ସମ୍ପର୍କରେ ଯଦି ଦେଖାଦିଏ ଏହି 6ଟି ସଂକେତ ତେବେ ତୁରନ୍ତ ନିଅନ୍ତୁ Divorce

ଜୀବନ ରେ ସୁଖରେ ରହିବାକୁ ହେଲେ ଜଣେ ଭଲଜୀବନ ସାଥୀର ମଧ୍ୟ ଭୂମିକା ଗୁରୁତପୂର୍ଣ । ହେଲେ ଯଦି ଆପଣଙ୍କ ମଧ୍ୟରେ ଏଭଲି ୬ଟି ସଂକେତ ଦେଖା ଯାଉଛି ତ ଯଥାଶୀଘ୍ର ଛାଡପତ୍ର ନିଅନ୍ତୁ । ଚାଲନ୍ତୁ ଜାଣିବା ସେହି ୬ ଟି ସଂକେତ ସମ୍ପର୍କରେ ।

୧: ଯଦି ଆପଣଙ୍କ ପାର୍ଟନର କେବଳ ଆପଣଙ୍କସହ ଶାରୀରିକ ସମ୍ପର୍କ ରେ ଜଡିତ ହେଲେ ମାନଶୀକ ସ୍ତରରେ ଜଡିତ ନୁହଁନ୍ତି । ସେ ଇମୋଶନାଲ ଆପଣଙ୍କସହ ଜଡିତନଥିବେ । ସବୁବେଳେ ଅନ୍ଯମନସ୍କ ରହିବା, କିଛି କଥା ଶେୟାର ନକରିବା ।

Image Courtesy: Google

୨: ଆପଣଙ୍କ ମଧ୍ୟରେ ଯଦି ଦୂରତା ବଢିବାରେ ଲାଗିଛି । ଆପଣ ଆପଣଙ୍କ ପାର୍ଟନର ଙ୍କ ସହ ଭଲ କ୍ବାଲିଟି ସମୟ ବିତେଇ ପାରୁନାହାନ୍ତି । ନା ସେ ଆପଣଙ୍କୁ ଟାଇମ ଦଉଛନ୍ତି ,ସେ ତାଙ୍କ ମସ୍ତି ଦୁନିଆ ରେ ଅଛନ୍ତି, ସେ ଆପଣଙ୍କ ଖୁସି ବିଷୟରେ କିଛି ଚିନ୍ତା କରୁନାହାନ୍ତି ।

୩: ଅଲଗା ଅଲଗା ସମୟରେ ଶୋଈବାକୁ ଯିବା, ଯଦି ଏହି ସବୁ ଜିନିଷ ଆପଣ ଆଗରୁ କରିଆସୁଛନ୍ତି ତାହାଲେ କିଛି ଅସୁବିଧା ନାହିଁ ଯଦି ଏ ସବୁ କିଛି ଦିନ ହେବ ଚାଲିଛି ତାହାଲେ ଏବିଷୟରେ ଟିକେ ଚିନ୍ତା କରନ୍ତୁ । ଏହା ମଧ୍ୟ ଏକ ପ୍ରକାର ସଙ୍କେତ ।

Image Courtesy: Google

୪: ଶାରୀରିକ ସମ୍ବନ୍ଧ ରେ ଦୂରତା ଆସିବା, ଯଦି ସେ ଆପଣଙ୍କୁ କହିବେ ମୁଡ ନହିଁ ଇଛା ନାହିଁ ଆଜି ବହୁତ ହାଲିଆ ଲାଗୁଛି, ଯଦି ଏମିତି ସବୁବେଳେ ଦେଖା ଦଉଛି ଏହା ମଧ୍ୟ ଅନ୍ଯତମ ସଙ୍କେତ ଛାଡପତ୍ର ନେବାର ।

୫: କିଛି ବି ଛୋଟ ଛୋଟ କାମ କରିବା ପୂର୍ବରୁ ତାଙ୍କ ଅନୁମତି ନେବାକୁ ପଡୁଛି ଯାହା ଆଗରୁ ହେଉନଥିଲା ଯଦି ଆପଣ ତାଙ୍କ ଅନୁମତି ନ ନଉଛନ୍ତି ସେ ରାଗୁଛନ୍ତି ଓ ବହୁତ ଚିଡଚିଡା ହଉଛନ୍ତି । ଉଦାହରଣ ଆପଣ ଆପଣଙ୍କ ସାଙ୍ଗ ସାଙ୍ଗରେ ବୁଲିବାକୁ ଯିବା ଏଭଳି କିଛି କଥା ।

Image Courtesy: Google

୬: ସୋଶିଆଲ ମେଡିଆ ରେ ଅଧିକ ସମୟ ବିତେଇବା । ଆପଣଙ୍କ ସହ ସମୟ ନ ବିତେଇବା । ଆଭୋଏଡ କାରିବା ।

ଚାଳନ୍ତୁ ଜାଣିବା ଏହାର ସମାଧାନ:

ଛାଡପତ୍ରନେବା ପୂର୍ବରୁ ନିଜ ପାର୍ଟନର ସହ ବସି ଏ ସବୁ ସମସ୍ଯା ବିଷୟରେ କଥାବାରତା ହୁଅନ୍ତୁ । ତାଙ୍କୁ ବୁଝାନ୍ତୁ ଯେମିତି ଆଗକୁ କିଛିଅସୁବିଧା ନା ହଉ ,ମିଶିକି ଏହାର ସମାଧାନ ବାହାରକରନ୍ତୁ,ମିଶିକି ସମୟବିତାନ୍ତୁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *