ପ୍ରତି ଦିନ ଖାଲି ପେଟରେ ଏହି ଫଳ ଖାଇଲେ ଡାଇବେଟିଜ ଏବଂ ହାର୍ଟ ଅଟ୍ଟକ ଭଳି ରୋଗ ରହିବ ଦୂରେଇ

ଆଜିକା ବ୍ୟସ୍ତ ସମୟରେ ଦୁନିଆରେ ଡାଇବେଟିଜ ଏବଂ ହାର୍ଟ ଜଡିତ ସମସ୍ୟା ପ୍ରତି ମଣିଷକୁ ଅଛି, ଏହା ପଛ ସବୁ ଠାରୁ ବଡ କାରଣ ଲୋକଙ୍କ ଖରାପ ଖାଦ୍ୟ ପ୍ରଣାଲୀ ଅଟେ । ଆଜିକା ସମୟରେ ଖାଦ୍ୟ ଏତେ ମସଲା ତେଲ ଯୁକ୍ତ ରହୁଛି ଯାହା ଫଳରେ ରୋଗ ନହଉଥିବା ଲୋକକୁ ମଧ୍ୟ ରୋଗ ହୋଇ ଥାଏ । ଆଜି ଆମେ ଆପଣଙ୍କୁ ଏହି ଦୁଇଟି ଭୟଙ୍କର ରୋଗ ଠାରୁ ବଞ୍ଚି ରହିବା ପାଇଁ ଗୋଟେ ଏମିତିକା ଫଳ ବିଷୟରେ କହିବାକୁ ଯାଉଛୁ । ଯାହାର ପ୍ରତି ଦିନ ସେବନ ଦ୍ଵାରା ଆପଣ ସବୁବେଳେ ଡାଇବେଟିଜ ଓ ହାର୍ଟ ରୋଗରୁ ଦୂରେଇ ରହି ଥାନ୍ତି ।

Image Courtesy: Google

ପ୍ରତି ବର୍ଷ ମିନିମମ ସାତ ଲକ୍ଷ ଠାରୁ ଅଧିକ ଲୋକ ହାର୍ଟ ଅଟେକ ଶିକାର ହଉଛନ୍ତି :

ଲେଟେଷ୍ଟ ମେଡିକଲ ରିସର୍ଚ ଅନୁଯାଇ ସାତ ଲକ୍ଷ ୯୫ ହଜାର ଲୋକ ହାର୍ଟ ଅଟେକ ଶିକାର ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ୬୦ହଜାର ଲୋକ ହାର୍ଟ ସହ କ୍ଳୋଷ୍ଟ୍ରୋଲ ଏବଂ ବ୍ଲୋଡ ପ୍ରେଶର ରୋଗୀ ହୋଇ ଥାନ୍ତି । ଏହି ସବୁ କାରଣ ପାଇଁ ବହୁତ ଲୋକଙ୍କୁ ବ୍ରେନ ଷ୍ଟ୍ରୋକ ସମସ୍ୟା ଆସି ଥାଏ, କଣ ଆପଣ ଜାଣିଛନ୍ତି ଯେ ବ୍ରେନକୁ ହାର୍ଟ ଦ୍ଵାରା ରକ୍ତ ପ୍ରବାହ ହୋଇ ଥାଏ ଯାହା କୌଣସି ପ୍ରକାର ପାଇଁ ଅଟକି ଗଲେ ବ୍ରେନ ଷ୍ଟ୍ରୋକ ଭଳି ଭୟଙ୍କର ରୋଗ ହୋଇ ଥାଏ ଏହା ଦ୍ଵାରା ମଣିଷ ଜୀବନ ମଧ୍ୟ ଯାଇ ପାରେ ।

Image Courtesy: Google

ଆଜିକାଲି ଲୋକ ଟଙ୍କା ପଛରେ ଦଉଡି ଏହା ଭୁଲି ଯାଉଛନ୍ତି ଯେ ଟଙ୍କା କଣ ହବ ଯଦି ସ୍ୱାସ୍ଥ୍ୟ ନଥିବ ଆଜିକା ସମୟରେ ସମସ୍ତଙ୍କ ପାଇଁ ଟଙ୍କା ସବୁ କିଛି ଲୋକ ଟଙ୍କା ରୋଜଗାର ପାଇଁ ଯାହା ପାଉଛନ୍ତି ଖାଇ ବଞ୍ଚି ଜାଉଚନ୍ତି କିନ୍ତୁ ଏହା ଭୁଲି ଜାଉଚନ୍ତି ଯେ ଟଙ୍କା ତାଙ୍କ ଜୀବନ ଠାରୁ ବଡ ନୁହ । ସେଥିପାଇଁ ଆଗ ସ୍ୱାସ୍ଥ୍ୟ ତା ପରେ ଅନ୍ୟ ଜିନିଷ ଆସି ଥାଏ, ନିଜ ଖାଦ୍ୟକୁ ହେଲଦି ବନେଇବା ପାଇଁ ଚେଷ୍ଟା କରନ୍ତୁ ।

Image Courtesy: Google

ଏହି ଫଳକୁ ନିଜ ଖାଦ୍ୟରେ ନିଶ୍ଚିନ୍ତ ମିଶାନ୍ତୁ :

ଆଜି ଆମେ ଆପଣଙ୍କୁ ଯେଉଁ ଫଳ ବିଷୟରେ ତାହା ଆଉ କିଛି ନୁହ ଖଜୁରୀ ଯାହା ଆପଣ ଦେଖି ଥିବେ ଏବଂ ଖାଇ ଥିବେ କିନ୍ତୁ ଏହାର ପ୍ରତି ଦିନ ସାକାଳେ ଖାଲି ପେଟ ସେବନ କଲେ ଆପଣ ବହୁତ ବଡ ବଡ ଭୟଙ୍କର ରୋଗ ଠାରୁ ମୁକ୍ତି ପାଇ ପାରିବେ ଯେମିତିକି ହାର୍ଟ ବା ଦଇବେଟିଜ ଭଳି ସମସ୍ୟା । ଏହା ଦ୍ଵାରା ହାଡ ମଜବୁତ ହୋଇ ଥାଏ ଓ ରକ୍ତ ସଫା କରି ଥାଏ ଯାହା ଫଳରେ ରକ୍ତ ପ୍ରବାହ କେଉଁଠି ଅଟକି ନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର:- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯଦି ଆପଣଙ୍କର କୌଣସି ରୋଗ ଅଛି ତେବେ କିଛିବି ଖାଦ୍ଯ ସେବନ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *