ଟିଭି ସିରିୟଲରେ ପ୍ରସିଦ୍ଧ କୁନି କଳାକାର ମାନଙ୍କ ରିୟଲ ଲାଇଫ ବାପା ମାନଙ୍କୁ ଆଗରୁ କେବେ ଦେଖି ନଥିବେ

ଟିଭି ସିରିଏଲରେ ବାଲ କଳାକାରଙ୍କୁ ଗୁରୁତ୍ଵ ଦିଆଯାଉଛି । କେତେ ଛୋଟ କୁନି କଳାକାର ତାଙ୍କ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି । ଏହି କଲାକାର ମାନେ ଦମଦାର ଅଭିନୟ କରି ଟେଲିଭିଜନ ଦୁନିଆରେ ରାଜ କରୁଛନ୍ତି । ଆପଣ ଏହି କୁନି କଳାକାର ଓ ତାଙ୍କ କାମ ତ ବହୁତ ଭଲ ଭାବରେ ଜାଣିଛନ୍ତି, କଣ ଆପଣ ଏମାନଙ୍କର ରିଅଲ ଲାଇଫ ପିତାଙ୍କ ବିଷୟରେ ଜାଣିଛନ୍ତି ।

ଯେଉଁ ମାନେ ତାଙ୍କ କାମ ପାଇଁ ସପୋର୍ଟ କରୁଛନ୍ତି ଓ ବହୁତ ଭଲପାଇବା ଦେଉଛନ୍ତି । ଯଦି ଆପଣ ଏମାନଙ୍କ ରିଅଲ ଲାଇଫ ପିତାଙ୍କ ବିଷୟରେ ଜାଣିବାକୁ ଚାହୁଞ୍ଚନ୍ତି ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ଆକୃତି ଶର୍ମା –

ଷ୍ଟାର ପ୍ଲସରେ ଚାଲୁଥିବା ସୋ କୁଲଫି କୁମାର ବଜେବାଲା ବହୁତ କମ ସମୟରେ ସମସ୍ତଙ୍କର ପ୍ରିୟ ହୋଇଛି । ଏଥିରେ କୁଲଫି ର ଭୂମିକାରେ ଆକୃତି ଅଭିନୟ କରିଛନ୍ତି । ସେ ମାତ୍ର ୯ ବର୍ଷର ଅଟନ୍ତି କିନ୍ତୁ ତାଙ୍କ ଦମଦାର ଅଭିନୟରେ ସେ ଘରେ ଘରେ ପରିଚିତ । ଏହି ସୋରେ ତାଙ୍କ ରିଲ ପିତା ସିକନ୍ଦର ସିଂହ ଗିଲ ତାଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି । କିନ୍ତୁ ଆକୃତିଙ୍କର ତାଙ୍କ ରିଅଲ ପିତାଙ୍କ ସହିତ ସମ୍ପର୍କ ବହୁତ ଭଲ ଅଛି । ତାଙ୍କ ପିତାଙ୍କ ନାମ ହେଲା ହରିଶ ସର୍ମା ଜଣେ ବ୍ୟାଙ୍କର ଅଟନ୍ତି ।ତାଙ୍କ ପିତା ତାଙ୍କୁ ବହୁତ ଭଲ ପାନ୍ତି ।ଆକୃତି ତାଙ୍କର ଲିଟଲ ପ୍ରିନସେସ୍ସ ଅଟେ ସେ ତାଙ୍କର ସବୁ ଇଛା ପୂରଣ କରିଥାନ୍ତି ।

ହର୍ଷିତା ଓଝା –

ଷ୍ଟାର ପ୍ଲସ ସୋର ‘ ଏକ ବୀର କା ଅରଦାସ ବୀରା ‘ରେ ହର୍ଷିତା ଲିଡରେ ବୀରା ଚରିତ୍ରରେ ଅଭିନୟ କରିଛନ୍ତି । ଏହି ସୋରେ ତାଙ୍କର ସୁନ୍ଦର ଅଭିନୟରେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି । ହର୍ଷିତାଙ୍କର ରିଅଲ ପିତା ହେଉଛନ୍ତି ସଞ୍ଜୟ ଓଝା । ଯିଏ ଜଣେ ସଫ୍ଟୱେର ଇଞ୍ଜିନିଅର ଅଟନ୍ତି । ସେ ବାପା ଝିଅଭଳି ନୁହେଁ ଗୋଟା ଭଲ ସାଙ୍ଗ ଭଳି ଦୁଇଜଣ ଯାକ ସବୁ କଥା ସେୟର କରିଥାନ୍ତି ।

ଜନତ ଯୁବର ରେହମାନି –

କଲରସ ସିରିଏଲ ଫୁଲୱାରେ ମୁଖ୍ୟ ରେ ଅଭିନୟ କରିଥିଲେ । ଫୁଲୱାରେ ଅବିନୟ କରିଥିବା ଅଭିନେତ୍ରୀ ଜନତ ଯୁବେର ବହୁତ ପ୍ରସିଦ୍ଧ ହୋଇଛନ୍ତି । ସେ ଏହି ସିରିଏଲରେ ବହୁତ ପ୍ରସିଦ୍ଧ ଅଟନ୍ତି । ତାଙ୍କର ଏହି ଏଭିନୟରେ ବହୁତ ନାମ କମେଇଛନ୍ତି ସେ । ତାଙ୍କ ରିଅଲ ଲାଇଫ ପିତାଙ୍କ ନାମ ଯୁବର ରେହମାନି । ସେ ଜଣେ ବ୍ୟବସାୟୀ ଅଟନ୍ତି ଓ ମୁମ୍ବାଇରେ ରୁହନ୍ତି । ସେଟଙ୍କ କାମକୁ ଯେତିକି ଗୁରୁତ୍ଵ ଦେଉଛନ୍ତି ତାଠୁ ବେସୀ ତାଙ୍କ ଝିଅକୁ ଗୁରୁତ୍ଵ ଦେଇଥାନ୍ତି । ସେତାଙ୍କ ଝିଅକୁ ବହୁତ ଭଲ ପାଇ ଥାନ୍ତିଉ ଓ ବହୁତ ସମୟ ତା ସହିତ ବିତାଇ ଥାନ୍ତି ।

ଝନକ ଶୁକ୍ଲା –

ନବେ ଦଶକର ପପୁଲାର ସୋ ‘କରିସ୍ମା କା କରିସ୍ମା ‘ରେ ରୋବଟର ଭୂମିକା ଅଭିନେତ୍ରୀ ଝନକ ନିଭାଇ ଥିଲେ । ସେହି ସମୟରେ ସେ କେବଳ ୬ ବର୍ଷର ଥିଲେ । ତାଙ୍କର ପିତାଙ୍କ ନାମ ହରିଶ ଶୁକ୍ଲା ଅଟେ । ସେ ଜଣେ ଫିଲ୍ମ ନିର୍ମାତା ଅଟନ୍ତି ଓ ସେ ବହୁତ ଫିଲ୍ମର ନିର୍ମାଣ କରିଛନ୍ତି । ଏହି ବାପା ଝିଅଙ୍କ ସମ୍ପର୍କ ବହୁତ ଭଲ ଅଟେ । ଝନକ ତାଙ୍କ ପାପାାଙ୍କ ସହ ସବୁ କଥା ସେୟର କରନ୍ତି ।

ରୁହାନିକା  ଧବନ-

‘ୟେହ ହେ ମହବତେଂ’ ସିରିଏଲ ରେ ଈଶିତାରା ଝିଅ ଛୋଟ ରୁହି ଭୂମିକରେ ଅଭିନୟ କରିଥିଲେ । ଏଥିରେ ସେ ତାଙ୍କର ମାସୁମ ବ୍ୟବହାର ଓ ନାଜକତ ରେ ସମସ୍ତଙ୍କ ହୃଦୟ ଜିତି ଛନ୍ତି । ତାଙ୍କର ରିୟଲ ପାପା ହେଉଛନ୍ତି ଧବନ । ସେ ଜଣେ ବ୍ୟବସାୟୀ ଅଟନ୍ତି । ସେ ତାଙ୍କ ଝିଅକୁ ବହୁତ ଭଲପାଆନ୍ତି ଓ ସେ ତାଙ୍କ ଝିଅକୁ ନେଇ ବହୁତ ପ୍ରୋଟେକ୍ଟିବ ଅଟନ୍ତି । ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ ।

Leave a Reply

Your email address will not be published. Required fields are marked *