Hospital ର କଳାକାରନାମା ଆସିଲା ସାମ୍ନାକୁ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି ମହିଳା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି Video

ଆମ ଦେଶରେ ପ୍ରତେକ ଦିନ କିଛି ନ କିଛି ଘଟଣା ଘଟିବାରେ ଲାଗିଛି । ଆଜିର ଆମ ଏହି ଲେଖାରେ ଭୁବନେଶ୍ବରର ପ୍ରାଇଭେଟ ହସପିଟାଲରେ ପଇସା ପାଇଁ କିପରି ଭାବେ ଶ-ବକୁ ହ୍ୟାଣ୍ଡଭର କରାଯାଉ ନାହି ସେହି ବିଷୟରେ କହିବାକୁ ଯାଉଛୁ ।

ତେବେ ଆସନ୍ତୁ ଜାଣିବା ପୁରା ସତ୍ୟତା କଣ ରହିଛି । ଏହି ଭିଡିଓ ରେ ଯେଉଁ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଛି ତାଙ୍କ ପୁଅ କହିଛନ୍ତି ଯେ ତାଙ୍କ ପିତାଙ୍କର କ୍ୟାନ୍ସର ହୋଇଥିଲା । ଏହା ପରେ ଭୁବନେଶ୍ଵର ପ୍ରାଇଭେଟ ହସପିଟାଲରେ ତାଙ୍କ ପିତାଙ୍କୁ ଆଡମିସନ କରିଥିଲେ ।

ଏହା ପରେ ତାଙ୍କ ପିତାଙ୍କର କେମୋ ଚିକିତ୍ସା ଆରମ୍ଭ କର ଯାଇଥିଲା । ଏହା ପରେ ତାଙ୍କ ଶରୀରର ସବୁ ପ୍ରକାରର ପରୀକ୍ଷା କରାଯାଇ ଥିଲା । ପରୀକ୍ଷା ପରେ ଜଣା ପଡିଥିଲା ଯେ ରିପୋର୍ଟ ସବୁ ଠିକ ଅଛି । ଏହା ପରେ ଡାକ୍ତର ସର୍ଜରୀ କରିବାକୁ କହିଥିଲେ । ସର୍ଜରୀ ହେବା ପରେ ତାଙ୍କ ପିତାଙ୍କର ଫୁସଫୁସ ଇଂଫେକସନ ହୋଇଛି ବୋଲି ଡାକ୍ତର ମାନେ କହିଥିଲେ ।

ମୃ-ତ ବ୍ୟକ୍ତିଙ୍କର ପୁଅଙ୍କ କହିବା ଅନୁସାରେ ସର୍ଜରୀରେ କିଛି ଭୁଲ ଥିବାରୁ ତାଙ୍କ ପିତାଙ୍କର ଫୁସଫୁସ ଖରାପ ହୋଇଥିଲା । ମୃ-ତ ବ୍ୟକ୍ତିଙ୍କର ପୁଅଙ୍କ କହିବା ଅନୁସାରେ ତାଙ୍କ ପିତାଙ୍କର ସକଳ ୬ ଟାରୁ ମୃ-ତ୍ୟୁ ହୋଇଥିଲେ ମଧ୍ୟ ଏ ଯାଏଁ ହସ୍ପିଟାଲରେ ବକୁ ରିଲିଜ କରି ନାହାନ୍ତି । ତାଙ୍କ ପୁଅଙ୍କ ମତରେ ସମୁଦାୟ ହସପିଟାଲର ଚାର୍ଜ ୪ଲକ୍ଷ ୫୦ ହଜାର ଟଙ୍କା ହୋଇଥିଲା । ସେଥି ମଧ୍ୟରୁ ୧ଲକ୍ଷ ୫୦ ହଜାର ସେ ଡିପୋଜିତ କରି ସାରିଛନ୍ତି ।

ସମୁଦାୟ କେମୋ ଚିକିତ୍ସା ପାଇଁ ୪ଲକ୍ଷ ତାଙ୍କ ଖର୍ଚ୍ଚ କରି ସାରିଛନ୍ତି ବୋଲି ତାଙ୍କ ପୁଅ କହିଛନ୍ତି । ଏହା ସହ ଆଉ ୨ଲକ୍ଷ ତାଙ୍କ ଦେଲେ ଶ-ବକୁ ରିଲିଜ କରିବେ ବୋଲି ହସପିଟାଲରେ କହିଛନ୍ତି । କିନ୍ତୁ ତାଙ୍କ ପାଖରେ ଆର୍ଥିକ ସମ୍ବଳ ନ ଥିବାରୁ ସେ ନିଜ ପିତାଙ୍କର ଶ-ବକୁ ରିଲିଜ କରିବା ପାଇଁ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।

ତାଙ୍କ ପୁଅଙ୍କ କହିବା ଅନୁସାରେ ଡିଶ୍ଚାର୍ଜ ହେବା ଯାଏଁ ୭୦,୦୦୦ ତାଙ୍କ ବିଲ ହୋଇଥିଲା । କିନ୍ତୁ ରବିବାର ଦିନ ଭେଣ୍ଟିଲେସନ ପାଇଁ ତାଙ୍କ ପିତାଙ୍କୁ ନିଆ ଯାଇଥିଲା । ଡିଶ୍ଚାର୍ଜ ପର ଠାରୁ ଭେଣ୍ଟିଲେସନ ଚାର୍ଜପାଇଁ ହସପିଟାଲର ବିଲ ହେଉଛି ୩ଲକ୍ଷ ୮୦,୦୦୦ ଟଙ୍କା ଯାହା ମାତ୍ର ୪ ଦିନର ବିଲ ।

ସର୍ଜରୀ ପରେ ଡାକ୍ତର ମାନେ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଯିବ ବୋଲି ବାରମ୍ବାର କହୁଥିଲେ ମଧ୍ୟ ତାଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ରେଫର କରି ନ ଥିଲେ ବା ଭଲ ଡାକ୍ତର ସହ କନସଲ୍ଟ କରି ନ ଥିଲେ । ଯାହା ଫଳରେ ତାଙ୍କ ପିତାଙ୍କର ମୃ-ତ୍ୟୁ ଘଟିଛି । ତେଣୁ ସେ ନିଜର ପିତାଙ୍କର ଶ-ବକୁ ରିଲିଜ କରିବା ପାଇଁ ଅନୁରୋଧ କରିଛନ୍ତି ।

ବନ୍ଧୁଗଣ ଯଦି ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *