ବଡ ବଡ ରୋଗର ରାମବାଣ ଔଷଧ ଅଟେ ଏହି ଫଳ, ଏହାର ଫାଇଦା ଜାଣି ପାଦତଳୁ ଖସିଯିବ ମାଟି- Acharya Balkrishna

ଖରଭୁଜା ବା ଫୃଟି ରେ ପୋଟାସିୟମ ଅଧିକ ରହିଛି, ଯାହା ରକ୍ତଚାପ କୁ ଠିକ କରିବାରେ ସହାୟକ ହୋଇଥାଏ । ଖରଭୁଜା ରେ ହାଇଫାଇବର ଓ ପାଣି ର ମାତ୍ରା ରକ୍ତଚାପକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଖରା ଦିନରେ ଏହି ଖରଭୁଜା ବଜାରକୁ ଆସେ । ଏହି ଫଳରେ ବହୁତ ସାରା ପାଣି ଥାଏ, ସାଥିରେ ବହୁତ ସାରା ପୋଷାକ ତତ୍ତ୍ଵ ।

ଗରମ ଦିନେ ଠିକ ଭାବେ ହାଇ ଡ୍ରେଟ ଦରକାର । ଏହି ଋତୁ ରେ ପାଣିର ବହୁତ ଆବଶ୍ୟକ ଥାଏ । ଯାହା ଖାଲି ପାଣି ପିଇ ପୁରା କରି ହୁଅନି, ଫଳ ସହିତ ଆଉ କେତେକ ଖାଦ୍ୟ ନେବା ଦରକାର ଯେଉଁଥିରେ ପାଣି ର ମାତ୍ରା ଭରପୁର ଥିବା ଦରକାର । କାରଣ ଏହା ପାଣି ସହିତ ଆଉ ଅଲଗା ପୋଷାକ ତତ୍ତ୍ଵ ବି ପୁରା କରେ । ଏହି ଫଳ ଭିତରୁ ଖରଭୁଜା ଗୋଟେ ଅଟେ ।

ତେବେ ଏହି ଖରଭୁଜା ବା ଫୃଟି ର ୫ଟି ଫାଇଦା ଅଛି, ଯାହାକୁ ସେବନ କଲେ ଆମେ ଅନେକ ପ୍ରକାର ରୋଗରୁ ମୁକ୍ତି ପାଇ ପାରିବା, ତେବେ ସେଗୁଡିକ ଜାଣିବା ଆପଣମାନଙ୍କ ପାଇଁ ନିହାତି ଦରକାର ।

୧. ରକ୍ତଚାପ ପାଇଁ ଭଲ ଅଟେ

ଖରଭୁଜା ରେ ଅଧିକ ମାତ୍ରାରେ ପୋଟାସିୟମ ଥାଏ, ଯାହା ବ୍ଲଡ଼ପ୍ରେଶରକୁ ଠିକ ରଖିବାରେ ସହାୟକ ହୁଏ । ଏହାର ସେବନ ଦ୍ଵାରା ରକ୍ତଚାପ ସମସ୍ଯା ଠିକ ହୁଏ ।

୨.ବହୁତ ଭଲ ଖାଦ୍ୟ ହଜମ କରେ

ଖରଭୁଜା ରେ ପାଣି ଓ ଫାଇବର୍ ପର୍ଯ୍ୟାପ୍ତ ପରିମାଣରେ ଥାଏ । ଯୋଉ ଟା ଭଲ ଖାଦ୍ୟ ହଜମରେ ସହାୟକ କରିଥାଏ । ଏହା ପାଚନ ତନ୍ତ୍ର ପାଇଁ ଭଲ ଅଟେ ।

୩. ହାଇ ଡ୍ରେସ ସନ ରେ ସାହାଯ୍ୟ କରେ

ଖରଭୁଜା ପ୍ରାୟ ୯୦ପ୍ରତିଶତ ପାଣି ଅଟେ । ଯାହା ଡିହାଇଡ୍ରେସନ କୁ ରୋକିବା ପାଇଁ ପର୍ଯ୍ୟାପ୍ତ ପାଣି ପିଇବାକୁ ପଡିବ ଓ ପାଣି ରେ ଭରା ପ୍ଫଳ ଓ ପରିବାର ଖାଇବା ଆବଶ୍ୟକ । ତରଭୁଜ, ଆମ୍ବ,କୋବି, ଜାମୁନ ସହିତ ବିଭିନ୍ନ ପ୍ରକାର ଫଳ ଖାଇବା ଦରକାର ।

୪.ସୁନ୍ଦର ଚେହେରା

ଖରଭୁଜା ଚେହେରା ପାଇଁ ବି ବହୁତ ଉପଯୋଗୀ ଥାଏ । ଏଥିରେ ଆଣ୍ଟି ଅକ ସି ଡେ ନ୍ଟ ଉଚ୍ଚ ମାତ୍ରାରେ ରହିଛି । ଯାହା ଚେହେରା ସଫା କରିଥାଏ । ଇ ଏ ତ୍ଵଚା ର ଅନୁକୂଳ କୋଲେଯୋନ ସାଥିରେ ଭାରା ଅଛି । ଏହା ଖାଦ୍ୟ ସହିତ ଆଡ୍ଡ କରିବା ଚେହେରା ପାଇଁ ଫାଇଦା ମନ୍ଦ ଥାଏ । ଏଥିରେ ଫେସ ପ୍ୟାକ ବନେଇ କି ବି ଚେହେରାରେ ଲଗାଇପରିବେ ।

୫.ଏଥିରେ ବିଭିନ୍ନ ପ୍ରକାର ପୋଷାକ ତତ୍ତ୍ଵ ରହିଥାଏ

ନିଜ ଖାଦ୍ୟରେ ଆଡ କରନ୍ତୁ ଖରଭୁଜା ଆପଣଙ୍କୁ ବିଭିନ୍ନ ପ୍ରକାର ପୋଷାକ ତତ୍ତ୍ଵ ମିଳିପାରେ । ଖରାଦିନେ ଏହି ଫଳରେ ବହୁତ କମ୍ କୟାଲୋରି ଓ ଏହା ଫାଇବର,ଭିଟାମିନ ଏ, ପୋଟାସିୟମ, ପ୍ରୋଟିନ,ଓ ଭିଟାମିନ ସି ରେ ଭରପୁର ଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *