ବନ୍ଧୁଗଣ ମହିଳା ମାନଙ୍କର ଏଗ-କ୍ଵାଲିଟି ଯଦି କମଜୋର ଥାୟେ ତେବେ ଅତିଶୀଘ୍ର ଗର୍ଭ ଧାରଣ କରିବାରେ ନାନା ପ୍ରକାର ସମସ୍ଯା ଦେଖାଯାଇଥାଏ । ମହିଳା ମାନଙ୍କର କେତେ ଗୁଡିଏ ଖରାପ ଅଭ୍ଯାସ ଯୋଗୁଁ ଏହିସବୁ ସମସ୍ଯା ଉପୁଜିଥାଏ । ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ଜିନିଷଟିର ବ୍ୟବହାର ଦ୍ଵାରା ମହିଳା ମାନଙ୍କୁ ଗର୍ଭ ଧାରଣ କରିବାରେ ଅସୁବିଧା ହେଇଥାଏ । ବନ୍ଧୁଗଣ ଆମେ ନୀତିଦିନ ବ୍ୟବହାର କରୁଥିବା ଧଳା ଚିନୀ ମହିଳା ମାନଙ୍କୁ ଏହି କ୍ଷେତ୍ରରେ ବହୁତ ହାନି କାରାଇଥାଏ ।
ମହିଳା ମାନଙ୍କ ଶରୀରରେ ଥିବା ହରମୋନକୁ ଇନବାଲାନସ କରିଦେଇଥାଏ । ଯାହା ଫଳରେ ପିଲା ଜନ୍ମ କରିବାର କ୍ଷମତାକୁ ନଷ୍ଟ କରିଦେଇଥାଏ । ଏହା କାରଣରୁ ଏଗ-ରିଲିଜ ହୁଏନି ମହିଳା ମାନଙ୍କ ଶରୀରକୁ ଆହୁରି କମଜୋର କରିଦେଇଥାଏ । ଯଦି ମହିଳା ମାନେ ପିରିୟଡ ସମୟରେ ଅଧିକ ଚିନୀ ସେବନ କରିଥାନ୍ତି କିମ୍ବା କୌଣସି ରୋଗରେ ଆକ୍ରାନ୍ତ ଥିଲାବେଳେ ଯଦି ସେମାନେ ଚିନୀର ସେବନ କରିଥାନ୍ତି । ତେବେ ତାହା ମହିଳା ମାନଙ୍କର ଅଜାଣତରେ ବହୁତ କ୍ଷତି କରିଥାଏ ।
ଯଦି ମହିଳା ମାନେ ଚାହା କିମ୍ବା କଫିରେ ଅଥବା କୌଣସି ମିଠା ଜାତୀୟ ଖାଦ୍ଯରେ ଅଧିକ ମାତ୍ରାରେ ଚିନୀର ପ୍ରୟୋଗ କରି ଖାଇଥାନ୍ତି ତେବେ, ମହିଳା ମାନଙ୍କ ଶରୀରରେ ସେତିକି ଅଧିକ ମାତ୍ରାରେ ଇଂସୁଲିନର ମାତ୍ରା ବଢିଯାଇଥାଏ । ଏହି ବଢୁଥିବା ଇଂସୁଲିନ ମହିଳା ମାନଙ୍କ ଶରୀରରେ ବଢୁଥିବା ଏଗର କ୍ଵାଲିଟିକୁ ନଷ୍ଟ କରିଦେଇଥାଏ । ଏହାର ବୈଜ୍ଞାନିକ ତଥ୍ୟ ଏହା ଅଟେ ଯେ ଯେଉଁ ଷ୍ଟ୍ରକଚର ଏଗ ମ୍ୟୁଚର କରିବାଭଳି ହରମୋନର ହୋଇଥାଏ, ତାହା ଶରୀରରେ ଇଂସୁଲିନର ମଧ୍ୟ ହୋଇଥାଏ । ଦୁହିଜଣ ସମାନ ଅଟନ୍ତି ତେଣୁ ଯେବେ ଇଂସୁଲିନର ସ୍ତର ଆମ ଶରୀରରେ ବଢିଜାଏ, ଆମ ଶରୀର କନ୍ପ୍ୟୁସ ହୋଇଯାଏ ଏଗ ମ୍ୟୁଚୁରୀଟି ହରମୋନକୁ ରିଲିଜ କରିବାକୁ ।
କାରଣ ଷ୍ଟ୍ରକଚର ସମାନ ହେବା କାରଣରୁ ଏଗ ମ୍ୟୁଚୋର କରୁଥିବା ହରମୋନ କମିଯାଇଥାଏ । ଅପର ପାର୍ସ୍ବୋରେ ଇଂସୁଲିନର ମାତ୍ରା ବଢିଯାଇଥାଏ । ଏହିଭଳି ପରିସ୍ତିତିରେ ମହିଳା ମାନଙ୍କ ଶରୀରରେ ଯେଉଁ ଏଗ ଗୁଡିକ ଥାଏ ସେ ନିମ୍ନ ପ୍ରକାରାର ଉତ୍ତପନ ହେବ । ସେଗୁଡିକ ମ୍ୟୁଚୋର ହେବନି ଅଥବା ଓବଲେଟ କରି ପାରିବ ନାହିଁ । ଏହିଭଳି ଭାବରେ ଶରୀରର ହରମୋନ ଇଂବାଲାନସ ହୋଇଯାଏ । ପିସିଓଡି ର ସମସ୍ଯା ଶରୀରରେ ଉତ୍ପନ ହେଇଯାଏ । ଏହା ସହିତ ଶରୀରର ଓଜନ ବଢିବାକୁ ଲାଗିବ ଯାହା ଫଳରେ ଫଟିଲିଟିର ସମସ୍ଯା ଦେଖାଯିବ । ଏହା ଫଳରେ ଆପଣ ଯଥାଶୀଘ୍ର ମା ହେଇ ପାରିବେ ନାହିଁ ।
ବନ୍ଧୁଗଣ ଚିନୀ ବହୁତ ଅସୁବିଧାରେ ପକାଇଥାଏ । ସେଥିପାଇଁ ଆମକୁ ଏହାର ଉଚିତ ବିନିଯୋଗ କରିବାକୁ ହେବ । ଯାହାକି ସ୍ଵାଦ ସାଙ୍ଗରେ ଆମ ସ୍ୱାସ୍ଥ୍ୟ ମଧ୍ୟ ବାଲାନ୍ସ୍ କରି ଚାଲିବ । ବନ୍ଧୁଗଣ ଏହାନୁହେଁ ଯେ ଆମ ଶରୀରକୁ ଚିନୀ ଦରକାର ହୋଇନଥାଏ । ମନୁଷ୍ୟର ବ୍ରେନକୁ ନୀତିଦିନ ଚଳାଇବାକୁ ହେଲେ ୧୦୦ ରୁ ୧୫୦ ଗ୍ରାମ ଗ୍ଲ୍ଲୁକୋଷ ଆବଶ୍ୟକ ହୋଇଥାଏ । ଯଦି ଆମେ ସେହିଗୁଡିକ ସଠିକ ଭାବେ ଗ୍ରହଣ କରିଥାଉ ତେବେ ତାହା ଆମକୁ କ୍ଷତି ପହଞ୍ଚାଇ ନଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।