ଏହି କପଲଙ୍କର ହରକତ ଦେଖି ଆପଣଙ୍କ ରକ୍ତ ବି ହୋଇଯିବ ଗରମ… ଦେଖନ୍ତୁ Video

ଆଜିକାଲି ଇଣ୍ଟରନେଟ ର ବହୁଳ ମାତ୍ରା ରେ ବ୍ୟବହାର କରା ଯାଉଛି । ଯାହାର ଫାଇଦା ଲୋକ ମାନେ ଘରେ ବସି ମଧ୍ୟ ଉଠାଇ ପାରୁଛନ୍ତି । ଲୋକ ମାନେ ଘରେ ବସି ଦେଶରେ ଘଟୁଥିବା ଘଟଣା ସମ୍ପର୍କରେ ସହଜରେ ଜାଣି ପାରୁଛନ୍ତି । ଆମ ଦେଶରେ ଏମିତି କିଛି ମଜାଦାର ଘଟଣା ମଧ୍ୟ ରହିଛି ଯାହା ଅନେକ ସମୟରେ କ୍ୟାମେରାରେ କ୍ୟାପଚାର ହୋଇ ପାରୁଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ରୋମାଞ୍ଚକର ଓ ମଜାଦାର ଘଟଣା ବିଷୟରେ କହିବାକୁ ଯାଉଛୁ ।

ପ୍ରଥମ ଘଟଣା ହେଉଛି ଜଣେ ୮୦ ବର୍ଷର ବୃଦ୍ଧ ବ୍ୟକ୍ତିଙ୍କ ସହ କମ ବଯସର ଝିଅ ପାର୍କରେ ବସି ରୋମାନ୍ସ କରିବାର ନଜର ଆସିବା ପରେ ଯାହା ଘଟିଲା ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ ଝିଅଟି ବୃଦ୍ଧ ବ୍ୟକ୍ତିଙ୍କୁ ନିଜର ପ୍ରେମିକ କହିବା ସହ ତାଙ୍କୁ ଆଲିଙ୍ଗନ ମଧ୍ୟ କରୁଛନ୍ତି ଯାହାକୁ କିଛି ଲୋକ ମାନେ କ୍ୟାମେରାରେ କ୍ୟାପଚାର କରିଛନ୍ତି ।

ଏହା ଦେଖିବା ପରେ ବୃଦ୍ଧ ବ୍ୟକ୍ତି ଓ ଝିଅ ଜଣକ ଦୁହେଁ ମିଶି ଲୋକ ମାନଙ୍କ ଉପରେ ଚିତ୍କାର କରିବା ଆରମ୍ଭ କରିଛନ୍ତି । ଏହି ଘଟଣା ଘଟିବା ସମୟରେ ଜଣେ ମହିଳା ମଧ୍ୟ ଏହାର ପ୍ରତିବାଦ କରିଛନ୍ତି । କିନ୍ତୁ ବୃଦ୍ଧ ବ୍ୟକ୍ତି ଓ ଝିଅଟି ନିଜର ପ୍ରେମ ଖୁଲାସା ସମସ୍ତଙ୍କ ଆଗରେ କରିବାର ଅନ୍ଯର ଆସୁଛନ୍ତି । କିନ୍ତୁ ପ୍ରକୃତ ଘଟଣା ହେଉଛି ଏହା ଏକ ମିଥ୍ୟା ଭିଡିଓ ।

ଯାହାକୁ ୟୁଟୁବ ଚ୍ଯାନେଲ ରେ ପ୍ରସାରିତ କରା ଯାଇଥିଲା । ଏହି ଭିଡିଓ ରେ ଯାହା ଦେଖା ଯାଉଛି ବାସ୍ତବରେ ସେମିତି କିଛି ଘଟି ନାହି । ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେବାର ନଜର ଆସିଛନ୍ତି ।

ଆପଣ ମାନେ ଜାଣିଥିବେ ପୋଲିସ ଗାଡିର ଶବ୍ଦ ଶୁଣିଲେ ସମସ୍ତଙ୍କ ମନରେ ଭୟ ଆସିଥାଏ । କିନ୍ତୁ ଏଭଳି କିଛି ମଜାଦାର ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହି । ଏହି ଘଟଣା ଘଟିଛି ପଞ୍ଜାବ ପାକିସ୍ତାନ ରେ ଯେଉଁଠି ଜଣେ ବୃଦ୍ଧ ବ୍ୟକ୍ତି ପୋଲିସ ଗାଡି ଆସିବାର ଦେଖି ରାସ୍ତା ଅବରୋଧ କରି ପୋଲିସ ଗାଡି ଆଗରେ ଡ୍ୟାନ୍ସ କରିବାର ନଜର ଆସିଛନ୍ତି ।

ଯାହା ଏହି ଭିଡିଓ ରେ ସ୍ପଷ୍ଟ ଦୃଶ୍ୟ ହେଉଛି । ବ୍ୟକ୍ତି ଜଣକ ଏମିତି ଢଙରେ ଡ୍ୟାନ୍ସ କରୁଛନ୍ତି ଯାହା ଦେଖିବାକୁ ବହୁତ ମଜାଦାର ହୋଇଛି । ଏହି ଡ୍ୟାନ୍ସ ଦେଖି ରାସ୍ତା ରେ ଯାଉଥିବା ଲୋକ ମାନେ ମଧ୍ୟ ଗାଡି ଅଟକାଇ ଦେଖୁଛନ୍ତି । ସେମାନଙ୍କ ମଧ୍ୟରୁ ଜେଣ ପୋଲିସ ବାଲା ଆସି ବୃଦ୍ଧ ବ୍ୟକ୍ତିଙ୍କୁ ସେତିକି ଡ୍ୟାନ୍ସ କରିବା ପାଇଁ କହୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମଜାଦାର ଘଟଣା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *