10 ଟଙ୍କାର ଏହି ଜିନିଷ ଆପଣଙ୍କ ଆଣ୍ଠୁ ଦରଜ ସବୁ ଦିନ ପାଇଁ କରି ଦବ ଭଲ, ବାସ କରନ୍ତୁ ଏହି ଛୋଟ ଘରୋଇ ଉପଚାର- Health Tips

ଆଜିକା ସମୟରେ ମଣିଷ ଭଲ ପନି ପରିବା ନଖାଇ ପ୍ରୋସେସ ଖାଦ୍ୟ ଉପରେ ବିଶେଷ ମନ ଦେଉଛନ୍ତି ଯାହା ଦ୍ଵାରା ମଣିଷ ସ୍ୱାସ୍ଥ୍ୟ ବହୁତ ଅଧିକ ଖରାପ ହେଉଛି ତେବେ କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ଆମ ଆୟୁର୍ବେଦରେ ଏମିତି ବହୁତ ଖାଇବା ଜିନିଷ ବିଷୟରେ କୁହା ଯାଇଛି ଯାହା ଖାଇବା ଦ୍ଵାରା ଆମ ଶରୀର ଅନେକ ରୋଗ ସମାପ୍ତ ହୋଇଥାଏ ଆଉ ଏହା ପାଇଁ ଆମକୁ ବହୁତ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିନଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ କେବଳ ୧୦ ଟଙ୍କାରେ ମାର୍କେଟରେ ମିଳିଥାଏ ଆଉ ଆପାଙ୍କୁ ଏହା ଖାଇବାରେ ମଧ୍ୟ ବହୁତ ସୁଆଦିଆ ଲାଗିଥାଏ । ତେବେ ଯେଉଁ ପରିବା କଥା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ହେଉଛି କଖାରୁ ଯାହା ଆପଣଙ୍କୁ ବହୁତ ସହଜରେ ମାରକେଟରେ ମିଳିଥାଏ ।

ଏହା ଆପଣଙ୍କୁ ବହୁତ କମ ଟଙ୍କାରେ ମଧ୍ୟ ମିଳିଥାଏ । କଣ ଆପଣ ଏହା ଜାଣିଛନ୍ତି ଯେ କଖାରୁ ଡଙ୍କ, ପତ୍ର, ଫୁଲ, ଫଳ ଆଉ ମଞ୍ଜି ସବୁ ଲାଭକାରୀ ହୋଇଥାଏ ଆଉ ଏହାର କିଛି ବି ନଷ୍ଟ ହୋଇନଥାଏ । କଖାରୁ ଡଙ୍କ ତରକାରୀ ଲୋକଙ୍କୁ ବହୁତ ପ୍ରିୟା ହୋଇଥାଏ ଏଥିରେ ଭରପୁର ମାତ୍ରାରେ ବିଟାମିନ ହୋଇଥାଏ ତେବେ କଖାରୁ ଡଙ୍କ ଖାଇବା ଦ୍ଵାରା ମଣିଷ ଶରୀରରେ ଊର୍ଜା ମାତ୍ରା ବହିଥାଏ ।

ଏହା ଛଡା କଖାରୁ ମଞ୍ଜି ସବୁଠାରୁ ଅଧିକ ଲାଭକାରୀ ହୋଇଥାଏ କିନ୍ତୁ ବହୁତ ଲୋକ ଏହା ବୁଝି ନପାରି କଖାରୁ ମଞ୍ଜି ଫିଙ୍ଗି ଦେଇଥାନ୍ତି ଆପଣ ସେହି ଭୁଲ କରିବେ ନାହିଁ । ଆପଣଙ୍କୁ କଖାରୁ ମଞ୍ଜି ଖରାରେ ଶୁଖାଇ ତାକୁ ଭାଜି ସେବନ କରିବା ଉଚିତ ଏହା ଖାଇବାକୁ ଯେତେ ସୁଆଦିଆ ଲାଗିଥାଏ ସେତିକି ଲାଭକାରୀ ମଧ୍ୟ ହୋଇଥାଏ ।

କଖାରୁ ମଞ୍ଜିରେ ଭରପୁର ମାତ୍ରାରେ କ୍ୟାଲସିଅମ ଆଉ ଫାଇବର ହୋଇଥାଏ ତେବେ ମଧୁ ମେହ ଆଉ କିଡନି ରେ ଷ୍ଟୋନ ହୋଇଥିବା ଲୋକଙ୍କୁ କଖାରୁ ମଞ୍ଜି ସବୁ ଦିନ ଗୋଟେ ଚାମଚ ଭଳି ସେବନ କରିବା ଉଚିତ ହୋଇଥାଏ । ଆପଣ ଚାହିଁଲେ କଖାରୁ ମଞ୍ଜି ସୁପ ମଧ୍ୟ ବନେଇ ପାରିବେ ଏହା ବହୁତ ସୁଆଦିଆ ଆଉ ଶକ୍ତିଶାଳୀ ହୋଇଥାଏ ।

ତେବେ କଖାରୁ ଦ୍ଵାରା କେତେ ପ୍ରକାର ମିଠା ଜିନିଷ ମଧ୍ୟ ବନା ହୋଇଥାଏ, କଖାରୁ ଫୁଲ ଲୋକଙ୍କୁ ବହୁତ ପସନ୍ଦ ହୋଇଥାଏ, କଖାରୁ ଫୁଲ ଭଲ ଭାବରେ ଭାଜି ସେବନ କଲେ ଏହା ବହୁତ ସୁଆଦିଷ୍ଟ ଲାଗିଥାଏ, ଥରେ ଖାଇଲେ ଆପଣ ବାରମ୍ବାର ଖାଇବାକୁ ଇଛା କରିବେ ।

Leave a Reply

Your email address will not be published. Required fields are marked *