ପ୍ରତ୍ୟକ ଦିନ ଖାଇଲେ Omega-3 ଶରୀରରେ ଆସେ ଏହି ପରିବର୍ତ୍ତନ- Acharya Balkrishna

ଆଜି ଆମେ ଆଲୋଚନା କରିବା ଯଦି ଆପଣ ଓମେଗା ୩ ଯଦି ଗୋଟେ ମାସ ପର୍ଯ୍ୟନ୍ତ ଖାଇବେ ତାହେଲେ ଆପଣଙ୍କ ବଡିରେ କଣ ବଦଲାବ ଆସିବଓ କଣ ଚେଞ୍ଜେସ ଆସିବ । ଆଜି ଆମେ ବିସ୍ତାର ରୂପେ ଆଲୋଚନା କରିବା । ଏହି ଯେଉଁ ଓମେଗା ଏସିଡ ଅଛି ଏହା ଫ୍ୟାଟି ଏସିଡ ଅଟେ । ଫ୍ୟାଟି ଏସିଡ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ । ଯେଉଁ ଭଳି ମାଇକ୍ରୋନ୍ୟୁଟ୍ରିଆଣ୍ଟ ବହୁତ ଆବଶ୍ୟକ ହୋଇଥାଏ ସେହିଭଳି ଓମେଗା ୩ ଅଟେ ।

ଆମ୍ର ଯେଉଁ ଡେଲି ଆବଶ୍ୟକତା ହୋଇଥାଏ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ ହିସାବରେ ୧ ଥାଉଜେଣ୍ଟ ଏମଜି ଅଟେ ଯଦି ଆପଣ ବ୍ୟାୟମ କରୁଛନ୍ତି ତାହେଲେ ଆପଣଙ୍କୁ ୨ ଥାଉଜେଣ୍ଟ ଏମଜି ଅମେଗା ୩ ଆବଶ୍ୟକ ଅଟେ ଡେଲି ବେଶିଷରେ ।


ଯଦି ଲଗାତାର ଗୋଟେ ମାସ ନେଉଛନ୍ତି ତ କଣ ହେବ । ପ୍ରଥମେ ଆପଣଙ୍କ ବ୍ଲଡ ଫ୍ଲୋ ଇମ୍ପ୍ରୁଭ ହୋଇଥାଏ । ବହୁତ ଲୋକଙ୍କନର ଓମେଗା 3 ଅଭାବରୁ ମୃତ୍ୟୁ ହୋଇଯାଏ । ଯେବେ ଆପଣ ଓମେଗା ୩ ପ୍ରତିଦିନ ନେଉଛନ୍ତି ଆପଣଙ୍କ ବ୍ଯାଡ କୋଲେଷ୍ଟ୍ରଲ କମ ହୋଇଥାଏ ଓ ଗୁଡ କୋଲେଷ୍ଟ୍ରଲ ବଢିଥାଏ । ଆଉ ଧୀରେ ଧୀରେ ବ୍ଯାଲାନ୍ସ ହୋଇଥାଏ । ଯେତେବେଳେ ଆପଣଙ୍କ ଶରୀରରେ ବ୍ଲଡ ଫ୍ଲୋ ଇମ୍ପ୍ରୁଭ ହୋଇଥାଏ ସେବେ ସ୍କିନ ଗ୍ଲୋବ କରିଥାଏ ।

ଏହା ଧ୍ୟାନ ଦେବା ଭଳି କଥା ହୋଇଥାଏ ଆପଣ ଗୋରା ହୋଇନଥାନ୍ତି କିନ୍ତୁରେ ନିଖାର ଆସିଥାଏ । ରକ୍ତର ସଂଚାର ଭଲ ହୋଇଥାଏ ସେଥିପାଇଁ । ଯଦି ବ୍ଲଡ ଠିକସେ ସଂଚାର ହୋଇଥାଏ ଶରୀରରେ ମୁଣ୍ଡର କେସ ମଜଭୁତ ହୋଇଥାଏ । ରକ୍ତ ଭିତରେ ନ୍ୟୁଟ୍ରିଆଣ୍ଟ ରହିଥାଏ ସେ ବ୍ଲଡ ଦ୍ଵାରା ସଂଚାର କରିଥାଏ । ଶେଥି ଲାଗି କେସ ସୁସ୍ଥ ହୋଇଥାଏ । ଯଦି କାଡିଓ ଭେଶକୁଲାର ହେଲଥ ଠିକ ନଥିବା ଆପଣ ସମୟ ପୂର୍ବରୁ ମାନେ କମ ବଯସରୁ ବୁଢା ହୋଇଯାଇଥାନ୍ତି । ଆପଣାକୁ ବହୁତ ବାର ଶରୀରରେ କଷ୍ଟ ହୋଇଥାଏ ଯେତେବେଳେ ଶରୀରରେ ରକ୍ତ ଠିକସେ ସଂଚାର ହୋଇନଥାଏ ।

ଯେବେ ଆପଣ ନିଜ ଡାଏଟରେ ଓମେଗା ୩ ମିଶାଇ ଥାନ୍ତି ଫ୍ୟାଟ ଲସ ପ୍ରସେସ ଫାଷ୍ଟ ହୋଇଥାଏ । ଆମ ଦେଶରେ ବହୁତ ଲୋକ ଅଛନ୍ତି ଯାହାଙ୍କର ହୃଦ ଘାତରେ ମୃତ୍ୟୁ ହୋଇଯାଇଥାଏ । ଯଦି ଆପଙ୍କର ବ୍ଲଡ ଫ୍ଲୋ ଠିକ ନଥିବା ବହୁତ ପ୍ରକାର ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଓମେଗା ୩ ନିଶ୍ଚିତ ଭାବରେ ସେବନ କରନ୍ତୁ । ଏଥିରେ ଆପଣଙ୍କ ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ । ଆପଣଙ୍କ ଶରୀରରେ ରୋଗ ସହିତ ଲଢିବା ପାଇଁ ଶକ୍ତି ଦେଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *