ଏହି ଗୋଟିଏ ଜିନିଷ ଖାଇଲେ ଆପଣ ୬୦ ବର୍ଷ ବୟସରେ ବି ଦେଖା ଯିବେ ପୁରା ୨୦ ବର୍ଷର ଯୁବକ

ସୁସ୍ଥ ରହିଲେ ଏହା ଶାରୀରିକ ଓ ମାନସିକ କଷ୍ଟ ଦୂର କରିଥାଏ । ଆଜିକାଲିର ଯୁବ ପିଢୀଙ୍କ ମଧ୍ୟରେ ଶାରୀରିକ ଦୁର୍ବଳତା ଏକ ମୁଖ୍ୟ କାରଣ । ଆଜିକାଲିର ଧାଁ ଦୌଡ ଜୀବନରେ ସମସ୍ତେ ବ୍ୟସ୍ତ । ଏହି କାରଣରୁ ଲୋକେ ନିଜ ସ୍ୱାସ୍ଥର ଧ୍ୟାନ ରଖିପାରନ୍ତି ନାହିଁ ଏବଂ ଅନେକ ରୋଗର ଶିକାର ହୁଅନ୍ତି। ସୁସ୍ଥ ରହିବା ସମସ୍ତଙ୍କ ପାଇଁ ଜରୁରୀ। ଅସୁସ୍ଥ ହେବା ମାନେ ଦିନକୁ ଦିନ ଦୁର୍ବଳତାର ସାମ୍ନା କରିବା ଓ ଅନ୍ୟ ଉପରେ ନିର୍ଭର କରିବା। ମଣିଷ ସବୁବେଳେ ସୁସ୍ଥ ରହିଲେ କୌଣସି ପରିସ୍ଥତିରେ ମଧ୍ୟ ନିଜକୁ ସମ୍ଭାଳିପାରିବ।

ଅନିୟମିତ ଜୀବନଶୈଳୀ କାରଣରୁ ଆଜିକାଲିର ଯୁବ ପିଢୀ ଅନେକ ରୋଗରେ ପିଡୀତ ହୋଇଥାନ୍ତି । ଦୁର୍ବଳତା କାରଣରୁ ଲୋକେ ଅନେକ ସମସ୍ୟାର ସାମ୍ନା ମଧ୍ୟ କରନ୍ତି । ଆଜିକାଲିର ପିଢୀ ଅଧିକ କାମ ମଧ୍ୟ କରି ପାରନ୍ତି ନାହିଁ। ଅଧିକ କାମ କରିଲେ ଥକି ଯାଆନ୍ତି।  ତେବେ ଜାଣନ୍ତୁ ଏମିତି ଏକ ଉପାୟ ଯାହା ବ୍ୟବହାର କରିଲେ ନିଜ ବୟସରୁ କମ ଦେଖାଯାଆନ୍ତି। ଏହା କୌଣସି ଔଷଧ କିମ୍ୱା କେମିକାଲ ପ୍ରଡକ୍ଟ ନୁହଁ ।

ଏହା ସମ୍ପୂର୍ଣ୍ଣ ଭାବେ ଆୟୁର୍ବେଦିକ। ସ୍ୱାସ୍ଥ ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ। ଏହାର ନାଂ ହେଉଛି ” ଗୋଂଦ କତୀରା” ବା Tragacanth Gum ବା ଲାଖ “। ଗାଁରେ ଥିବା ଲୋକଙ୍କୁ ଏହା ସୁବିଧାରେ ମିଳିବ ଏବଂ ସହରରେ ବାସ କରୁଥିବା ଲୋକଙ୍କୁ ମଧ୍ୟ ବଜାରରେ ମିଳିବ। ଏହାକୁ ବ୍ୟବହାର କରିଲେ ଶରୀରର ହାଡ ମଜବୁତ କରେ ଓ ଶାରିରୀକ ଦୁର୍ବଳତା ମଧ୍ୟ ଦୂର କରେ। ନିଦ ଆସୁନଥିବା ବ୍ୟକ୍ତି ଏହାର ସେବନ କରିଲେ ଅନେକ ଫାଇଦା ହୋଇଥାଏ।

ଯେଉଁ ଲୋକଙ୍କୁ ଶାରିରୀକ ଦୁର୍ବଳତା ଅଧିକ ହୋଇଥାଏ ସେମାନେ କିଛି କାମ କରି ପାରନ୍ତି ନାହିଁ । ଏହି ଭଳି ଲୋକଙ୍କୁ ଅଧିକ ନିଦ ଆସେ । ଅଧିକାଂଶ ଲୋକ ଶାରିରୀକ ଦୁର୍ବଳତା ଉପରେ ଧ୍ୟାନ ଦିଅନ୍ତି ନାହିଁ। ଏହା ଦ୍ୱାରା କମ ବୟସରେ ବି ବୟସ୍କ ଲୋକଙ୍କ ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ । ଶାରିରୀକ ଦୁର୍ବଳତା ଚେହେରାରେ ମଧ୍ୟ ଦେଖା ଯାଏ।

Leave a Reply

Your email address will not be published. Required fields are marked *