ଏହି ଛୁଆଟି ଶରୀର କୁ ଦେଖି ଭୟଭୀତ ହେଲେ ସ୍ଥାନୀୟ ଲୋକେ, କଲେ ପୂଜା ପାଠ- ଜାଣନ୍ତୁ ସମ୍ପୂର୍ଣ ଘଟଣା

ନେପାଳ ରେ ଜନ୍ମ ହୋଇଥିବା ଋଷଭ ଘିମିରୀ ଲୋକଙ୍କ ପାଇଁ ଭଗବାନ ହୋଇ ଯାଇଥିଲେ, କିନ୍ତୁ ଆପଣ ଏହା ପଛ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଠଟା ହାତ ସହ ଜନ୍ମ ହୋଇଥିବା ଏହି ଛୁଆଟି କୁ ଲୋକେ ଗଣେଶ ଠାକୁରଙ୍କ ଆକୃତି ଭାବି ପୂଜା ପାଠ ଆରମ୍ଭ କରିଦେଇଥିଲେ । ଆପଣଙ୍କୁ ଜଣେଇଦବାକୁ ଚାହୁଁଛୁ କି ନେପାଲ ର ନିବାସୀ ରିଷି ଓ ଝନୁକାଙ୍କ ପୁଅ ଋଷଭ କୁ ଏକ ଦୁର୍ଲଭ ରୋଗ ହୋଇଛି ।

ଦୁଇ ଲକ୍ଷୟ ପିଲାଙ୍କ ମଧ୍ୟ ରେ ମାତ୍ର ଗୋଟେ ପିଲା ଏହି ରୋଗ ରୁ ଗ୍ରସ୍ତ ହୋଇଥାଏ ।

ଋଷଭଙ୍କର ଶରୀର ରେ ଆଠଟି ହାତ ଅଛି ଏବଂ ଏହା  ହବାର ମୁଖ୍ୟ କାରଣ ତାଙ୍କ ଶରୀର ରୁ ତାଙ୍କ ଟ୍ଵିନ ର ଶରୀର ଅଲଗା ନ ହବା ଥିଲା, ଦୁଇଟିଆ ଛୁଆ ପାଇଁ ଯଥେଷ୍ଟ ଜାଗା ନ ହେଲେ ଏହି ପରି ପରିସ୍ଥିତି ହୋଇଥାଏ । ଏହି ଅବସ୍ଥା ରେ ରହିକି ବି ଋଷଭ ସାମାନ୍ୟ ଛୁଆଙ୍କ ପରି ରହୁଛନ୍ତି ।

 

ଆର୍ଥିକ ସମସ୍ୟାରୁ ଋଷଭ ର ମା ବାପା ତା ଚିକିତ୍ସା କରେଇ ପାରୁନଥିଲେ, ସେହି ଗାଁ ର ଲୋକେ ଏହି ଛୁଆ କୁ ଦୁର୍ଲଭ ଛୁଆ କହି ଏହାର ପୂଜା କରିବା ଆରମ୍ଭ କରି ଦେଲେ । ଅଦ୍ଭୁତ ଶରୀର ଗଠନ ପାଇଁ ଋଷଭ ବହୁତ ଦୁର୍ବଳ ଏବଂ ତା ହୃଦୟ ବି ଦୁର୍ବଳ ହୋଇଯାଇ ଥିଲା, ଯାହା କାରଣ ରୁ ଋଷଭ ଶାରୀରିକ ଯନ୍ତ୍ରଣା ଭୋଗୁଥିଲା । ବହୁତ ସମୟ ପରେ ଗୋଟେ NGO ସାହାଯ୍ୟ ରେ ଋଷଭ ର ଚିକତ୍ସା ହେଲା ଏବଂ ଏବେ ସେ ଏବେ ବହୁତ ଭଲ ଜୀବନ ବିତାଉଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *