୁ ସିମ୍ପଲ ଚାର୍ଜର ପିନ ମିଳିବ ଯାହା ଦ୍ଵାରା କି ଆପଣ ଏହାକୁ ସହଜରେ ଚାର୍ଜ କରିପାରିବେ ।

ରେନୋଲ୍ଟ ଟ୍ଵିଜୀ କେତେ ରେଞ୍ଜ ଦେବ ?

କମ୍ପାନୀ କହିବା ଅନୁସାରେ ରେନୋଲ୍ଟ ଟ୍ଵିଜୀ ଫୁଲ ସିଂଗଲ ଚାର୍ଜ କାଲେ ତାହା ୧୦୦ କିମି ର ରେଞ୍ଜ ଦେବ । ଯଦି ଆପଣ ଏହାକୁ ଥରେ ଚାର୍ଜ କରିବେ ତାହେଲେ ସେ କେଉଁଠି ବି ନରହି ୧୦୦ କିମି ପର୍ଯ୍ୟନ୍ତ ଚାଲିବ । ଏହାର ଡୋର ଉପରେ ଏବଂ ଏହା ଖୋଲି ହେବ । ଏହି କାର ରେ ପଛରେ ଜିନିଷ ରଖିବା ପାଇଁ ଜାଗା ମିଳିବ । ଏଥିରେ ଆପଣ ୭୫କିଲୋ ପର୍ଯ୍ୟନ୍ତ ଜିନିଷ ରଖି ପାରିବେ । କିନ୍ତୁ ଏହି କାରକୁ କମ୍ପାନୀ ଭବିଷ୍ୟତରେ ଲଞ୍ଚ କରିବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସଠିକ ଭାବେ ଜଣାପଡି ନାହିଁ ।

Leave a Reply

Your email address will not be published. Required fields are marked *