ଏହି କୁନି ଝିଅ ସହ ଯାହା ହେଲା ଥରେ ନ ଦେଖିଲେ ଆପଣଙ୍କ ବିଶ୍ଵାସ ହେବନି, ଦେଖନ୍ତୁ Video

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଦୃଶ୍ୟ ନେଇ ଆସିଛୁ ଯାହାକୁ ଦେଖିଲେ ଆପଣଙ୍କର ଛାତି ଥରି ଉଠିବ । କାରଣ ମୃ-ତ୍ୟୁ ଯେତେବଳେ ନିକଟତର ହୋଇଥାଏ ତାକୁ ରୋକିବା କାହା ହାତରେ ନ ଥାଏ । ଏହି ଘ-ଟ-ଣାଟି ଛତିଶଗଡର ତାମ୍ବୂଲି ଗାଁରେ ୮ ବର୍ଷର ଗୋଟେ ଝିଅ ବିନା କାରଣରେ ତାର ମୃ-ତ୍ୟୁ ଘଟିଛି । ଯାହା ଅତି ହୃଦୟବିଦାରକ ଦୃଶ୍ୟ ଅଟେ ।

ତେବେ ଆସନ୍ତୁ ଜଣାଇବା ପୁରା ଘ-ଟ-ଣାର ସତ୍ୟତା କଣ ରହିଛି । ଏହି ଭିଡିଓରେ ୮ ବର୍ଷ ଝିଅ ଗୋର୍ସେରାଜ କର ଯିଏ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ । ସେ ନିଜ ଘରର ସୁଇଜ ମାରିବାକୁ କିଛି ସମୟ ପାଇଁ ବାହରକୁ ଆସିଥିଲେ । କିନ୍ତୁ ସୁଇଜ ମାରିବା ସମୟରେ ସେଠାରେ ଇଟା ତଳେ ଲୁଚି ରହିଥିବା ସାପ ଚୋଟରେ ସେହି କୁନି ଝିଅର ମୃ-ତ୍ୟୁ ଘଟିଛି । ଆଉ ମାତ୍ର ଗୋଟେ ମାସ ପରେ ସେହି ୮ ବର୍ଷର କୁନି ଝିଅର ଜନ୍ମଦିନ ପାଳନ କରାଯିବ ବୋଲି ତାଙ୍କ ଘରେ ପ୍ରସ୍ତୁତି ଚାଲିଥିଲା ।

ଠିକ ସେହି ସମୟରେ କେହି ଜାଣି ନ ଥିଲେ ଯେ ମ-ର-ଣ ତାଙ୍କ ଦୁଆର ମୁହଁରେ ଜଗି ବସିଛି । ପିଂକ କଲର ଡ୍ରେସ ପିନ୍ଧିଥିବା ଏହି ୮ ବର୍ଷର ଝିଅ ଘର ବାହାରକୁ ସୁଇଜ ମାରି ପୁଣି ଥରେ ଘର ଭିତରକୁ ଯିବା ପାଇଁ ଆସିଥିଲା । କିନ୍ତୁ ସେ ଜାଣି ନ ଥିଲା ଯେ ମ-ର-ଣ ତ ବାଟ ଚାହିଁ ବସିଛି । ସୁଇଜ ମାରିବା ସମୟରେ ସାପ ଯେତେବଳେ ଝିଅଟିକୁ କାମୁଡିଲା ସେ ତଳକୁ ଅନାଇ ଦେଖିଲା । ଏହା ପରେ ସେ ଜାଣି ପାରିଥିଲା ଯେ ସାପ ତାକୁ କାମୁଡିଛି ।

କିନ୍ତୁ ଭୟରେ ଝିଅଟି ଘର ଲୋକଙ୍କୁ କିଛି ବି କହି ନ ଥିଲା । ମାତ୍ର ୫ ସେକେଣ୍ଡ ମଧ୍ୟରେ ଝିଅଟିର ଶରୀର ନୀଳ ପଡିଗଲା । ଏହା ପରେ ଝିଅର ଏପରି ଅବସ୍ଥା ଦେଖି ପରିବାର ଲୋକେ କିଛି ବୁଝି ପାରିଲେ ନାହି ଯେ କଣ ପାଇଁ ଅଚାନକ ତାଙ୍କ ଝିଅର ଶରୀର ଧୀରେ ଧୀରେ ନୀଳ ରଙ୍ଗ ହେଇ ଯାଇଛି । ଯେତେବେଳେ ପରିବାର ଲୋକେ ସିସିଟିଭି କ୍ୟାମେରା ଦେଖିଲେ ସତ କଣ ଜାଣି ପାରିଲେ । ଦେଖୁ ଦେଖୁ କିଛି କ୍ଷଣ ମଧ୍ୟରେ ସେହି ୮ ବର୍ଷର କୁନି ଝିଅର ପ୍ରା-ଣ ବା-ୟୁ ଉ-ଡି-ଗ-ଲା ।

ସବୁ ଦିନ ପାଇଁ ସେହି କୁନି ଝିଅ ଏ ଦୁ-ନି-ଆ-ରୁ ବି-ଦା-ୟ ନେଇଛି । ଏହି ଘ-ଟ-ଣା ରୁ ସ୍ପଷ୍ଟ ହେଉଛି ଯେ ଯଦି ଆପଣ ମାନଙ୍କ ଘରେ ଛୋଟ ପିଲା ଅଛନ୍ତି ତେବେ ତାଙ୍କୁ ବାହାରକୁ ଛାଡନ୍ତୁ ନାହି । ଏହା ସହ ଯଦି ଆପଣଙ୍କ ଘର ଚାରି ପାଖରେ କିଛି ବି ଅଳିଆ ଆବର୍ଜନା ଜମା ହୋଇ ରହିଛି ତେବେ ତୁରନ୍ତ ସଫା କରି ଦିଅନ୍ତୁ ।

ମ-ର-ଣ କେତେବେଳେ କାହା ପାଖକୁ ଆସିବ ତାହା କହିବା କାହା ପକ୍ଷେ ସମ୍ଭବ ନୁହେଁ । ବିଶେଷ କରି ୬ ବର୍ଷରୁ ଉର୍ଦ୍ଧ ପିଲାଙ୍କୁ ଏହି ଭିଡିଓ ଟି ନିଶ୍ଚୟ ଦେଖାନ୍ତୁ । ସେମାନେ ଏହାକୁ ଦେଖିବା ପରେ ହୁଏ ତ ନିଜକୁ ସତର୍କ ରଖି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *