ବର୍ଷାଙ୍କୁ ଛାଡିବା ପରେ ଏହି ହିରୋଇନଙ୍କୁ ବହାହେବେ ଅନୁଭବ, କାହାକୁ ଦେଖନ୍ତୁ

ଆପଣ ସମସ୍ତେ ଓଲିଉଡର ଜବରଦସ୍ତ ଯୋଡି ଅନୁଭବ ଓ ବର୍ଷାଙ୍କ ଭଲ ପାଇବା, ବାହାଘର ଓ ବି-ବା-ଦ ବିଷୟରେ ଜାଣିଛନ୍ତି । ଏମାନେ ଯେତେ ଜଲ୍ଦି ଭଲ ପାଇ ବାହା ହେଲେ ସେତେ ଜଲ୍ଦି ପରସ୍ପର ଠାରୁ ଅଲଗା ମଧ୍ୟ ହୋଇଗଲେ । ବର୍ତ୍ତମାନ ଦୁଇ ଜଣଙ୍କ କେ-ସ ହା-ଇ-କୋ-ର୍ଟ-ରେ ଚାଲିଛି । କିନ୍ତୁ ଏହାରି ମଧ୍ୟରେ ଅନୁଭବ ଅନ୍ୟ ଏକ ହିରୋଇନ ସହ ନଜର ଆସିଛନ୍ତି । କୁହାଯାଉଛି କି ଅନୁଭବ ବର୍ଷାଙ୍କ ଠାରୁ ଅଲଗା ହେବା ପରେ ଏହି ହିରୋଇନଙ୍କ ପ୍ରେମରେ ପା-ଗ-ଳ ହୋଇ ଯାଇଛନ୍ତି ।

ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ଅନୁଭବ ମହାନ୍ତିଙ୍କ ଜ-ବ-ର-ଦ-ସ୍ତ ଅଭିନୟ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ । ବର୍ତ୍ତମାନ ସମୟରେ ସେ ଅଭିନୟ ସହ ରାଜନୀତି କ୍ଷେତ୍ରରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ବର୍ତ୍ତମାନ ସମୟରେ କେନ୍ଦ୍ରାପଡାର ସାଂସଦ ହୋଇ ଯାଇଛନ୍ତି ।

ଯେଉଁଠି କି ସେ ବହୁତ ମାତ୍ରାରେ ଲୋକମାନଙ୍କ ସାହାର୍ଯ୍ୟ କରୁଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ଅନୁଭବ ଓ ବର୍ଷା କୋ-ର୍ଟ-ରେ ପରସ୍ପର ବି-ରୁ-ଦ୍ଧ-ରେ କେ-ସ କରିଛନ୍ତି । ଦୁଇ ଜଣ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁଛନ୍ତି । ଯାହାର ମୁଖ୍ୟ କାରଣ ଅନୁଭବଙ୍କ ନୂଆ ପ୍ରେମ ବୋଲି କୁହାଯାଉଛି । ଗତ କିଛି ଦିନ ତଳେ ଭା-ଇ-ରା-ଲ ହୋଇଥିଲା କି ଅନୁଭବ ମହାନ୍ତି ଜଣେ ହିରୋଇନଙ୍କୁ ଭଲ ପାଉଛନ୍ତି । ଯାହାର କି ଗୋଟିଏ ଫଟୋ ବି ସାମ୍ନାକୁ ଆସିଛି ।

ଯେଉଁଥିରେ ଦୁଇ ଜଣ ଗୋଟିଏ ଟେବୁଲରେ ବସି ଖାଉଛନ୍ତି । କହିଦେଉଛୁ କି ଅଭିନେତା ଓ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ସମ୍ବାଦିକା ଜାଗୃତି ଶୁକ୍ଲାଙ୍କୁ ଭଲ ପାଉଛନ୍ତି । କିନ୍ତୁ ଅନୁଭବ ମହାନ୍ତିଙ୍କୁ ଅନୁସାରେ ସେମାନେ ଦୁଇ ଜଣ ଭଲ ବନ୍ଧୁ । କିନ୍ତୁ ଏମାନଙ୍କର ସ-ମ୍ପ-ର୍କ କେଉଁ ଭଳି ଏହା ବିଷୟରେ କେହି ବି ଜାଣି ନାହାନ୍ତି । ଗତ କିଛି ଦିନ ହେବ ଅନୁଭବ ମହାନ୍ତି ଓ ତାଙ୍କର ବନ୍ଧୁ ଜାଗୃତି ଶୁକ୍ଲାଙ୍କୁ ବହୁତ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-[ରେ ଏହି ଖବର ଘୁରି ବୁଲୁଛି କି ଅନୁଭବ ମହାନ୍ତି ଓ ଜାଗୃତି ପରସ୍ପରକୁ ଭଲ ପାଉଛନ୍ତି । ଏହା ସହିତ କୁହାଯାଉଛି କି ଅନୁଭବ ମହାନ୍ତି ବର୍ଷାଙ୍କ ଠାରୁ ଛାଡପତ୍ର ନେବା ପରେ ଜାଗୃତି ଶୁକ୍ଲାଙ୍କୁ ବିବାହ କରିବେ । କିନ୍ତୁ ଏହି ଖବର କେତେ ଦୂର ସତ୍ୟ ଏହା ବିଷୟରେ କାହାକୁ ବି ଜଣା ନାହିଁ ।

Leave a Reply

Your email address will not be published. Required fields are marked *