ଏହା ଯମରାଜାଙ୍କ ଦିଗ ଅଟେ, ଏହି ଦିଗକୁ ରଖନ୍ତୁ ନହିଁ ଘରର ଦ୍ଵାର, ଯଦି ଅଛି ତେବେ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ଯମରାଜଙ୍କ ଦିଗ ମାନନ୍ତି, ଏହି ଦିଗର ସ୍ଵାମୀ ସ୍ଵୟଂ ଯମରାଜା ଅଟନ୍ତି । ଏହି ଦିଗରେ ଶୁଭ ଅଶୁଭ ପରିଣାମ ସ୍ତ୍ରୀ ଉପରେ ଅଧିକ ପଡିଥାଏ । ସାଧାରଣ ଲୋକଙ୍କ ମନରେ ଦକ୍ଷିଣ ଦିଗକୁ ନେଇ ବହୁତ ଭୟ ରହିଥାଏ ଯେମିତି ଦକ୍ଷିଣ ମୁଖି  ଘର ବହୁତ ଅସୁବିଧା ନେଇ ଆସିଥାଏ । କିନ୍ତୁ ସବୁ ପରିଷ୍ଟିତିରେ ଏମିତି ହୋଇନଥାଏ । ଯଦି ଦକ୍ଷିଣା ମୁଖୀ ଭବନ ବା ଭୂମି କିଣିବା ମନା ଅଟେ ସର୍ବପ୍ରଥମେ ସେହି ଜାଗାକୁ କୌଣସି ଅଲଗା ଲୋକ ନାମରେ କିଣନ୍ତୁ ।

ଯଦି ପୂର୍ବରୁ କିଛି ନିର୍ମାଣ ହୋଇକି ଅଛି ତ ତାକୁ ଭାଙ୍ଗି ଦିଅନ୍ତୁ । ଏହା ପରେ ପଶ୍ଚିମ କି ଦକ୍ଷିଣ ଦିଗ ଆଡକୁ ଭବନର ପ୍ରାରମ୍ଭ କରନ୍ତୁ । ଭବନ ପୁରା ହୋଇଗଲା ପରେ ସେଟାକୁ ନିଜ ନାମରେ କରି ଗୃହ ପ୍ରବେଶ କରନ୍ତୁ ।

Image Courtesy: Google

ଦକ୍ଷିଣ ମୁଖୀ ଭୂମିରେ ଘର ବନାଉଛନ୍ତି ତ ଧ୍ୟାନ ରଖନ୍ତୁକି ଦକ୍ଷିଣ ଭାଗ ଉଚା ରହିବା ଆବଶ୍ୟକ । ଏହା କରିବା ଦ୍ଵାରା ସେ ଘରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଭଲ ଓ ସୁଖୀ ରହିବେ । ଦକ୍ଷିଣ ଭାଗରେ ଘର ଉଚା ବନେଇବା ଉଚିତ ଏଥିରେ ଘରର ମାଲିକ ଐଶ୍ଵର୍ଯ୍ୟ ସମ୍ପର୍ନ ହୋଇଥାଏ । ଦକ୍ଷିଣ ଦିଗର ଘରର ପାଣି ଉତ୍ତର ଦିଗ ହୋଇ ବାହାରକୁ ଆସିଥାଏତ ଧନଲାଭ ହୋଇଥାଏ । ଏମିତି ଘରେ ରହୁଥିବା ସ୍ତ୍ରୀ ଲୋକଙ୍କ ଦେହ ଠିକ ହୋଇଥାଏ ।

Image Courtesy: Google

ଘରର ମୁଖ୍ୟ ଦ୍ଵାରା କେବେବି ଦକ୍ଷିଣ ଦିଗକୁ ରହିବା ଉଚିତ ନୁହେଁ । ଯଦି ଆପଣଙ୍କ ଦ୍ଵାରା ଦକ୍ଷିଣ ପାଟରେ ଥାଏ ତେବେ ଦ୍ଵାର ସାମ୍ନାରେ ଗୋଟେ ବଡ ଦର୍ପଣ ଲଗାନ୍ତୁ ଯେମିତି ଘରେ ପ୍ରବେଶ କରିବା ବ୍ୟକ୍ତି ଘର ଭିତରକୁ ଗଲେ ତାର ପୁରା ଚାବି ଦର୍ପଣରେ ଆସିବ । ଏଥିରେ ଘରେ ପ୍ରବେଶ କରୁଥିବା ବ୍ୟକ୍ତି ସହିତ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜା ଓଲଟ ଜଳି ଯାଇଥାଏ ।

Image Courtesy: Google

ଯଦି ଦକ୍ଷିଣା ମୁଖୀ ଘରେ ବାସ୍ତୁ ଦୋସ ଥାଏ ତ ଦ୍ବାରର ଠିକ ଆଗରେ ଆଶୀର୍ବାଦ ମୁଦ୍ରାରେ ଥିବା ହନୁମାନଙ୍କ ଫୋଟ ବା ମୂର୍ତି ଲଗେଇବା ଦ୍ଵାରା ଦକ୍ଷିଣ ମୁଖୀ ରହିଥିବା ବାସ୍ତୁ ଦୋଷ ଦୂର ହୋଇଥାଏ । ଦକ୍ଷିଣ ଦିଗକୁ ମୁହଁ କରି ଶୋଇଲେ ଫୁସଫୁସର ଗତି ଖରାପ ହୋଇଥାଏ । ସେଥିପାଇଁ ମୃତ୍ୟୁ ପରେ ଶରୀରକୁ ଦକ୍ଷିଣ ଦିଗ ଆଡକୁ କରିଦିଆ ଯାଏ କି ତାର ଶରୀରରେ ଥିବା ଜୀବଂଶ ସମାପ୍ତ ହୋଇଯାଏ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *